ଅଗଷ୍ଟ ୧୦ରେ ଉଜ୍ୱଳା ୨.୦
ନୂଆଦିଲ୍ଲୀ : ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତପ୍ରଦେଶର ମୋହବାରେ ଏଲପିଜି ସଂଯୋଗ ହସ୍ତାନ୍ତର ସହିତ ଉଜ୍ୱଳା ୨.୦ ର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ ଦେଶକୁ ମଧ୍ୟ ସମ୍ବୋଧିତ କରିବେ । ୨୦୧୬ ରେ ଆରମ୍ଭ ହୋଇଥିବା ଉଜ୍ୱଳା ୧.୦ ସମୟରେ, ବିପିଏଲ୍ ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ...
ପ୍ରଫେସର ମନୋଜ ସାହୁ ଏନଏଏମ୍ଏସ୍ର ସଦସ୍ୟ ଭାବେ ମନୋନୀତ
ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି | ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି | ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀ ର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି...
Tata To Sell Koraput Coffee
Bhubaneswar: Koraput Coffee, which is produced in a certain areas of Koraput district of Odisha, is going to make its presence felt in every corner of the country and abroad very soon. Due to the effort made by Tribal Development Co-operative Corporation of Odisha Ltd (TDCCOL), Tata Coffee has agreed to sell Koraput coffee for the betterment and prosperity of...
ବିଦେଶରେ ମହକିବ ‘କୋରାପୁଟ କଫି’
ଭୁବନେଶ୍ୱର : କୋରାପୁଟ କଫି ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ 'କୋରାପୁଟ କଫି'ର ବିକ୍ରିବଟା ପାଇଁ 'ଟାଟା କଫି' ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ 'ଟାଟା କଫି' ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ...
Vineel Krishna Adds Another Plume To His Cap
Bhubaneswar: Top Mandarin, R Vineel Krishna has added another plume to his fledging cap. 2005 Batch IAS Mr.Krishna has been empanelled in Joint Secretary (JS) Rank in Government of India. He is the most fortunate one who received the JS Rank in his entire batch in Odisha Cadre. An honest and hardworking Mandarin, Mr.Krishna is now serving as Special Secretary to Chief...
Prisoners Get Covid-19 Vaccine
Bhubaneswar: The State Government has administered 18,329 doses of Covid-19 vaccines to prisoners locked up in various jails of Odisha. Directorate of Prisons and Correctional Services headed by DG Prisons, Santosh Upadhyay coordinated with Department of Health & Family Welfare for such arrangements. According to official sources, 16,253 prisoners have received the first dose of vaccines while 2076 got both doses, till...
ଭଙ୍ଗାଯିବ ଆଉ ୫୫୦୦ବେଆଇନ୍ ଧର୍ମାନୁଷ୍ଠାନ
ଭୁବନେଶ୍ୱର : ସରକାରୀ ଜମିରେ ବେଆଇନ୍ ଭାବେ ନିର୍ମାଣ କରାଯାଇଥିବା ମନ୍ଦିର ସମେତ ଅନ୍ୟୁନ ୧୭୦୦ ଧର୍ମାନୁଷ୍ଠାନ ଇତି ମଧ୍ୟରେ ଭଙ୍ଗା ସରିଲାଣି । ଏବେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ପ୍ରାୟ ୫୫୦୦ ଏଭଳି ଧର୍ମାନୁଷ୍ଠାନ ଭାଙ୍ଗିବାପାଇଁ ପ୍ରସ୍ତାବ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଧର୍ମାନୁଷ୍ଠାନ ନାମରେ ସାରା ଦେଶରେ ବ୍ୟାପକ ସରକାରୀ ଜମି ଜବରଦଖଲ କରାଯିବା ସହ ଅନେକ କ୍ଷେତ୍ରରେ ଏଥିପାଇଁ ରାସ୍ତାଘାଟ ଓ ଅନ୍ୟ ସର୍ବସାଧାରଣ ସ୍ଥାନ ବି କିଛି ବ୍ୟକ୍ତି ଓ ସଂସ୍ଥା ମାଡି ବସିଥାନ୍ତି...
ସର୍ତ୍ତ ଖିଲାପ କରୁଛନ୍ତି ଖଣି ଓ ଶିଳ୍ପସଂସ୍ଥା
ଭୁବନେଶ୍ୱର : ରାଜ୍ୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବର୍ଷକୁ ହାରାହାରି ୧୮୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ଜିଲ୍ଲାରେ ଖଣି କମ୍ପାନୀ ଓ ଶିଳ୍ପସଂସ୍ଥାମାନେ ସର୍ତ୍ତ ଖିଲାପ କରି ଜଙ୍ଗଲ ପଦା କରୁଛନ୍ତି । ବିଶେଷକରି ଏମାନେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ସର୍ତ୍ତକୁ ଠିକଣା ଭାବେ ପାଳନ କରୁନାହାନ୍ତି । ସର୍ତ୍ତ ଖିଲାପର ଏଭଳି ନଜିର ଆସିଛି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରୁ । ଏହିସବୁ ଜିଲ୍ଲାରେ ପରିବେଶ ସର୍ତ୍ତ ଖିଲାପ ପାଇଁ କେତେକ ଖଣି...
Farmers Need Joint Efforts
Bhubaneswar: It is a regular phenomenon in Odisha for the farmers to hit the streets like annual major festivals like Ratha Jatra. The cultivators used to stage agitation over issues which remain unsolved for decades and like the previous Congress regime, the BJD dispensation headed by Naveen Patnaik also encountered the same problem. No government, be it Congress, BJP...
Tata Steel BSL Gets UV Oxi Plant
Dhenkanal: World’s first Ultraviolet (UV) Oxidation Plant in steel industry for treatment of Coke Oven wastewater has been commissioned in Tata Steel BSL’s plant in Dhenkanal. A Cutting-edge UV Oxidation technology to treat cyanide in its coke oven wastewater has been adopted in Tata Steel BSL as a step towards achieving environmental excellence. The oxidation plant in the steel industry has...










