ଓଡ଼ିଶା ହେବ ମ୍ୟାଲେରିଆ ଶୂନ୍ୟ ରାଜ୍ୟ

0

ଭୁବନେଶ୍ୱର : ମ୍ୟାଲେରିଆ ପ୍ରବଣ  ରାଜ୍ୟର ବିଷାଦ ଅତିକ୍ରମ କରି  ଓଡ଼ିଶା ବର୍ତ୍ତମାନ ମ୍ୟାଲେରିଆ ଶୂନ୍ୟ  ରାଜ୍ୟ ଦିଗରେ  ଗତି କରିବା ଆରମ୍ଭ କରିଛି । ୨୦୧୬ ରୁ ୨୦୧୯ ମସିହା  ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ  ପଜିଟିଭ୍ ହାର ୯୦ ଶତକଡା  କମିଛି ।  ଏହି ସମୟ ମଧ୍ୟରେ  ମୃତ୍ୟୁ ସଂଙ୍ଖ୍ୟା ୭୭ରୁ  ୯ କୁ ହ୍ରାସ  ପାଇଛି । ୨୦୨୦ ମସିହାରେ  ମଧ୍ୟ   ଏହି ଧାରା ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ...

Model Convict Prison Open

0

Athagarh: For the first time in Odisha a Model Convict Prison has been inaugurated at Athagarh having capacity of 500 inmates here on 25 June. Minister Food Supplies and Consumer Welfare, Ranendra Pratap Swain inaugurated the Modern Facility for the Prisoners. Divya Shankar Mishra, Minister of State Home graced the occasion through Virtual Platform. Bhartruhari Mahatab, Member of Parliament. Lok Sabha...

97.89 PC Students Cleared Matric

0

Bhubaneswar: The total pass percentage of annual matriculation examination 2021 stood at 97.89 per cent, said School and Mass Education Minister Samir Ranjan Dash here on Friday. The pass percentage in 2020 was 78.86%. Declaring the examination results at the office of the Board of Secondary Education (BSE), Dash said a total of 5,74,125 students have enrolled for the High...

ୟୁଜି ଓ ପିଜି ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା

0

ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ସମସ୍ତେ ସୁବିଧାରେ ଓ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଉଛି ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର...

Odisha On Malaria Elimination Path

0

Bhubaneswar: Odisha is now way ahead towards elimination of Malaria with 90 percent reduction in number of positive cases over last three years from 2016. The reduction rate of malaria infection in Odisha between 2018 and 2019 has been 40 percent against the national average of 17 percent during the same period. Additional Chief Secretary Health and Family Welfare Pradipta...

Mentor System For UG & PG

0

Bhubaneswar: In an aim to ensure every final year/semester students of the Under Graduate (UG) and Post Graduate (PG) courses attend their online examinations, the State Government has decided to adopt the mentoring system in Degree and Autonomous Colleges across the State.    A decision in this effect was taken during a meeting held under the Chairmanship of High Education...

Jethwa Takes Odisha Vigilance Charge

0

Cuttack: Ace Top Cop Yeshwant Kumar Jethwa has taken over as new Director Vigilance, Odisha. 1994 Batch IPS, Mr.Jethwa, a suave and honest Police Officer took charge of the State Vigilance Organization here in the afternoon. On joining, he offered floral tributes to the Late Director Vigilance, Debasis Panigrahi, who recently succumbed to COVID-19 Virus. Mr.Jethwa fondly remembered Dr. Panigrahi and spoke...

ପ୍ରତିପକ୍ଷଙ୍କୁ ନଶୁଣିଲେ ସରକାର ଅପିଲ କରିପାରିବେ

0

ଭୁବନେଶ୍ୱର : ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ସୁଯୋଗ ନଦେଇ ଓଡିଶା ହାଇକୋର୍ଟର ଜଣିକିଆ ବେଞ୍ଚ ଯେଉଁସବୁ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ତାହା ବିରୁଦ୍ଧରେ ସରକାର ଅପିଲ୍‍ କରିପାରିବେ । ଏ ସଂକ୍ରାନ୍ତରେ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମ୍‍କୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ଉମାଦେବୀ ମାମଲାରେ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ ତାହାରି ଆଧାରରେ ପୂର୍ବରୁ ଓଡିଶା ହାଇକୋର୍ଟର ଏକ ଜଣିକିଆ ବେଞ୍ଚ ସମ୍ପୃକ୍ତ ଆବେଦନକାରୀଙ୍କୁ ନିୟମିତ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଟିକାକରଣ ଲାଗି ନୂଆ ନୂଆ ତରିକା

0

ଭୁବନେଶ୍ୱର : ଟିକାକରଣ ଅଭିଯାନକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ନୂଆ ନୂଆ ତରିକା ଆପଣଉଛନ୍ତି । ଟିକାକରଣ ସାର୍ଟିଫିକେଟ ନଥିଲେ ସରକାରୀ କର୍ମଚାରୀମାନେ ଦପ୍ତର ଆସିପାରିବେ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ମାର୍ଗଦର୍ଶିକା ଜାରି କରିଥିବାବେଳେ ଟିକା ନେଇନଥିଲେ ଗଞ୍ଜାମ ଜିଲ୍ଲାରେ କୌଣସି ଦୋକାନୀ ଦୋକାନ ଖୋଲିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଅପପ୍ରଚାରର ବଶବର୍ତ୍ତୀ ହୋଇ କେତେକ ସରକାରୀ କର୍ମଚାରୀ ଟିକା ନେଇନଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ତୃତୀୟଲହର କରୋନା ସଂକ୍ରମଣକୁ ଆଖିଆଗରେ...

କୃଷି ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ

ଭୁବନେଶ୍ୱର : କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ ସମେତ ନାବାର୍ଡକୁ ନେଇ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ଖସଡ଼ା ପ୍ରସ୍ତୁତି ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଆହୂତ ହୋଇଯାଇଛି । କୃଷି ଅର୍ଥନୀତି ପ୍ରଧାନ ଆମ ରାଜ୍ୟ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ସତ୍ତେ୍ୱ ଆମର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ନିମ୍ନରେ...