ବସ୍ତିରେ ଖର୍ଚ୍ଚ ହେବ ୨୫ ପ୍ରତିଶତ

ଭୁବନେଶ୍ୱର : ରାଜ୍ୟର ପୌରସଂସ୍ଥାଗୁଡିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ରଲେଖି ଅବଗତ କରିଛନ୍ତି । ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସରକାର ମ୍ୟୁନିସିପାଲିଟି ଆଇନ୍‍ ୧୯୫୦ ଓ ମ୍ୟୁନିସିପାଲ କର୍ପୋରେସନ...

Slums Get Urban Quota

0

Bhubaneswar: For overall development of the slums in urban areas, the State Government has asked all Urban Local Bodies (ULBs) to spend at least 25 percent of their annual budget in the slums, mandatorily. Over Rs 723 crore should be spent in the slum areas in two years—2020-21 and 2021-22. Director Municipal Administration (DMA) Sangramjit Nayak has written a letter to...

11 Cr For OMFED Dairy Farmers

Bhubaneswar: In view of lockdown imposed due to Covid-19 pandemic, Chief Minister Naveen Patnaik on Thursday announced financial assistance of Rs 11 crore for the OMFED dairy farmers. As per the announcement, the State Government will provide Rs 6,000 to every dairy farmer as animal fodder cost. It will benefit 1, 20,000 dairy farmers in the State. The Chief Minister said...

ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଫଳ

0

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଆସନ୍ତାକାଲି ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା -୨୦୨୧ ର ଫଳାଫଳ ଘୋଷଣା କରିବ । ଆସନ୍ତାକାଲି ଓପନ୍ ସ୍କୁଲ ସାର୍ଟିଫିକେଟ୍ ଏବଂ ମାଧ୍ୟମା ପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇବ । ଯଦିଓ ବିଏସ୍‍ଇର ମୁଖ୍ୟାଳୟରେ ୪ଟା ରେ ଫଳାଫଳ ଘୋଷଣା କରାଯିବ, ତଥାପି ଛାତ୍ରମାନେ ୬ଟାରୁ  www.bseodisha.ac.in ଏବଂ www.bseodisha.nic.in- ରେ ସେମାନଙ୍କର ନମ୍ବର ଯାଞ୍ଚ କରିପାରିବେ ବୋଲି ବୋର୍ଡ ଆଜି କହିଛି । ଯେଉଁ ଛାତ୍ରମାନଙ୍କର ଇଣ୍ଟରନେଟ୍ ସୁବିଧା ନାହିଁ, ସେମାନେ ମୋବାଇଲ୍ ଫୋନରେ SMS-...

ଓମ୍‌ଫେଡ ଚାଷୀଙ୍କ ପାଇଁ କୋଭିଡ ସହାୟତା

0

ଭୁବନେଶ୍ବର : ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ...

Matric Results Tomorrow

0

Cuttack: The Board of Secondary Education (BSE) will announce the results of the annual High School Certificate (HSC) examination-2021 tomorrow. The results of the Open School Certificate and Madhyama Examination will also be released tomorrow. Though the result will be announced at BSE’s headquarters here at 4PM, students can check their marks at www.bseodisha.ac.in and www.bseodisha.nic.in– from 6 PM onwards,...

Test Positivity Ratio On Rise

0

Bhubaneswar: The State of Odisha on Thursday reported 3650 fresh Covid-19 cases taking the Test Positivity Rate (TPR) to above 5 percent again.   Out of the new cases, 2098 infected persons were detected from quarantine centres while 1552 were local contacts. As many as 69,480 samples were tested in the state during the last 24 hours and the Test...

Trinity On Snana Bedi

0

Puri: The famous annual bathing ritual (Snana Purnima) of Lord Jagannath and His siblings Lord Balabhadra and Devi Subhadra has begun at Shreemandir, Puri early morning today. Due to Covid-19 pandemic, the rituals are being conducted sans devotees. All the three deities of Lord Balabhadra, Lord Jagannath, Devi Subhadra along with Lord Sudarsan have been ushered to the Snana Mandap...

ପୋଷ୍ଟର ରାଜନୀତିକୁ ଲୋକଙ୍କ ନାପସନ୍ଦ

ଭୁବନେଶ୍ୱର : କରୋନା ଟିକାକରଣ ସାର୍ଟିଫିକେଟରେ ନେତାଙ୍କ ଫଟୋ ରହୁଥିବାବେଳେ ଶିଶୁମାନଙ୍କୁ ଦିଆଯାଉଥିବା ଅନ୍ୟ ଟିକା ଠାରୁ ଆରମ୍ଭକରି ଶିକ୍ଷାଗତ, ଜନ୍ମମୃତ୍ୟୁ ଓ ଜମିବାଡି ଆଦି ପ୍ରମାଣପତ୍ରରେ ମଧ୍ୟ ନେତାମାନଙ୍କ ଫଟୋ ରହିବାପାଇଁ ଦଳୀୟ କର୍ମୀମାନେ ମତପ୍ରକାଶ କରୁଥିବାବେଳେ ସାଧାରଣ ଲୋକେ କିନ୍ତୁ ଏହାକୁ ନାପସନ୍ଦ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ କରୋନା ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ନେଉଥିବା ବ୍ୟକ୍ତିଙ୍କ ଲାଗି କୋ-ୱିନ୍‍ ପୋର୍ଟାଲରେ ସାର୍ଟିଫିକେଟ ମିଳୁଛି । ତେବେ ଏହି ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଛି...

ଅଢେଇ ହଜାର ଗାଁ ଅପହଞ୍ଚ

0

ଭୁବନେଶ୍ୱର : ରାଜ୍ୟ ସରକାର ୟୁଟ୍ୟୁବ୍‍ରେ ପିଲାଙ୍କୁ ପାଠପଢା ଠାରୁ ଆରମ୍ଭ କରି ସମସ୍ତଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଜଳ କଥା କହୁଥିବାବେଳେ ଏବେ ବି ରାଜ୍ୟର ପ୍ରାୟ ଅଢେଇ ହଜାର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଏଠାରେ ୟୁଟ୍ୟୁବ ପାଠପଢା ତ ଦୂରରକଥା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକାଟିଏ ଦେବା ବି କାଠିକର ପାଠ । ସରକାରଙ୍କ ହିସାବରେ ରାଜ୍ୟର ୨୪୬୭ ଗାଁ ଏବେ ବି ସମସ୍ତଙ୍କ ପାଇଁ ଅପହଞ୍ଚ ଇଲାକା ହୋଇ ରହିଛି । ଏଠାକୁ ଗମନାଗମନର ସୁବିଧା...