ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ

0

ଭୁବନେଶ୍ୱର : ବେପରୁଆ ଗାଡିଚାଳକ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ହେଲେଣି । ରାଜଧାନୀରେ ଯେତେ ଯାନବାହାନ ଦୁର୍ଘଟଣା ହେଉଛି ସେଥିରୁ ସଂଖ୍ୟାଧିକ ଘଟୁଛି ଏହି ବେପରୁଆ ଚାଳକଙ୍କ ପାଇଁ । ଏମାନଙ୍କ ପାଇଁ ଅନେକ ଜୀବନ ବି ଚାଲିଯାଉଛି । କେବଳ ରାଜଧାନୀର ଏକ ନମ୍ବର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଅଧିନରେ ଥିବା ଅଞ୍ଚଳରେ ବେପରୁଆ ଗାଡିଚାଳକମାନେ ଶହ ଶହ ଦୁର୍ଘଟଣା ଘଟାଉଛନ୍ତି । ୨୦୧୯ ରେ ଏଭଳି ଚାଳକଙ୍କ ଯୋଗୁଁ ଏହି ଇଲାକାରେ ୩୨୭ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୦ ରେ...

ଡାକ୍ତରଙ୍କ ଘରୁ ବାହାରିଲା କୋଟିଏ ୧୨ଲକ୍ଷ

0

ଭୁବନେଶ୍ୱର : ଭିଜିଲାନ୍ସ ହାବୁଡରେ ପଡିଥିବା ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରୁ ନଗଦ ଏକ କୋଟି ୧୨ଲକ୍ଷ ଟଙ୍କା ମିଳିଛି । ଏହା ହେଉଛି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଜାଲରେ ପଡିଥିବା କୌଣସି ସରକାରୀ ବାବୁଙ୍କ ଘରୁ ଜବତ ହୋଇଥିବା ସର୍ବାଧିକ ଟଙ୍କା । ଆଜି ସକାଲେ ଡାକ୍ତର ଜେନାଙ୍କୁ ୮୦୦୦ ଟଙ୍କା ଲାଞ୍ଚ ନେବା ଅବସ୍ଥାରେ ଭିଜିଲାନ୍ସ ଧରିଥିଲା । ଅପରେସନ ପାଇଁ ରୋଗୀଙ୍କ ଠାରୁ ଡାକ୍ତର ଜେନା ଲାଞ୍ଚ...

ଔଷଧ କେନ୍ଦ୍ର ଖୋଲିବାକୁ ଆୟର୍ଲ୍ୟାଣ୍ଡ ଡାକ୍ତର ଆଗ୍ରହୀ

0

ଭୁବନେଶ୍ୱର : କର୍କଟ ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର । ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍‌କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ସୁରକ୍ଷା ବ୍ୟବସ୍ଥା ମଜବୁତ୍‌ କର

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ୱାରା ଗଣ୍ଡଗୋଳ ହେଉଥିବା ଖବର ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି । ବିଶେଷ କରି ପୁରୀ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି । ପୁରୀ ଜିଲ୍ଲାର କଣାସ ବ୍ଲକ୍‌ରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିଶନଙ୍କ ନିଜରକୁ ଆସିଛି । ଫଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ର୍ରକି୍ରୟାରେ ବାଧା ସୃଷ୍ଟି ହେଉଛି...

70 % Polling In First Phase

0

Bhubaneswar: Barring some minor incidents, the first phase of voting for election of Panchayati Raj Institutions (PRIs) has completed smoothly in all 30 districts with 70 per cent polling, said State Election Commissioner Aditya Prasad Padhi here. As per the latest report received from districts, there was a 70 per cent turnout in the first phase. The polling percentage may...

Ireland Doc On SUM Care

0

Bhubaneswar: Eminent Ireland-based gastroenterologist Prof. Dilip Mahapatra is exploring the possibility of establishment of a Centre for Regenerative Medicine in Odisha which can go a long way in making available advanced treatment to patients in a number of diseases including cancer. Prof. Mahapatra, presently Director of the Lugh Medical Centre at Dundalk, Ireland and Vice-Chancellor of Ballsbridge University College at...

Mo Sarkar Axe On Corruption

0

Cuttack: Taking strong action against corruption, the Vigilance has arrested 23 Government servants during one and half months of 2022. The Directorate of Vigilance is able to crack down on corruption by tapping the massive data generated by the Mo Sarkar system that is collecting random feedback on bribery, harassment etc. In 2022, the vigilance has registered 31 cases under...

ZP Prez Poll Schedule Out

0

Bhubaneswar: The State Election Commission (SEC) has published detailed schedules for in-direct election to Zilla Parishad (ZP) President, Vice President, Block Chairman, Vice-Chairman and Naib Sarpanch.       SEC Secretary RN Sahu has written a letter to the District Collectors specifying the detailed timelines for the in-direct elections. As per schedule, the election to the post of Zilla Parishad president and vice-president...

ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଅଧିନିୟମରେ ସଂଶୋଧନ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୨୨ ଜାନୁଆରୀ ୭ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ୫୯୩ ଅନୁସାରେ ରାଜ୍ୟ ସରକାର ‘ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪’କୁ ପରିବର୍ତ୍ତନ କରି ସେଥିରେ ଅଧିନିୟମ ୫୧ (କ) ଯୋଗ କରିଛନ୍ତି । ସଂଶୋଧିତ ଆଇନ ବଳରେ ରାଜନୈତିକ ଦଳମାନେ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ଜିଲ୍ଲା ପରିଷଦ ସଭାପତି/ଉପସଭାପତି ନିର୍ବାଚନ ଦିନ ପ୍ରାଧିକୃତ ପ୍ରତିନିଧିମାନେ ଉପସ୍ଥିତ ରହିବେ ଓ ସଂପୃକ୍ତ ଦଳର ସଭ୍ୟସଭ୍ୟାମାନେ ଭୋଟ ଦେଇସାରି...

Rural Poll On Smooth Sail

0

Bhubaneswar: Barring one or two minor disturbances, the first phase of voting for election of Panchayati Raj Institutions (PRIs) is going smoothly in all 30 districts. At least 70 per cent of voters' turnout was recorded till 1PM. As per scheduled, the voting started at sharp 7 AM and will continue till 1 PM. The State Election Commission (SEC) has...