୧୦ଲକ୍ଷ ହେକ୍ଟର ଚାଷଜମି କମିଛି

ଭୁବନେଶ୍ୱର : ତିରିଶ ବର୍ଷ ଭିତରେ ଓଡିଶାରେ ଚାଷ ଜମିର ପରିମାଣ ଅନ୍ୟୁନ ୧୦ଲକ୍ଷ ହେକ୍ଟର କମିଛି । ଗୋଟିଏ ପଟେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ପଟେ ଚାଷ ହେଉଥିବା ଜମିର ପରିମାଣ ବର୍ଷକୁ ବର୍ଷ କମିବା ଉଦବେଗଜନକ ବୋଲି ଯୋଜନା, କୃଷି ଓ ଅର୍ଥନୀତି ବିଶେଷଜ୍ଞମାନେ ଉଦ୍‍ବେଗର ସହ ମତବ୍ୟକ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରକାଶିତ ତଥ୍ୟ ମୁତାବକ ୧୯୯୦-୯୧ ବର୍ଷରେ ଓଡିଶାରେ ୬୩ଲକ୍ଷ ୪ହଜାର ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୨୦୦୦-୦୧ ବେଳକୁ ତାହା କମି କମି ୫୮ଲକ୍ଷ...

ବିକ୍ରି ହେଉନି ଧାନ ବିହନ

ଭୁବନେଶ୍ୱର : ଚଳିତ ବର୍ଷ ପୁଣିଥରେ ଚାଷୀଙ୍କୁ ବିହନ ବାବଦ ସବସିଡ୍‍ ଅର୍ଥ ଡିବିଟି ଜରିଆରେ ଦେବାପାଇଁ କୃଷି ବିଭାଗ ନିଷ୍ପତ୍ତି ନେବାପରେ ରାଜ୍ୟରେ ଧାନ ବିହନ ବିକ୍ରି ଧିମେଇ ଯାଇଛି । ଚାଷୀମାନେ ସ୍ମର୍ଟଫୋନ୍‍ରେ ନିଜକୁ ପଞ୍ଜିକୃତ କରିବା ଓ ଆଗୁଆ ଭାବେ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ରାଜିହେଉ ନଥିବାରୁ ଚାରିବର୍ଷ ତଳେ ବିହନ ନିଗମର ଯେଉଁ କ୍ଷତି ହୋଇଥିଲା ତାହାର ପୁଣି ପୁନରାବୃତ୍ତି ହେବାର ଆଶଙ୍କା ଉପୁଜିଲାଣି । କୃଷି ବିଭାଗ ପକ୍ଷରୁ ପ୍ରତିବର୍ଷ ଚାଷୀମାନଙ୍କୁ ରିହାତି ଦରରେ ଉନ୍ନତମାନର ଅମଳକ୍ଷମ...

ମେ ୨୦ରେ ବିଶ୍ୱ ମହୁମାଛି ଦିବସ

ନୂଆଦିଲ୍ଲୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦ ମେ ୨୦୨୨ରେ ଗୁଜରାଟର ଟେଂଟ ସିଟି – ଟୁ, ଏକତା ନଗର, ନର୍ମଦା ଠାରେ ମହୁମାଛି ଦିବସ ପାଳନ କରିବ । ବିଶ୍ୱ ମହୁମାଛି ଦିବସ ସମାରୋହ ଅବସରରେ ମାନନୀୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ୍ ହେବେ । ଏମ୍ଓଏ ଆଣ୍ଡ୍ ଏଫ୍ଡବ୍ଲ୍ୟୁ ଦେଶର କ୍ଷୁଦ୍ର କୃଷକମାନଙ୍କ ହିତ ପାଇଁ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ମହତ୍ୱପୂର୍ଣ୍ଣ...

Development Plan For Chandi Mandir

Bhubaneswar: Chief Minister Naveen Patnaik Thursday approved the development plan of the Chandi Mandir in Cuttack at a cost of Rs 80 crore under the 5T charter. The plan envisages a spiritual atmosphere for the devotees with various facilities and opportunities. The project will be completed within a year. Project has been prepared by Odisha Bridge & Construction Corporation (OBCC). The...

Tribal Dance Fest Kick Starts

0

Bhubaneswar: Minister, ST & SC Development, Minorities & Backward Classes Welfare Odisha Jagannath Sarka on Thursday inaugurated the three-day eleventh National Tribal Dance Festival here being organized by SCSTRTI, Bhubaneswar with support from the Ministry of Tribal Affairs. Tribal Dance features a cultural show to preserve, propagate and popularize by showcasing the rich cultural wealth of the picturesque tribals of...

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ...

ସୋଆ ପ୍ରଫେସରଙ୍କୁ ‘ଓି୍ୱମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ଟାଇଟଲ୍‌

0

ଭୁବନେଶ୍ୱର : ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଣ୍ଟରନ୍ୟାସ୍‌ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍‌ଷ୍ଟାନ୍ସ’ କ୍ରାଉନ୍‌ରେ ଭୂଷିତ ହୋଇଛନ୍ତି । ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟାଲେଂଟ ରାଉଣ୍ଡ, ଫଟୋସୁଟ୍ ଏବଂ ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା । ଏହି...

କଟକ ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି

ଭୁବନେଶ୍ୱର : କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ  ଆସ୍ଥା ଓ ବିଶ୍ୱାସର  ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। କାମ  ଏକ ବର୍ଷରେ  ଶେଷ  ହେବ । କଟକ  ସହରର   ସାମଗ୍ରିକ ବିକାଶରେ ଚଣ୍ଡୀ  ମନ୍ଦିର ର...

Pact For Women eMarket

0

New Delhi: Government eMarketplace and Self Employed Women’s Association inked a Memorandum of Understanding for the advocacy, outreach, mobilization and capacity-building of last-mile women-led micro and small enterprises, women entrepreneurs, SHGs, Associations, Cooperatives, Collectives, Not-for-Profit Section 8 Companies, and various Voluntary Organizations  as sellers and service providers in public procurement. The MoU was signed by PK...

Sethi Bats For Common Man

0

Bhubaneswar: Ace Mandarin and noted author, Bishnupada Sethi, who has a natural feeling for common men and women strongly feels that literature should reflect common man’s life and aspirations. Mr.Sethi, Principal Secretary School & Mass Education, Commerce & Transport and Information & Public Relations expressed his mind while speaking at a book release function, here on Thursday. Releasing noted poet, Mahendra...