ଆଇଭିଏସ୍ଏଏଚ୍ ରେ ପୋଷା ପ୍ରାଣୀଙ୍କ ପାଇଁ ସ୍ପା
ଭୁବନେଶ୍ୱର : ଘରେ ରହୁଥିବା ଗେଲବସରିଆ ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ରେ ଖୋଲିଛି ସ୍ପା ଏବଂ ଗ୍ରୁମିଂ ସେଂଟର । ପ୍ରାଣୀ ବିଜ୍ଞାନୀ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତ୍ୟାଧୁନିକ କୁଶଳୀ ଏବଂ ପ୍ରଶିକ୍ଷତ ବୃତିଗତ ଗ୍ରୁମର ଏହି ସେଂଟରରେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ଆଇଭିଏସ୍ଏଏଚ୍ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ । ପ୍ରାଣୀ ଏବଂ ପକ୍ଷୀ ନିଜର ଭାବନାକୁ...
ଟମାଟୋ ଦର ଆକାଶ ଛୁଆଁ
ଭୁବନେଶ୍ୱର : ରାଜଧାନୀ ସହରରେ ଟମାଟୋର ମୂଲ୍ୟ ଖୁଚୁରା ବଜାରରେ ପ୍ରତି କିଲୋ ୮୦ ଟଙ୍କା ଛୁଇଁଛି, ଯାହା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶୀତଦିନେ ସାଧାରଣତଃ ପନିପରିବା ମୂଲ୍ୟରେ ହ୍ରାସ ଆସିିଥାଏ, କିନ୍ତୁ ଚଳିତି ବର୍ଷ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ପ୍ରମୁଖ ଉତ୍ପାଦକ ରାଜ୍ୟରୁ ଯୋଗାଣରେ ଗୁରୁତର ବାଧା ସୃଷ୍ଟି ହେବା ଫଳରେ ଓଡିଶା ବଜାରରେ ଟମାଟୋର ଏଭଳି ଆକାଶଛୁଆଁ ଦର ହୋଇଛି । ପନିପରିବା ବଜାରରେ ଏହି ସପ୍ତାହରେ ଟମାଟୋର ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖାଯାଇଛି ।...
ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ସଫେଇ କର୍ମୀ
ଭୁବନେଶ୍ୱର : ସଫେଇ କର୍ମୀ ଓ ନିର୍ମାଣ ଶ୍ରମିକମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରଦୂଷିତ ବାୟୁମଣ୍ଡଳରେ କାମ କରୁଥିବାବେଳେ ସେମାନଙ୍କ ନିରାପତ୍ତା ପାଇଁ କିନ୍ତୁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସେଭଳି କିଛି ଆଖିଦୃଷ୍ଟିଆ ପ୍ରତିଷେଧକାରୀ ପଦକ୍ଷେପ ନିଆଯାଉ ନାହିଁ । ଏହା କ୍ରମଶଃ ଭୟଙ୍କର ଅବସ୍ଥା ଆଡକୁ ଗତି କରୁଥିବାରୁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଏ ଦିଗରେ ଦୃଷ୍ଟିଦେବାକୁ ଉଭୟ ପରିବେଶ ବିଜ୍ଞାନୀ ଓ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ପରାମର୍ଶ ଦେଉଛନ୍ତି । ଦେଶର ସର୍ବାଧିକ ପ୍ରଦୂଷିତ ୧୦ଟି ସହର...
Talent Surge At State Youth Festival
Bhubaneswar: The three-day State Youth Festival 2025 reached a grand conclusion at Kalinga Stadium today, celebrating the immense talent and creative spirit of Odisha's youth. Secretary Tourism, Shri Balwant Singh and Director Higher Education, Shri Kali Prasanna Mahapatra honoured the winners. They honored the top performers, including three winners each in painting and writing categories, five science innovators, and...
Odisha Wins ₹155Cr For Digital Agri Excellence
Bhubaneswar: Dr.Arabinda Kumar Padhee, Principal Secretary Agriculture and Farmers' Empowerment has said that in a significant milestone in Odisha’s digital agriculture journey, the Government of India has formally assessed and approved the State’s proposals under the Special Central Assistance (SCA) scheme, declaring Odisha eligible for incentives under both core components of AgriStack- the national Digital Public Infrastructure initiative for...
Guruji’s 80th Divyashis Diwas
Bhubaneswar: The sacred atmosphere of Kasturba Nari Mahal Complex resonated with divine vibrations as the Shri Shri Shirdi Sai Charitable Trust organized a two-day spiritual congregation, Divyashis Diwas, to honor the grace of Shri Shri Shirdi Sai Baba and celebrate the 80th birth anniversary of his foremost apostle, Guruji Dr. Chandrabhanu Satapathy, whose life reflects the eternal grace of...
Panda Elite Team Crushes Maoists
Phulbani: In a major breakthrough for internal security and counter-insurgency efforts, the Odisha Police and central security forces successfully neutralized six Maoist operatives, including a high-ranking Central Committee Member, during a series of high-stakes encounters in the Kandhamal district on December 24 and 25, 2025. This operation is being hailed as a historic success and a decisive blow to...
ଜ୍ୟୋତ୍ସ୍ନା ଶବର ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର
ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର କିଶୋରୀ ଜନଜାତୀୟ କ୍ରୀଡ଼ାବିତ୍ ଜ୍ୟୋତ୍ସ୍ନା ଶବର ଏହି ପୁରସ୍କାର ପାଇ ରାଜ୍ୟର ଗୌରବ ବଢ଼ାଇଛନ୍ତି । ଜ୍ୟୋତ୍ସ୍ନା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ଦୋହାରେ ଆୟୋଜିତ ଏସୀୟ ଯୁବ ଭାରୋତ୍ତୋଳନ ଚାମ୍ପିଅନସିପରେ ୧୬ ବର୍ଷୀୟ ଜନଜାତୀୟ ଭାରୋତ୍ତୋଳନ ପ୍ରତିଯୋଗୀ ଜ୍ୟୋତ୍ସ୍ନା ଶବର ୪୦ କିଲୋଗ୍ରାମ ଓଜନ ବର୍ଗରେ...
CM Launches Paddy Procure
Keonjhar: In a significant move to bolster the agricultural economy and fulfill long-standing promises to the farming community, Chief Minister Mohan Charan Majhi officially inaugurated the paddy procurement process for the 2025-26 Kharif marketing season at Palashpanga in Keonjhar district. Addressing a large gathering of farmers, the Chief Minister underscored his government's commitment to ensuring that no grower is...
Tomato Hits 80 Ceiling
Bhubaneswar:Tomato prices in the capital city have touched the 80 per kg mark in retail markets, causing concern for local households. While winter usually brings a dip in vegetable costs, this year has seen a contra-seasonal surge due to severe supply disruptions from major producing states like Maharashtra and Karnataka. Vegetable markets have witnessed a sharp spike in tomato prices...









