Iron Ore Linkages Reviewed

0

Bhubaneswar: Odisha Mining Corporation (OMC) under direction from the State Government is actively reviewing the long-term iron ore linkages provided to certain corporate entities that have recently acquired captive mining leases through the auction process, as mandated by the Mines and Minerals (Development and Regulation) Act, 1957. While replying to a question raised by Shri Kalikesh Narayan Singh Deo,...

Tripathy Stresses Zero-Accident Goal

0

Dhenkanal: Shri Indramani Tripathy, IAS, Director of Factories and Boilers and Commissioner of Labor, Odisha, conducted a thorough inspection of the safety systems at Tata Steel Limited's facility in Dhenkanal. The inspection was a part of the state's ongoing commitment to ensuring the highest standards of industrial safety and worker welfare. Following the detailed review of the plant's operational safety...

CM Lays 17,440 Cr Supp Budget

0

Bhubaneswar: Chief Minister Shri Mohan Charan Majhi, who holds Finance Portfolio has laid the Supplementary Statement of Expenditure for the year 2025-26 in the Odisha Legislative Assembly today, November 28, 2025. The proposal seeks approval for a supplementary provision of Rs. 17,440 crore. The department with the largest supplementary estimate is Food Supplies & Consumer Welfare at Rs. 4,329 crore,...

ହ୍ରାସ ପାଉଛି ଇସ୍ପାତ ରପ୍ତାନି

0

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ ଉତ୍ପାଦନ ବଢୁଥିବାବେଳେ ବିଦେଶକୁ ଏହାର ରପ୍ତାନି ପରିମାଣ ହ୍ରାସ ପାଇବାରେ ଲାଗିଛି । ରପ୍ତାନି ହ୍ରାସ ଫଳରେ ରାଜ୍ୟକୁ ମିଳୁଥିବା ବୈଦେଶିକ ମୁଦ୍ରା ହ୍ରାସ ପାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଜ୍ୟରୁ ଇସ୍ପାତ ଉତ୍ପାଦନ ଓ ରପ୍ତାନି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରୁ ଲଗାତାର ଭାବେ ଇସ୍ପାତ ଉତ୍ପାଦନ ବଢିବାରେ ଲାଗିଛି ।...

ଜଳକର ବାକି ୫୮୯୦ କୋଟି

0

ଭୁବନେଶ୍ୱର : ରାଜ୍ୟ ସରକାର ବର୍ଷକୁ ୮୬୦ କୋଟି ଟଙ୍କାର ଜଳକର ପାଉଥିବାବେଳେ ୫୭ଟି ଶିଳ୍ପସଂସ୍ଥା ଉପରେ ୫୮୯୦ କୋଟି ଟଙ୍କାର ଜଳକର ବକେୟା ପଡିଛି । ଜଳ ବ୍ୟବହାର ଓ ଜଳକର ବକେୟା ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଶିଳ୍ପସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହିତ କରିଥିବା ଚୁକ୍ତି ଅନୁଯାୟୀ ରାଜ୍ୟର ୭ଟି ନଦୀ ଅବବାହିକାରୁ ଜଳ ନେଇଥାନ୍ତି । ବ୍ରାହ୍ମଣୀ...

ଚା’ ପିଆରେ ସାଢେ ୫ଲକ୍ଷ ଖର୍ଚ୍ଚ

0

ଭୁବନେଶ୍ୱର : ସଡକ ଦୁର୍ଘଟଣା ହ୍ରାସ ପାଇଁ ରାତ୍ରି ସମୟରେ ଗାଡି ଚାଳକମାନଙ୍କୁ ଚା’ ପିଆଇବା ବାବଦରେ ରାଜ୍ୟ ସରକାର ଦୁଇ ବର୍ଷରେ ସରକାରୀ ତହବିଲରୁ ୫ଲକ୍ଷ ୫୫ହଜାର ଟଙ୍କା ବ୍ୟୟ କରିଛନ୍ତି । ଏ ସଂକ୍ରାନ୍ତରେ ବିଧାୟକ କ୍ରଡ୍ରାକା ଆପାଲାସ୍ୱାମୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଅନିଦ୍ରା ଜନିତ କ୍ଲାନ୍ତି ଦୂରକରିବା ଏବଂ ଏଥିଯୋଗୁଁ ଘଟୁଥିବା ସଡକ ଦୁର୍ଘଟଣା ଏଡାଇବାପାଇଁ ବିଭିନ୍ନ ଆଞ୍ଚଳିକ ପରିବହନ...

୧୧ ଜିଲ୍ଲାରେ ଥିଲା ମନ୍ଥା ପ୍ରଭାବ

0

ଭୁବନେଶ୍ୱର : ବାତ୍ୟା ମନ୍ଥା ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋିଥିବାବେଳେ ଏହାର ପ୍ରଭାବରେ ୨୫୨୮ ହେକ୍ଟର ଚାଷଜମି ନଷ୍ଟ ହୋଇଛି ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବାବଦକୁ ୩କୋଟି ୨୩ ଲକ୍ଷ ଟଙ୍କା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯାଇଛି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ...

ପାଞ୍ଚ ବର୍ଷରେ ୫୬ ହଜାରରୁ ଅଧିକ ଦୁର୍ଘଟଣା

0

ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬ ହଜାରରୁ ଅଧିକ ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସଡକ ଦୁର୍ଘଟଣାରେ ମୃତ ଓ ଆହତମାନଙ୍କୁ ସରକାର କ୍ଷତିପୂରଣ ବାବଦରେ ୨୩ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ତାଙ୍କ ଉତ୍ତରରେ...

୨୪୧ଟି ଯାନର ଆରସି ନିଲମ୍ବନ

0

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ଏଥି ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜ୍ୟବ୍ୟାପୀ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ସହଭାଗିତାରେ ମୋଟରଯାନର ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି । ସେହିଭଳି ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର...

ଡିସେମ୍ବର ୯ରୁ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍

0

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଓଡ଼ିଶାରେ ଚତୁର୍ଥ ଥର ପାଇଁ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ...