Battlefield Set For By Poll

0

Jharsuguda: Stage is all set for the by-poll to the Brajrajnagar Assembly seat with the filing of nomination papers by heavy weight candidates by all three major political parties in the State, BJD, BJP and Congress. Governing BJD candidate Alaka Mohanty, BJP’s Radharani Panda and Congress nominee Kishore Patel have submitted their nomination papers for the by-poll on Wednesday, the...

ଚାଷୀଙ୍କ ମୁହଁରେ ହସ ଫୁଟାଇଲା ଟମାଟୋ

ଭୁବନେଶ୍ୱର : ଟମାଟୋ ଦର ବୃଦ୍ଧି ଏବେ ଦଶପଲ୍ଲା ଚାଷୀଙ୍କ ମୁହଁରେ ହସ ଫୁଟାଇଛି । ସେମାନଙ୍କ ଅଞ୍ଚଳରେ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ପରେ ସେମାନେ ଚଳିତବର୍ଷ ଗୋଟିଏ କିଲୋ ଟମାଟୋରେ ହାରାହାରି ୫୦ଟଙ୍କା ଲାଭ କରିଛନ୍ତି । ଚାଷୀମାନେ ସେମାନଙ୍କ ଏଭଳି ଲାଭ ପାଇଁ ରାଜ୍ୟରେ ପ୍ରଥମ ସୌର ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଜେଆରପି ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି । ଚଳିତବର୍ଷ ଟମାଟୋ ଅମଳ ସମୟରେ ରାଜ୍ୟରେ ଚାଷୀମାନେ ଅତି ବେଶିରେ ୫ଟଙ୍କା ଦରରେ ବିକ୍ରି କରୁଥିଲେ । ପରିବା...

ସରକାରୀ ୱେବସାଇଟରେ ସମାନତା ରହୁନି

0

ଭୁବନେଶ୍ୱର : ସରକାରୀ ବିଭାଗ ଗୁଡିକର ୱେବସାଇଟରେ ସମାନତା ରହୁନାହିଁ । କେଉଁଠି ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ରହୁନାହିଁ ତ ଆଉ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ଲାଗୁନାହିଁ । ବିଭାଗଗୁଡିକ ନିଜ ଇଚ୍ଛାରେ ୱେବସାଇଟ୍‍ ପ୍ରସ୍ତୁତ କରୁଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କର ନିଜସ୍ୱ ପୋର୍ଟାଲ ଥିବାବେଳେ ଏଥିରେ ପ୍ରତ୍ୟେକ ବିଭାଗର ୱେବସାଇଟ୍‍ ରହିଛି । ହେଲେ ପ୍ରାୟ ୧୦ଟି ବିଭାଗର ୱେବସାଇଟ୍‍ର ଢାଞ୍ଚା ଭିନ୍ନ ଭିନ୍ନ ରହିଥିବା ଜଣାଯାଇଛି । ଏହାର ଗୋଟିଏ ଉଦାହରଣ ହେଉଛି ଜଙ୍ଗଲ...

ଉପନିର୍ବାଚନରେ ବହୁ କୋଣୀୟ ପ୍ରତିଦ୍ୱନ୍ଦ୍ୱିତା

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପୂର୍ବାପେକ୍ଷା ଅଧିକ ଭୋଟ ବ୍ୟବଧାନରେ ବିଜେଡି ଏହି ଆସନଟିକୁ ପୁଣି କବ୍‍ଜା କରିବ ବୋଲି ଆଶା ରଖିଛି । ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଅକାଳ ମୃତ୍ୟୁ ପରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଠାରୁ ବିଜେଡି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିବା ବେଳେ...

ଅର୍ଥନୈତିକ ଅଭିବୃଦ୍ଧିରେ ଷ୍ଟାର୍ଟଅପର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅନୁଗୋଳ :  ଜିଲ୍ଲାସ୍ତରୀୟ ପୁଂଜିନିବେଶ ପ୍ରୋତ୍ସାହନ କର୍ମଶାଳା( ଆଡ୍ ଭାଣ୍ଟେଜ୍-ଅନୁଗୋଳ) ର ଆଜି ଦ୍ୱିତୀୟ ଦିବସ କର୍ମଶାଳା ଉତ୍ସାହଜନକ ରହିଥିଲା । ଆଜି ଏହି ଦିବସରେ ଅଣୁ, କ୍ଷୁଦ୍ର,  ମଧ୍ୟମ  ଉଦ୍ୟୋଗର ପ୍ରତିଷ୍ଠା ସହ  ବିଭିନ୍ନ କ୍ଷେତ୍ରରେ ଅର୍ଥର ଉପଯୁକ୍ତ ବିନିଯୋଗ ପୂର୍ବକ ଶିଳ୍ପର ନିରନ୍ତର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ୍ ତ୍ରିପାଠୀ ଯୋଗଦେଇ କହିଲେ ଯେ, ଅନୁଗୁଳରେ ବୃହତ ଇସ୍ପାତ ଓ ଆଲୁମିନିୟମ କମ୍ପାନୀମାନ ରହିଛି...

ଆଇନ୍‍ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଚାଲିଛି

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍‌ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ...

Asani Losing Steam

Bhubaneswar: Cyclone Asani neared the East Coast is on gradual weakening on Tuesday, the India Meteorological Department (IMD) said. The cyclone, which was moving at 5 kmph in the morning, gained speed to 25 kmph later in the day, as it lays centered around 210 km south-southeast of Kakinada in Andhra Pradesh and 530 km south-southwest of Gopalpur in Odisha,...

Corridor Project As Per Law ;BJD

Bhubaneswar: BJD MP Pinaki Mishra Tuesday said that the BJP has no authority to question the heritage corridor work around the Lord Jagannath Temple as the Orissa High Court has not given any stay on the work. Rather, the High Court has suggested that the work can be carried in consultation with the Archaeological Survey of India (ASI), Mr.Mishra said...

ରାଜଧାନୀରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଥମ ପାର୍କ

0

ଭୁବନେଶ୍ୱର,; ଭୁବନେଶ୍ୱରର ସେନ୍‌ସୋରୀ ପାର୍କ ଆଜି ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ ହୋଇଥିବା ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ୍‌(ବିଏସ୍‌ସିଏଲ) ର ପ୍ରଚେଷ୍ଟାରେ ସ୍ଥାନୀୟ ସହୀଦନଗର ଠାରେ ଏହି ବିକାଶ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ଓଡ଼ିଶା ସରକାର ଉକ୍ତ ପାର୍କରେ ଭିନ୍ନକ୍ଷମଙ୍କ ଆମୋଦ ପ୍ରମୋଦ ନିମନ୍ତେ ଉପକରଣମାନ ଯୋଗାଇ ଦେଇଛନ୍ତି । ଉଦ୍‌ଘାଟନୀର ଅନ୍ୟତମ...

Advantage Angul Boosts Start-Ups

Angul: The second day of the first ever district-level investment promotion event, “Advantage Angul” was as interesting and engaging as the first day. With sessions on the MSME ecosystem, sustainable development through industrialization, creation and role of circular economy, food processing, as well as sessions on carbon trading, green industrial hubs & green buildings attracted a large audience and overwhelming...