MNRE Bioenergy Indigenization Push

0

New Delhi - A crucial Stakeholder Meeting on Indigenized Manufacturing of Bioenergy Equipment was chaired today by Shri Santosh Sarangi, Secretary of the Ministry of New and Renewable Energy (MNRE). The meeting was organized as part of a significant effort to strengthen India's domestic bioenergy-based manufacturing ecosystem. Discussions focused on several key areas essential for achieving self-reliance in the sector. The...

Odisha Details Tribal Fund Use

0

Bhubaneswar: Shri Kalikesh Narayan Singh Deo, MLA for Balangir, raised a comprehensive query in the Odisha Legislative Assembly today, demanding a detailed status report on all schemes implemented by the ST & SC Development, Minorities & Backward Classes Welfare Department over the past three years. Shri Singh Deo sought specifics on funds allocated versus utilized, targets versus achievements in sectors...

ହଷ୍ଟେଲ ପାଇଁ ହନ୍ତସନ୍ତ ସିଟି ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ସିଟି ତାଲିମ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଚିନ୍ତା । ଛାତ୍ରମାନେ କୌଣସି ପ୍ରକାରେ ଘରୋଇ ହଷ୍ଟେଲରେ ରହିଯାଉଥିବାବେଳେ ଯେଉଁସବୁ ସିଟି ତାଲିମ କେନ୍ଦ୍ରର ନିଜସ୍ୱ ଛାତ୍ରୀନିବାସ ନାହିଁ ଛାତ୍ରୀମାନେ ସେଠାରେ ନାମ ଲେଖାଇବାକୁ ପଛଘୁଞ୍ଚା ଦେଉଛନ୍ତି । ରାଜ୍ୟରେ ମୋଟ୍‍ ୬୫ଟି ସିଟି ତାଲିମ କେନ୍ଦ୍ର ଥିବାବେଳେ ୧୬ କେନ୍ଦ୍ରରେ ଆଦୌ ଛାତ୍ରାବାସ ସୁବିଧା ନାହିଁ । ୩୨ଟି ସିଟି ତାଲିମ କେନ୍ଦ୍ରରେ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବାବେଳେ ୨୫ଟିରେ ଛାତ୍ରମାନଙ୍କ ପାଇଁ ସୁବିଧା...

ଉତ୍କଟ ସମସ୍ୟା ଘେରରେ ଉତ୍କଳ ବିଶ୍ୱବିଦ୍ୟାଳୟ

0

ଭୁବନେଶ୍ୱର : ଓଡ଼ିଶାର ସର୍ବପୂରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ତାହାର ପ୍ରତିଷ୍ଠାର ୮୩ବର୍ଷ ପୂର୍ତ୍ତି କରିବା ଅବସରରେ ଏହାକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ସ୍ୱପ୍ନର ବିଶ୍ୱବିଦ୍ୟାଳୟ ଏବଂ ସଫଳତାର ସ୍ୱପ୍ନପଥ ବୋଲି ଉଲ୍ଲେଖ କରି ବିଜ୍ଞାପନ ଛପାଯାଇଛି । ତେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବରୁ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ଏବେ ଉତ୍କଟ ସଂକଟ ମଧ୍ୟରେ ଗତି କରୁଛି । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱନାଥ ଦାଶଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ସଫଳ ହୋଇଥିଲା...

ପ୍ରମାଣପତ୍ର ଅପେକ୍ଷାରେ ୧୨୨ କ୍ରୀଡାବିତ୍‍

0

ଭୁବନେଶ୍ୱର : ରାଜ୍ୟର ୧୨୨ ଜଣ ବିଭିନ୍ନ ବର୍ଗର କ୍ରୀଡାବିତ୍‍ ରାଜ୍ୟସ୍ତରୀୟ କ୍ରୀଡାବିତ୍‍ ପ୍ରମାଣପତ୍ର ପାଇବା ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୨୨ଜଣ ଟାଏକୁଣ୍ଡ୍‍ ଖେଳାଳୀ ରହିଛନ୍ତି । କ୍ରୀଡାବିତ୍‍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କ୍ରୀଡାମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟସ୍ତରୀୟ କ୍ରୀଡାବିତ୍‍ ପ୍ରମାଣପତ୍ର ପାଇବାପାଇଁ ୧୨୨ ଜଣ କ୍ରୀଡାବିତ୍‍ କ୍ରୀଡା...

ଅଷ୍ଟମରେ ୧୨ ହଜାରରୁ ଅଧିକ ଫେଲ୍‍

0

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ନବମଶ୍ରେଣୀ ପରୀକ୍ଷା ଦେଇଥିବା ଚାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ ବିଦ୍ୟାଳୟରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‍ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନବମ ଶ୍ରେଶୀରେ ଫେଲ୍‍ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଶହରୁ ଅଧିକ ରହିଛି । ନବମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣର୍ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟଗୁଡିକରେ...

୧୭,୪୪୦ କୋଟିର ଅତରିକ୍ତ ବଜେଟ୍‍

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ୧୭,୪୪୦ କୋଟି ଟଙ୍କାର ଅତରିକ୍ତ ବଜେଟ୍‍ ଆଗତ କରିଛନ୍ତି । ଏଥିରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ ୧୩,୭୧୬ ଟଙ୍କାର ବ୍ୟୟବରାଦ ଥିବାବେଳେ ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୧୭୧ କୋଟି ଓ ରାଜ୍ୟ ବଜେଟରେ  ସ୍ଥାନାନ୍ତର ବାବଦରେ ୧୬୪ କୋଟି ଟଙ୍କା ରହିଛି । ୨୦୨୫-୨୬ ବର୍ଷରେ ମୂଳ ବଜେଟ୍‍ ୨ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଥିଲା ।...

Sundar Madhaba Padhi Gets IAS

0

Bhubaneswar: Shri Sundar Madhaba Padhi, a dedicated civil engineer from the 2002 batch, has been elevated to the elite Indian Administrative Service (IAS) cadre. Shri Padhi is currently serving as the Chief Construction Engineer (CCE) for Khordha. The Government of India today announced the appointment of Shri Padhi of the Non-State Civil Service (NSCS) of Odisha to the Indian Administrative...

BOP To Host Odia Cuisine Show

0

Bhubaneswar: A grand food exhibition dedicated to the rich heritage of Odia cuisine will take place at the Bhubaneswar Exhibition Ground from December 23 to 29. The event to be organized by BISWA ODIA PARIBAAR, aims to promote and popularize traditional Odia food among both locals and visitors. “This special exhibition will feature only authentic Odia traditional dishes, offering a...

ଶନିବାର ଠାରୁ ସୋଆ ସାହିତ୍ୟ ଉତ୍ସବ-୨୦୨୫

0

ଭୁବନେଶ୍ୱର : ଶନିବାରୁ ଠାରୁ ଆରମ୍ଭ ହେବ ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୨୯ ଓ ୩୦ ତାରିଖରେ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି । ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷର୍ର ପ୍ରସଙ୍ଗ ରହିଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍...