SEC Warns Fake Voters
Bhubaneswar: In an aim to ensure free and fair election, the State Election Commission (SEC) on Sunday warned fake voters against trying to cast votes in the upcoming three-tier Panchayat elections. SEC Aditya Prasad Padhi has directed senior officials of State Election Commission (SEC) issue direction for strict enforcement of such action in order to ensure free and fair poll. Speaking...
ଜାରି ହେଲା ଭୋଟ ଗଣନା ନିୟମାବଳୀ
ଭୁବନେଶ୍ୱର : ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିବ । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସଂପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ...
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକ୍ଷମ କେବେ?
ଭୁବନେଶ୍ୱର : ୭୫ବର୍ଷ ଧରି ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳପଥ କାମ ଧିମା ଗତିରେ ଚାଲିବା ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ଚାଲୁଥିବା ବେଳେ କେବେ ଏହି ରେଳପଥ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବରେ କିଛି କହିପାରୁ ନାହାନ୍ତି । ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ ଏହି ରେଳପଥ ପାଇଁ ସର୍ଭେ କରାଯାଇଥିବା ବେଳେ ତାହା ୧୯୯୪-୯୫ରେ ପ୍ରକଳ୍ପ ମଞ୍ଜୁରୀ ପାଇଥିଲା । ମୂଳ ଯୋଜନା ଅନୁଯାୟୀ ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧାରୋଡରୁ ବଲାଙ୍ଗୀର...
ପୁଲିସ୍ ବିଭାଗରେ ମହିଳାଙ୍କ ହାର ୧୦.୧%
ଭୁବନେଶ୍ୱର : ରାଜ୍ୟ ପୁଲିସ୍ ବିଭାଗରେ ମହିଳାଙ୍କ ହାର ହେଉଛି ୧୦.୧ ପ୍ରତିଶତ । ଜାତୀୟ ସ୍ତରରେ ଏହି ହାର ରହିଛି ୧୦.୩୦ ପ୍ରତିଶତ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନରେ ଥିବା ପୁଲିସ୍ ଗବେଷଣା ଓ ବିକାଶ ସଂସ୍ଥା ତାହାର ସର୍ବଶେଷ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ଓଡିଶା ପୁଲିସ୍ରେ ୫୮୫୪ ଜଣ ମହିଳା ଅଧିକାରୀ ଓ କର୍ମଚାରୀ ରହିଥିଲେ । ମୋଟ୍ ପଦବୀ ୫୮,୪୫୫ ଅନୁଯାୟୀ ମହିଳାଙ୍କ ହାର...
Naveen Wins Modi
Bhubaneswar :Saffron Supremo and Prime Minister Narendra Modi was high on praise for Odisha Chief Minister Naveen Patnaik and his Government. One of the most intelligent political personalities that India has ever produced, Mr. Modi lauded Naveen on the floor of the Parliament surprising many senior lawmakerscutting across the political spectrum. Incidentally, Mr. Modi’s pat on Naveen’s shoulder came...
36 Hours Ban On Stay
Bhubaneswar: Ahead of the first phase voting for Panchayat elections, the State Election Commissioner Aditya Prasad Padhi on Saturday made it clear that no political leaders can stay in any other poll-bound constituency after completion of the campaigning period. Mr.Padhi today discussed the preparedness made for the ensuing Panchayat polls with district collectors through videoconferencing mode. Briefing reporters after the meeting,...
ପ୍ରଚାର ସରିଲେ ନିର୍ବାଚନମଣ୍ଡଳୀରେ ରହିବେନି ନେତା
ଭୁବନେଶ୍ୱର : ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ପ୍ରଚାର ସୀମା ଶେଷ ହେବା ପରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ମଧ୍ୟରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ସଂପର୍କୀୟ କୌଣସି ପ୍ରକାର...
Four Coal Blocks Auctioned
Bhubaneswar, The Centre has successfully auctioned four coal mines in Odisha for commercial mining under third Tranche of Mines and Minerals (Development and Regulation) Act. During the e-auction completed recently, cumulatively 10 coal mines were put up for auction of which six coal mines were CMSP coal mines and remaining four were MMDR coal mines. Out of the 10, four belong...
Ballot Paper Colours For Urban Polls
Bhubaneswar, The State Election Commission (SEC) on Saturday fixed the colour of Ballot Papers to be used during upcoming general election to Urban Local Bodies (ULBs). “In exercise of powers vested in it under Article 243 ZA of the Constitution, the Commission directs that the colour of Ballot Papers for the Corporators/Councilor will be Pink and Mayor/Chairperson will be Yellow,”...
ପିଲାଙ୍କ ସଂକ୍ରମଣ ୩୦୦ ଉପରେ
ଭୁବନେଶ୍ୱର : ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଦେଢ ହଜାର ଆଖପାଖରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ହ୍ରାସ ପାଉନାହିଁ । ପ୍ରାୟ ସପ୍ତାହେ ହେଲା ଏହା ୩୦୦ ଉପରେ ରହୁଛି । ଚଳିତ ମାସ ୬ତାରିଖରେ ରାଜ୍ୟରେ ୨୮୩ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ପିଲାଙ୍କ ସଂକ୍ରମଣ ତିନି ଶହ ଉପରେ ରହୁଛି । ଚଳିତ ମାସ ୭ ତାରିଖରେ ରାଜ୍ୟରେ ୧୫୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପିଲାଙ୍କ ସଂଖ୍ୟା ଥିଲା ୩୨୯ । ସେହିଭଳି...









