Puri Awaits For More Prashad Funds

0

Bhubaneswar: While the Union Government has released only Rs 10 crore for the development of infrastructures in Jagannath Dham Puri under its PRASHAD Scheme, the Holy City waits for more funds. That too, the amount was released in March 2015, when the PRASHAD scheme was launched. Though the Centre has supposed to provide Rs 50 crore under the scheme, it...

Rich Tributes To General Rawat

0

Bhubaneswar: Odisha Legislative Assembly on Thursday paid rich tributes to Chief of Defence Staff (CDS) General Bipin Rawat, his wife Madhulika Rawat and 11 others who died in the Mi-17V5 helicopter crashed near Coonoor in Tamil Nadu on 8 December afternoon. Moving an obituary reference in the Assembly, Chief Minister and Leader of the House, Naveen Patnaik said, “With profound grief,...

ଓଟିଡିସି ପିଏମୟୁଙ୍କ ପାଉଣା ମାସକୁ ଅଢେଇ ଲକ୍ଷ

0

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମରେ ପିଏମୟୁ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ମାସିକ ପାଉଣା ହାରାହାରି ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ । ଏମାନେ ଯାତ୍ରୀଙ୍କ ଅଭିକଳ୍ପ ବିଭାଗକୁ ସାହାଯ୍ୟ ଓ ସୁଦୃଢ଼ କରୁଛନ୍ତି । ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଟିଡିସିରେ କାର୍ଯ୍ୟରତ ଏହି ୪ଜଣ ମାସିକ ୧୦,୨୦,୭୦୦ ଟଙ୍କା ପ୍ୟାକେଜରେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ...

55K CR Rail Projects In Odisha

0

New Delhi: As many as 37 railway projects worth Rs 55,219 crore are at different stages of planning, approval and execution in Odisha, Union Railways Minister Ashwini Vaishnaw said here on Wednesday. Giving a written reply to Lok Sabha Member Pratap Sarangi, the Union Minister said, “As on 01.04.2021, 37 railway projects (11 new line projects, 1 Gauge conversion and...

ମାପ ଓଜନ ଠକେଇରେ ପେଟ୍ରୋଲ ପମ୍ପ ପ୍ରଥମ

0

ଭୁବନେଶ୍ୱର : ତେଲ, ଘିଅ ଭଳି ଖାଦ୍ୟ ସାମଗ୍ରୀକୁ ବାଦ୍‍ ଦେଲେ ପେଟ୍ରୋଲ ଠାରୁ ଆରମ୍ଭକରି ସୁନା ଏବଂ ପନିପରିବା ପର୍ଯ୍ୟନ୍ତ ସବୁଥିରେ ଓଜନ ଠକେଇ ଚାଲିଛି । ମାପ ଓଜନ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରୁ ପ୍ରତିବର୍ଷ ଏକ କୋଟିରୁ ଅଧିକ ଟଙ୍କାର ଜୋରିମାନା ବି ଆଦାୟ ହୋଇଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି...

ୟୁଟ୍ୟୁବରେ ପଢିଛନ୍ତି ୩୩.୫୨ ପ୍ରତିଶତ

0

ଭୁବନେଶ୍ୱର : କୋଭିଡ ସମୟରେ ୟୁଟ୍ୟୁବ ଜରିଆରେ ୩୩.୫୨ ପ୍ରତିଶତ ପିଲା ପାଠ ପଢି ପାରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଭିଡ ସମୟରେ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ରାଜ୍ୟର ହାରାହାରି ୩୩.୫୨ ପ୍ରତିଶତ ପିଲା ଶିକ୍ଷା ଗ୍ରହଣରେ ସଫଳ ହୋଇଥିଲେ । ଝାରସୁଗୁଡା ଜିଲ୍ଲାରେ ଅଷ୍ଟମ...

ଦୁଗ୍ଧ ଉତ୍ପାଦନରେ ଜଗତ୍‍ସିଂହପୁର ଏକ ନମ୍ବର

0

ଭୁବନେଶ୍ୱର : ଓମ୍‍ଫେଡ୍‍ର ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଜଗତ୍‍ସିଂହପୁର ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରୁ ଦୈନିକ ପାଖାପାଖି ୮୦ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିବାବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଶୁସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓମଫେଡ ଦୈନିକ ୪,୨୫,୯୭୯ ଲିଟର ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଜଗତ୍‍ସିଂହପୁରରୁ ସର୍ବାଧିକ ୭୯,୯୪୮ ଦୁଗ୍ଧ ମିଳୁଛି...

ସୋଆ ମୁନ୍‌-୨୧ ଉଦ୍‌ଯାପିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ ୟୁନାଇଟେଡ୍ ନେସନସ୍ (ସୋଆ ମୁନ୍‌-୨୦୨୧) ଉଦ୍‌ଯାପିତ ହୋଇଯାଇଛି । ଗତ ଡିସେମ୍ବର ୪ ତାରିଖ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରପେସର ବିଜୟ କୁମାର ସାହୁ ଓ ସିନିୟର ପ୍ରଫେସର ସରୋଜ ମହାନ୍ତି ଯୋଗ ଦେଇଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ...

ସୁଖୋଇରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

0

ଭୁବନେଶ୍ୱର : ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ର ବାୟୁ ସଂସ୍କରଣକୁ ଆଜି ଓଡ଼ିଶା ଉପକୂଳ ଠାରୁ ଦୂରରେ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ , ଚାନ୍ଦିପୁରରେ ସକାଳ 10.30 ଘ.ରେ  ସୁପରସୋନିକ୍ ଲଢ଼େଇ ବିମାନ ସୁଖୋଇ 30 ଏମକେ-I ରୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି। ଏହି ଉଲ୍ଲେଖନୀୟ ଉଡ଼ାଣରେ ବିମାନରୁ ଲଞ୍ଚ କରାଯାଇଥିବା ମିଶାଇଲ୍‌ ସମସ୍ତ ମିଶନ୍ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ଗତି ପ୍ରକ୍ଷେପଣ ପଥ (ଟ୍ରାଜେକ୍ଟୋରି) ର ଅନୁପାଳନ କରିଛି। ଏହି ଲଞ୍ଚ ବ୍ରହ୍ମୋସର ବିକାଶରେ ଏକ...

Thrust On Quality Export

0

Bhubaneswar: The Regional Workshop on Export Promotion with Thrust on Quality for the Eastern and North East Region was organized on 8 December in the State Convention Centre, Lokseva Bhawan here. Department of MSME Government of Odisha in collaboration with Department of Commerce, Government of India organized the Workshop. The theme of the workshop was District Export Hub, Quality Production, GI,...