ଲକ୍ଷ୍ୟ ଠାରୁ ଅଧିକ ଖଣି ରାଜସ୍ୱ ଆଦାୟ

0
Tax Collection

ଭୁବନେଶ୍ୱର : ଖଣିଜ ରାଜସ୍ୱ ଆୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ଟପିଗଲାଣି । କରୋନା ପରିପ୍ରେକ୍ଷୀରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡୁଥିବାବେଳେ ପରିସ୍ଥିତିର ମୁକାବିଲା ସହ ଉନ୍ନୟନକାର୍ଯ୍ୟ ଜାରି ରଖିବା କ୍ଷେତ୍ରରେ ଏବେ ଖଣିଜ ରାସ୍ୱ ପ୍ରମୁଖ ଭୂମିକା ନେଇଛି । ଚଳିତ ବର୍ଷର ବଜେଟ୍‍ରେ ଖଣିଜ ରାଜସ୍ୱ ବାବଦରେ ୧୩,୭୦୦ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ୍ୟଧାର୍ଯ୍ୟ ରହିଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟ ସରକାର ୧୫,୮୫୯ କୋଟି ଟଙ୍କାରୁ ଅଧିକ ଏ ବାବଦରେ ସଂଗ୍ରହ କରିସାରିଲେଣି । ପ୍ରଥମ ପାଞ୍ଚମାସରେ ଖଣିଜ ରାଜସ୍ୱ...

ଫନି କ୍ଷତିଗ୍ରସ୍ତଙ୍କୁ ଘର ପାଇଁ ତଦନ୍ତ ଚାଲିଛି

0

ଭୁବନେଶ୍ୱର : ପୁରୀ ଜିଲ୍ଲାରେ ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଦେବାପାଇଁ ଚିହ୍ନଟ ହୋଇଥିବାବେଳେ ଏବେ କ୍ଷେତ୍ର ସ୍ତରରେ ପୁନଃ ତଦନ୍ତ କରାଯାଉଛି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପୁରୀ ଜିଲ୍ଲାରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ତଥା ମାଟି ଘରେ ବସବାସ କରୁଥିବା ୧,୩୦,୫୮୭ ଜଣଙ୍କୁ ପକ୍କା ଘର ଯୋଗାଇବାପାଇଁ ଚିହ୍ନଟ କରାଯାଇଛି...

ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ

0

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଓଡିଶାରେ ୫୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ଚଳାଇବାପାଇଁ ଅନୁମତି ମିଳିଛି । ଚଳିତବର୍ଷ ଜୁନ୍‍ ସୁଦ୍ଧା ୫୯୦ ହେକ୍ଟର ଜଙ୍ଗଲ ପାଇଁ ଅନୁମତି ଦିଆ ସରିଲାଣି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅଣଜଙ୍ଗଲ ପାଇଁ ବର୍ତ୍ତମାନ ସୁଦ୍ଧା ୫୮,୧୬୫ ହେକ୍ଟର ଜଙ୍ଗଲ ଜମିକୁ...

କଖାରୁ ଗାଡିରେ ଗଞ୍ଜେଇ ଚାଲାଣ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜାତୀୟ ରାଜପଥ ୨୬ ଗଞ୍ଜେଇ ଚାଲାଣର ମୂଖ୍ୟ ରାଜପଥ ପାଲଟିଛି । ଗତକାଲି ବୋଇତି କଖାରୁ ବୋଝେଇ ସ୍ୱରାଜ ମଜଡା ମିନି ଟ୍ରକ ଭିତରେ ୫୭୩ କେଜି ଗଞ୍ଜେଇ ଉତର ପ୍ରଦେଶ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଦ୍ୱାରା ଜବତ କରାଯାଇ ସୁବାସ ଚୌଧୂରୀ ଓ ନିତିନ ଚୌଧୂରୀ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । UP 12-T 5879 ନମ୍ବର ମିନିଟ୍ରକରେ ରାୟଗଡା ଜିଲ୍ଲା ପଦମପୁର ଠାରୁ ଉତରପ୍ରଦେଶ ସ୍ଥିତ ଗଜିଆବାଦ କୁ ୨୮୦...

ଟିପିସିଓଡିଏଲ୍‍ର ସବୁଜ ଅଭିଯାନ

0

ଭୁବନେଶ୍ୱର: ସବୁଜ ଓ ସ୍ୱଚ୍ଛ ଦୁନିଆ ଗଠନ କରିବା ଲାଗି ଟାଟା ଗ୍ରୁପ୍‌ର ରହିଥିବା ମୂଲ୍ୟବୋଧ ଅନୁସାରେ ଟିପିସିଓଡିଏଲ୍‍ ପକ୍ଷରୁ ଟାଟା ପାୱାରର ଉଚ୍ଚ ପ୍ରଶଂସିତ କ୍ଲବ୍ ଏନର୍ଜି ଓ ବୃକ୍ଷ ମିତ୍ର (ଟ୍ରି ମିତ୍ର) କାର୍ଯ୍ୟକ୍ରମକୁ ଏହାର କାର୍ଯ୍ୟକ୍ଷେତ୍ରରେ ଶୁଭାରମ୍ଭ କରାଯାଇଛି । କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାରର ସମ୍ବଳ ଓ ଶକ୍ତି ସଂରକ୍ଷଣ ଅଭିଯାନ ଯେଉଁଥିରେ ସ୍କୁଲ ପିଲାମାନଙ୍କୁ ଶକ୍ତି ସଂରକ୍ଷଣର ମୌଳିକ କିନ୍ତୁ ଆବଶ୍ୟକ ଉପାୟ ବିଷୟରେ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ସୁରକ୍ଷା ଓ...

ଅବହେଳା ପରିଲକ୍ଷିତ ହେଲେ ପୁଣି ଲକଡାଉନ୍‍

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ...

Be Responsible During Festivals; CM

0

Bhubaneswar: Chief Minister Naveen Patnaik Tuesday said that responsible behaviour during festival season is crucial in controlling Covid third wave. Reviewing the situation here, he said people are required to strictly abide by the Covid law in order to be safe from possible third wave. The Chief Minister warned that slight negligence could spell danger to all. Secretary to CM V...

Assembly Lauds India Hockey Teams

0

Bhubaneswar: Odisha Legislative Assembly on Tuesday passed a resolution unanimously to extend congratulations to the Indian Women’s and Men’s Hockey teams for their historical performance at the Tokyo Olympics-2020. Sports and Youth Services Minister Tusharkanti Behera moved the resolution and said, “The Indian Men’s team won the Bronze medal. The team has shown great resilience, skills and fitness. After 41...

Opposition Slams Government

0

Bhubaneswar: Alleging the law and order situation has collapsed in the State, Opposition BJP and Congress in Assembly on Tuesday slammed the State Government. However, Minister of State (MoS) for Home, Dibya Shankar Mishra said the law and order situation is under control in the State. Raring Mahanga triple murder case, BJP Chief Whip Mohan Majhi said the law and...

ଶିକ୍ଷକ ପର୍ବର ଉଦଘାଟନ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଶିକ୍ଷକ ପର୍ବର ଉଦଘାଟନ କରିଛନ୍ତି। ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ...