Old Guard vs. Young Turk
Patna: The uniqueness of the Bihar Assembly Election in 2025 is primarily defined by its intense focus on governance, a youth-centric campaign, and the specific dynamics of the two major alliances, A fight between Old Guard VS Young Turk Focus on Generational Shift and Anti-Incumbency The election is widely viewed as a decisive contest over a generational shift in leadership....
Tejashwi Vows Jobs; Nitish Silent
Patna, Bihar: With the two-phase Bihar Assembly Elections approaching on November 6 and 11, the campaign has intensified, marked by sharp exchanges and a focus on jobs, development, and social justice. Tejashwi Yadav, the Mahagathbandhan’s Chief Ministerial candidate, has centered his campaign on the promise of providing a government job to at least one member of every household in Bihar....
E-KYC Update For PDS
Bhubaneswar: All Public Distribution System (PDS) beneficiaries across the state, covered under both the National Food Security Act and the State Food Security Scheme, are informed that the Aadhaar-based E-KYC process is currently underway. This process is being carried out across all 11,827 affordable price shops, as well as the 314 block and 64 rural area offices that serve as...
ଇ-କେ.ୱାଇ.ସିର ଅବଧି ବଢିଲା
ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ ଇ-କେ.ୱାଈ.ସି ପ୍ରକ୍ରିୟା ଆସନ୍ତା ତା.୩୧.୧୨.୨୦୨୫ ପର୍ଯ୍ୟନ୍ତ ଚାଲୁରହିବ । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I ଏତଦବ୍ୟତୀତ ଅଦ୍ୟାବଧି ଇ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ...
୩୭ ଲକ୍ଷରୁ ଅଧିକ ସ୍ୱରୋଜଗାର ମହିଳା
ଭୁବନେଶ୍ୱର : ରାଜ୍ୟ ସରକାର ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଉପରେ ଜୋର ଦେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୭ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ୱରୋଜଗାର ସୁଯୋଗ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ରହିଛନ୍ତି ଗଞ୍ଜାମ ଜିଲ୍ଲାରେ । ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସଂଗଠିତ କରି ସ୍ୱୟଂ ସହାୟକ ଗୋଷ୍ଠି ଗଠନ ଏବଂ ଏହା ଜରିଆରେ ମହିଳାଙ୍କୁ ସ୍ୱରୋଜଗାର କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । ଏଥିପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ...
ସୀମା ବିବାଦର ସମାଧାନ ହେବ କେବେ?
ଭୁବନେଶ୍ୱର : ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ପ୍ରାୟ ୬୦ବର୍ଷ ଧରି ଚାଲିଥିବାବେଳେ ସମ୍ବିଧାନର ୩ଟିଯାକ ସ୍ତମ୍ଭ ମାଧ୍ୟମରେ ଏହାର ଏଯାବତ୍ ସମାଧାନ ହୋଇପାରୁ ନାହିଁ । ଫଳରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦୁଇ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗିଛି । କେନ୍ଦ୍ର ସରକାର ମଧ୍ୟସ୍ଥତା କରି ଏହି ବିବାଦର ସମ୍ବିଧାନ ସମ୍ମତ ମାର୍ଗରେ ସମାଧାନ ଲାଗି ଏଯାବତ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କୋରାପୁଟ ସୀମାନ୍ତବର୍ତ୍ତୀ ଅନ୍ୟୁନ ୩୪ଟି ଗ୍ରାମପୁଞ୍ଜ ସଂକ୍ରାନ୍ତୀୟ ଆନ୍ତଃରାଜ୍ୟ ବିବାଦ ପ୍ରସଂଗରେ...
Textiles Ministry Pushes Modernization
Bhubaneswar: The National Conference on Handlooms & Handicrafts 2025 concluded today in Bhubaneswar, Odisha, with a strong commitment from the government to position India’s handmade sector as a core pillar of the nation's ambitious Viksit Bharat 2047 vision. The two-day conference, organised by the Offices of the Development Commissioner (Handlooms) and Development Commissioner (Handicrafts), Ministry of Textiles, brought together senior...
ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ
ଭୁବନେଶ୍ୱର : ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଆଜି ଭୁବନେଶ୍ୱରର ଇନ୍ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକଣ୍ଡକ୍ଟର କ୍ଷେତ୍ରରେ...
ସବୁ ତହସିଲ୍ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍
ଭୁବନେଶ୍ୱର : ରାଜ୍ୟର ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ। ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ହି ନୂଆ ଉପନିବନ୍ଧନ ବା ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଛି। ଏହି...
IREDA Boosts North East RE
New Delhi: The Indian Renewable Energy Development Agency Ltd. (IREDA) has announced a significant push to accelerate renewable energy (RE) growth in the North-Eastern Region (NER) of India, committing substantial financial resources and special incentives. With Prime Minister's strong focus on the North East region of India and the Indian Renewable Energy Development Agency Ltd. (IREDA) actively boosting renewable energy...









