NHAI InvIT Scales High
New Delhi: NHAI’s Infrastructure Investment Trust (NHAI InvIT) has declared its financial results for the year ended March 31, 2022. The Project SPV, National Highways Infra Projects Private Limited (NHIPPL) had achieved Appointed Date on December 16, 2021. NHAI InvIT has for this period, announced a distribution of Rs.0.79 paisa per unit to its unitholders. NHAI InvIT had issued...
MoPSW To Engage Young Professionals
New Delhi: Ministry of Ports, Shipping and Waterways has formulated scheme to engage talented, forward-thinking and dynamic young professionals in various divisions of the Ministry. This scheme focuses on active on-the-ground learning for young professionals. The professionals will have the opportunity to learn about the functioning of the government as well as developmental policy concerns. Professionals will be required to...
SC Dismises Parikrama Petition
New Delhi: In a major relief for Odisha Government, the Supreme Court on Friday dismisses petitions claiming illegal construction and excavation under Shrimandir Parikrama Prakalp at the Jagannath temple in Puri. The Court has imposed Rs 1 lakh fine on each of the petitioners for wasting the valuable time of the Apex Court. A vacation bench comprising Justices BR Gavai...
ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାରି ରହିବ । ଭକ୍ତମାନଙ୍କ ପାଇଁ ଚାଲୁଥିବା ଏହି ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ସୁପ୍ରିମ୍କୋର୍ଟ କହିବା ସହିତ ଏହା ବିରୁଦ୍ଧରେ ଅଦାଲତକୁ ଯାଇଥିବା ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡାଇଙ୍କ ସେମାନଙ୍କ ଆବେଦନକୁ ଖାରଜ କରିଦେବା ସହ ଅଦାଲତର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ସେମାନଙ୍କ ଉପରେ ଏକ ଲକ୍ଷ ଟଙ୍କା କରି ଜୋରିମାନା ଲଗାଇଛନ୍ତି । ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେଉଁ ନିର୍ମାଣ କାର୍ଯ୍ୟ...
ନଗଡା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର : ନଗଡାରେ ପାଞ୍ଚ ବର୍ଷ ପରେ ମଧ୍ୟ ସାମାଜିକ ଓ ଅର୍ଥନୈତିକ ଜୀବନରେ କୌଣସି ଉନ୍ନତି ହୋଇନଥିବାରୁ ଜାତୀୟ ମାନବିକ ଅଧିକାର କମିଶନ ଚିନ୍ତା ବ୍ୟକ୍ତ କରିବା ସହ ଏହା ଉପରେ ରିପୋର୍ଟ ଦେବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । ମାନବିକ ଅଧିକାର କର୍ମୀ ଅଖଣ୍ଡଙ୍କ ପିଟିସନ୍ ଉପରେ ବିଚାର କରି କମିଶନ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡା ଗାଁରେ...
ନକଲି ଖାଦ୍ୟ ସାମଗ୍ରୀ ଯୋଗୁଁ ବଢ଼ୁଛି ରୋଗବ୍ୟାଧି
ଭୁବନେଶ୍ୱର : ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଖୋଲା ବଜାରରେ ବ୍ୟାପକ ପରିମାଣର ଅପମିଶ୍ରିତ ଓ ବିଷାକ୍ତ ଖାଦ୍ୟ ପଦାର୍ଥ ସାଙ୍ଗକୁ ମାରାତ୍ମକ ନିଶା କାରବାର ବଢ଼ିବାରେ ଲାଗିଛି । ମଝିରେ ମଝିରେ କାଁ ଭାଁ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ କିଛି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରି କର୍ତ୍ତୃପକ୍ଷ ବାହାଦୁରୀ ନେଉଥିବା ବେଳେ ବାସ୍ତବରେ କିନ୍ତୁ ଏଥିଯୋଗୁଁ ସାଧାରଣ ଖାଉଟିଙ୍କର ଜୀବନ ବିପଦସଂକୁଳ ହୋଇପଡୁଛି । କଲିକତାରୁ ଅଣାଯାଉଥିବା ସିନ୍ଥେଟିକ୍ ପନିର୍ ଅତୀତରେ ଭୁବନେଶ୍ୱର ଓ କଟକରେ ଧରାଯାଇଥିଲା । ଏବେବି ଓଡ଼ିଶା ବାହାରୁ...
ଅଧା ଧାନ ବିହନ ବି ବିକ୍ରି ହୋଇନି
ଭୁବନେଶ୍ୱର : ଧାନ ବିହନ ବିକ୍ରି କ୍ଷେତ୍ରରେ ସରକାରଙ୍କ ନୂଆ ଡିବିଟି ଓ ଓଟିପି ବ୍ୟବସ୍ଥା ଯୋଗୁଁ ଚଳିତବର୍ଷ ବିହନ ବିକ୍ରି ପୂରା ମାନ୍ଦା । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡିଲର, ପ୍ୟାକ୍ସ ଓ ଲ୍ୟାମ୍ପସ ମାନେ ଏକ ଲକ୍ଷ ୮ହଜାର କୁଇଣ୍ଟାଲ ବିହନ ନେଇଥିବାବେଳେ ସେଥିରୁ ଅଧା ବି ଚାଷୀମାନେ କିଣି ନାହାନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ଡିଲର ଓ ଅନ୍ୟ ବିକ୍ରେତାମାନେ ପ୍ରାୟ ୨ଲକ୍ଷ ଟନ୍ ବିହନ ନେଇ ସାରିଥିଲେ । ରାଜ୍ୟ ସରକାର ପୁଣିଥରେ ଚାଷୀମାନଙ୍କୁ ବିହନର...
GST Registers Over41% Growth
Bhubaneswar: Odisha has recorded a OGST collection of Rs. 1174.02 crore during May 2022 against Rs. 827.43 crore during May 2021 with a growth of 41.89%. This was informed by the office of Commissioner of CT & GST, Sushil Kumar Lohani here on Thursday. Odisha has also maintained the growth rate of gross GST with a collection of Rs 3955.75 crore during...
Merchandise Export Rise Over 15%
New Delhi: Santosh Sarangi, Director General Foreign Trade (DGFT) has said that India has achieved monthly value of merchandise export in May 2022 amounting USD 37.29 billion, an increase of 15.46% over USD 32.30 billion in May 2021. India’s merchandise export in April -May 2022-23 was USD 77.08 billion with an increase of 22.26% over USD 63.05 billion in...
ଏସ୍ସିଏସ୍ଟିଆର୍ଟିଆଇର ଏକାଡେମିକ ଭବନ ଉଦ୍ଘାଟିତ
ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ଏକାଡେମିକ୍ ଉଇଙ୍ଗ ଆଜି ସନ୍ଧ୍ୟାରେ ବାରିପଦା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଯାଇଛି । ୧୯୫୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଭୁବନେଶ୍ୱର ସହରର କେନ୍ଦ୍ରସ୍ଥଳରେ ୧୨ ଏକର ପରିମିତ ଜାଗାରେ ଅବସ୍ଥିତ । ଜନଜାତି ଗବେଷଣାର ଉତ୍କର୍ଷର ଏକ ନମୁନା ଭାବରେ ପରିଚିତ ଏସ୍ସିଏସ୍ଟିଆର୍ଟିଆଇକୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଜନଜାତି ଗବେଷଣା...










