Sandhya Darshan For Devotees

Puri: A day before Trinity’s 'Bahuda Jatra' of the return car festival, thousands of devotees Friday had ‘Sandhya Darshan’ of the trinity- Lord Balabhadra, Devi Subhadra and Lord Jagannath, on Adapa Mandap in Shree Gundicha Temple here.The Sandhya Darshan or the evening visit to the Trinity was the last chance to seek blessings of the divine sibling deities in...

ସୋଆ ସଭାପତିଙ୍କ ସହ ମରକ୍କୋ ରାଷ୍ଟ୍ରଦୂତଙ୍କ ଆଲୋଚନା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ଶ୍ରୀ ମହମ୍ମଦ ମଲିକି । ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ମଲିକି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ନିଜ ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ...

‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ

0

ଭୁବନେଶ୍ୱର : ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ମହାବିଗ୍ରହ ଶରଣପଂଜର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ମହାପର୍ବ । ରଥଯାତ୍ରା ସଂପର୍କରେ ଗବେଷଣା, ଅଧ୍ୟୟନ ଓ ଆଲୋଚନା ଅବ୍ୟାହତ ରହିଥିବାବେଳେ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଗ୍ରନ୍ଥଟି ସେହି କ୍ରମରେ ଏକ ଚମତ୍କାର ସଂଯୋଜନା । ଆଜି ଲୋକସଂପର୍କ ଭବନରେ ପବିତ୍ର ସନ୍ଧ୍ୟାଦର୍ଶନ ଅବସରରେ ରଥଯାତ୍ରାର ମହତ୍ତ୍ୱ ଓ ବିଭିନ୍ନ ତଥ୍ୟସମ୍ବଳିତ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକଟି ଲୋକାର୍ପିତ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି...

BJD BJP Support For Murmu

Bhubaneswar: NDA Presidential candidate Droupadi Murmu on Friday met Biju Janata Dal (BJD) and Bharatiya Janata Party (BJP) MLAs and MPs to gain their support for her election on July 18. Murmu, who hails from Odisha, held a discussion with the BJD MLAs and MPs in the conference hall of the Odisha Assembly here. Chief Minister Naveen Patnaik also attended...

ଫଇସଲା ଅପେକ୍ଷାରେ ୧୬ ଲକ୍ଷ ମାମଲା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ ଅଦାଲତଗୁଡିକରେ ପାଖାପାଖି ୧୩ ଲକ୍ଷ ଫୌଜଦାରୀ ମାମଲା ସମେତ ପ୍ରାୟ ୧୬ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଗୋଟିଏପଟେ ମାମଲା ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଅନ୍ୟପଟେ ସରକାର ନୂଆ ଅଦାଲତ ପ୍ରତିଷ୍ଠା କରୁଥିଲେ ମଧ୍ୟ ପରିସ୍ଥିତିରେ ଆଶାନୁରୂପ ସୁଧାର ଆସୁନାହିଁ । ଯେଉଁ ହାରରେ ମାମଲା ସଂଖ୍ୟା ବଢ଼ୁଛି ଓ ଫଇସଲା ହେଉଛି ତାହା ଅବ୍ୟାହତ ରହିଲେ ଏବେ ବିଚାରାଧୀନ ଥିବା ସମସ୍ତ ମାମଲା ଫଇସଲା ହେବାକୁ ଅତିକମରେ ୩୦ରୁ ୪୦ବର୍ଷ ସମୟ...

ଟ୍ରାକକୁ ଫେରୁଛି ମଦ କାରବାର

0

ଭୁବନେଶ୍ୱର : କରୋନା କାଳରେ ମାନ୍ଦା ପଡିଯାଇଥିବା ମଦ ବେପାର ପୁଣିଥରେ ଟ୍ରାକ୍‍କୁ ଫେରିଛି । ଭାରତ ତିଆରି ବିଦେଶୀ ମଦ, ବିୟର ଓ ଦେଶୀ ମଦର କାରବାର ପୁଣି ଥରେ ବଢିବାରେ ଲାଗିଛି । ୨୦୨୦-୨୧ ମସିହାରେ ରାଜ୍ୟରେ ବିଦେଶୀ ମଦ କାରବାରରୁ ୨୧୩୬ କୋଟି ଟଙ୍କାର ଶୁଳ୍କ ମିଳିଥିଲା । ଏହା ପୂର୍ବବର୍ଷ ତୁଳନାରେ ପାଖାପାଖି ୨୨ ପ୍ରତିଶତ କମି ଯାଇଥିଲା । ତେବେ କରୋନା କମିବା ପରେ ୨୦୨୧-୨୧ରେ ବିଦେଶୀ ମଦ କାରବାର ବଢ଼ିବା ସହିତ ଆଦାୟ ଶୁଳ୍କ ପରିମାଣ...

ଆଉ ତିନି ଟ୍ରେନରେ ରାଜଧାନୀ ଭଳି କୋଚ

0

ଭୁବନେଶ୍ୱର  : ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି | ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ...

ନବଜାତକକୁ ନୂଆ ଜୀବନ ଦେଲେ ସମ୍ମମ୍ ଡାକ୍ତର

0

ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାରର ଶିଶୁରୋଗ ବିଶେଷଜ୍ଞ ମାତ୍ର ୭୫୦ ଗ୍ରାମ୍ ଓଜନର ନବଜାତ ଶିଶୁକନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ମାତ୍ର ୨୬ ସପ୍ତାହ ଗର୍ଭଧାରଣ ପରେ ଜଣେ ମହିଳାଙ୍କର ସିଜରିଆନ୍ ସେକ୍ସନ୍ ଦ୍ୱାରା ଏକ ଶିଶୁ କନ୍ୟା ସମ୍ମମ୍‌ରେ ଜନ୍ମଲାଭ କରିଥିବା ବେଳେ ଜନ୍ମ ପରେ ପରେ ହିଁ ଶିଶୁଟିର ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ଏନ୍‌ଆଇଭି ସପୋର୍ଟରେ ରଖାଯାଇଥିଲା ବୋଲି ସମ୍ମମ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ସୂଚନା...

Murmu On Odisha Visit

Bhubaneswar: NDA Presidential candidate Droupadi Murmu is scheduled to arrive here on Friday to campaign for her election on July 18. After her arrival at Biju Patnaik International Airport, a grand welcome will be given to Murmu, who is daughter of Odisha soil. Ms.Murmu would separately meet the Biju Janata Dal (BJD) and the Bharatiya Janata Party (BJP) MLAs and MPs...

State Asks CSS View

0

Bhubaneswar: The Union Government has proposed a new procedure for release of its fund to States under various Centrally Sponsored Schemes (CSS). After receiving the draft procedure, Department of Finance has sought views from concerned Departments. After receiving the draft procedure from the Government of India, Principal Secretary Finance, Vishal Dev has sought comments on the two options from various...