ସଫଳ ପରିବହନ ପ୍ରକଳ୍ପ ପାଇଁ ଓଡିଶା ପୁରସ୍କୃତ

0

ନୂଆଦିଲ୍ଲୀ : ବିଗତ ବର୍ଷରେ ସହରାଞ୍ଚଳରେ ଉନ୍ନତ ପରିବହନ ପ୍ରକଳ୍ପ ପରିଚାଳନା ପାଇଁ ଓଡିଶାକୁ ପୁରସ୍କୃତ କରାଯାଇଛି । ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସି. ଆର. ୟୁ. ଟି)କୁ ଏହାର ଫ୍ଲାଗସିପ୍ ପଦକ୍ଷେପ "ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି ପାଇଁ ରନିଂ କଫି" ବର୍ଗରେ "ଆମ୍ ବସ ଏବଂ ଆମ୍ ଇ-ରାଇଡ୍" ପାଇଁ "ସହରାଞ୍ଚଳ ପରିବହନରେ ସ୍ୱତନ୍ତ୍ର  ପୁରସ୍କାର" ପ୍ରଦାନ କରାଯାଇଛି। ଆଜି ଗୁରୁଗ୍ରାମରେ ଅନୁଷ୍ଠିତ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମଆଇ) ସମ୍ମିଳନୀ ୨୦୨୫ ର ଉଦଯାପନୀ ଅଧିବେଶନରେ...

Intense BJP-BJD Prestige Fight

0

Nuapada: The high-octane campaign for the Nuapada assembly by-election concluded on Sunday evening, marking the end of aggressive canvassing by the state's three major political parties. The by-poll, scheduled for November 11, has turned into a major prestige battle between the ruling Bharatiya Janata Party (BJP) and the opposition Biju Janata Dal (BJD). The BJP, led by Chief Minister Mohan...

Jan Suraaj Threatens Both Blocs

0

Patna: The emergence of Jan Suraaj, spearheaded by political strategist-turned-politician Prashant Kishor, introduces a significant variable into the political landscape, particularly in a state long dominated by the two primary alliance blocs. Jan Suraaj's core pitch of clean governance, anti-corruption, and a strong focus on development offers a narrative distinct from the traditional caste- and identity-based politics that have...

The Berozgari Firewall

0

Patna: The shift in narrative orchestrated by Tejaswi Yadav was a calculated strategy rooted in demographic realities and a clear understanding of public fatigue with traditional political discourse. His success in moving the conversation away from the baggage of his family's fifteen-year rule stemmed from establishing complete issue ownership over the most pressing, immediate concern for Bihar's massive youth...

National Honor For Ama Bus

0

New Delhi: Odisha has earned national recognition for its innovative approach to sustainable urban mobility. The Capital Region Urban Transport (CRUT), Bhubaneswar, was presented with the “Special Mention Award in Urban Transport”. This was for its flagship initiatives Ama Bus and Ama E-Ride under the category “Running Trophy for the State/UT which has Implemented Best Urban Transport Projects.” The award was...

 ମାଣ୍ଡିଆ ଦିବସରେ ଯୋଗଦେବେ କେନ୍ଦ୍ର କୃଷି ମନ୍ତ୍ରୀ

0

ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର‌୍ୟ୍ୟକ୍ରମରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍ ଡେ’)’ କାର‌୍ୟ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ।...

ଆକାଶବାଣୀର ୬୭ତମ ସଂଗୀତ ସମ୍ମିଳନୀ

0

ଭୁବନେଶ୍ୱର: ପ୍ରସାରଭାରତୀ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ୬୭ତମ ଆକାଶବାଣୀ ସଂଗୀତ ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମିଳନୀକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆକାଶବାଣୀର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଆନନ୍ଦ ଚନ୍ଦ୍ର ସୁବୁଦ୍ଧି I ଆକାଶବାଣୀ କଟକର ଉପ ମହାନିର୍ଦ୍ଦେଶକ ଶ୍ରୀ ଭି.ଏମ୍. ରତ୍ନପ୍ରସାଦ, କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଦୁର୍ଗା ମାଝୀ ଏବଂ...

ଜବରଦଖଲକାରୀଙ୍କ କବଜାରେ ମାର୍କେଟ ଜମି

0

ଭୁବନେଶ୍ୱର : ନବେ ଦଶକରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଇନ୍ଦ୍ରଧନୁ ମାର୍କେଟ ଆଖପାଖରେ ଥିବା ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବଜାରେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଜମିକୁ ଉଦ୍ଧାର କରିବା ତ ଦୂରରକଥା ବେଆଇନ୍‍ ନିର୍ମାଣକାରୀଙ୍କୁ ରୋକିବାକୁ ବି ସାହସ କୁଳାଇ ପାରୁନାହିଁ । ଇନ୍ଦ୍ରଧନୁମାର୍କେଟ ନିର୍ମାଣ ସମୟରେ ଏଠାରେ ସ୍ଥାୟୀ ଦୋକାନ ପାଇଁ କୋଠା ନିର୍ମାଣ ସହିତ ପନି ପରିବା ବ୍ୟବସାୟ ପାଇଁ ପିଣ୍ଡି ନିର୍ମାଣ ହୋଇଥିଲା । ଏଥି ସହିତ କିଛି ଆବାସିକ ଗୃହ ମଧ୍ୟ ତିଆରି...

ସଡ଼କ ନିର୍ମାଣ ପାଇଁ ଯନ୍ତ୍ରୀ ସଙ୍କଟ

ଭୁବନେଶ୍ୱର : ଭାରତୀୟ ସଡ଼କ କଂଗ୍ରେସର ଭୁବନେଶ୍ୱରରେ ଅନୁଷ୍ଠିତ ୮୪ତମ ଅଧିବେଶନରେ ଉନ୍ନତମାନର ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଓଡ଼ିଶାରେ କିନ୍ତୁ ପୂର୍ତ୍ତ ବିଭାଗର ସଡ଼କ ଓ କୋଠବାଡ଼ି ନିର୍ମାଣ ତଥା ରକ୍ଷଣାବେକ୍ଷଣ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ଯନ୍ତ୍ରୀ ନାହାନ୍ତି । ମାନବ ସମ୍ବଳ ଅଭାବ ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ବୋଲି ବହୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଯନ୍ତ୍ରୀ ସ୍ୱୀକାର କରୁଛନ୍ତି । ସରକାରୀ ତଥ୍ୟ ମୁତାବକ ପୂର୍ତ୍ତ ବିଭାଗରେ ୪ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଏଥିମଧ୍ୟରୁ...

ଭାରତ ପର୍ବରେ ଯୋଗ ଦେଲେ ରାଜ୍ୟପାଳ

0

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଶନିବାର ଦିନ ଗୁଜୁରାଟର ନର୍ମଦା ଜିଲ୍ଲା ଏକତା ନଗର (କେୱଡିଆ) ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଭାରତ ପର୍ବ ୨୦୨୫ ରେ ଯୋଗ ଦେଇଛନ୍ତି ।ଏହି ଅବସରରେ ସମ୍ବୋଧିତ କରି ଅନ୍ୟ ରାଜ୍ୟର ଲୋକଙ୍କୁ କଳା, ସଂସ୍କୃତି ଓ ଆଧ୍ୟାତ୍ମିକତାର ଭୂମି ଓଡ଼ିଶା ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତ। ଭାରତ ପର୍ବ ହେଉଛି ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ପାଳନ କରିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ...