ଟିପ ଚିହ୍ନ ଦେଉଛନ୍ତି ପାଠୁଆ ମତଦାତା
ଭୁବନେଶ୍ୱର : ତ୍ରିସ୍ତରୀୟ ନିର୍ବାଚନର ଦୁଇ ପର୍ଯ୍ୟାୟରେ ୮୦ ପ୍ରତିଶତ ପାଖାପାଖି ମତଦାନ ଦେଉଥିବାବେଳେ ମତଦାତାମାନେ କିନ୍ତୁ ଅତି ନିରକ୍ଷର ଭାବେ ସେମାନଙ୍କର ସନ୍ତକ ଦେଉଛନ୍ତି । ସମୟର ଆଳ ଦେଖାଇ ସ୍ନାତକୋତ୍ତର ଓ ସ୍ନାତକ ଡିଗ୍ରୀଧାରୀମାନଙ୍କ ଠାରୁ ବି ଭୋଟଗ୍ରହଣ କେନ୍ଦ୍ରରେ ବାଲାଟ ପେପର ଉପରେ ଟିପଚିହ୍ନ ନିଆଯାଉଛି । ଏଭଳି ବିଚିତ୍ର ଘଟଣା ଦେଖାଯାଇଛି ଜଗତ୍ସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତର ଗୋଟିଏ ମତଦାନକେନ୍ଦ୍ର ସମେତ ଆଉ କେତେକ ସ୍ଥାନରେ । ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ...
Prez Pays Obeisance To Trinity
Puri: President Ram Nath Kovind along with his family members on 20 February chanted “Jai Jagannath” when the servitors tied a ‘Bana’ (flag) atop Shree Jagannath Temple in Puri in his name after having ‘darshan’ of the Trinity- Lord Balabhadra, Devi Subhadra and Lord Jagannath. The President accompanied by the First Lady Sabita Kovind and family members, watched the special...
Re-Polling At 45 Booths
Bhubaneswar: The State Election Commission (SEC) will conduct re-polling at 45 booths, where the election was disturbed during the first two phases of polling. The re-polling will be held from 9 AM to 3 PM on February 23 under tight security at the booths. Re-polling will be carried out at 25 booths where voting could not be held during the...
ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ ୨୩ରେ ଭୋଟ
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆ ଯାଇଥିଲା ସେସବୁ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ତା.୨୩/୦୨/୨୦୨୨ରିଖରେ ପୁନଃଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଘଟିକାଠାରୁ ଅପରହ@ ୩ ଘଟିକା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ବାତିଲ ହୋଇଥିବା ଭଦ୍ରକ...
All Set For Phase III Poll
Bhubaneswar: The State Election Commission (SEC) headed by Aditya Prasad Padhi has made elaborate arrangements for the third phase of general election to Panchayati Raj Institutions (PRIs) to be held tomorrow. The third phase of Panchayat election will be held for 171 Zilla Parishad seats at 18,495 booths in 1,382 Gram Panchayats under 63 blocks of 29 districts. Tight security...
President On Odisha Visit
Bhubaneswar: President Ram Nath Kovind arrived here at Biju Patnaik International Airport at around 2.28 PM on a two-day visit. Governor Ganeshi Lal, Chief Minister Naveen Patnaik and senior officials received the President here at the airport on his arrival. As per the schedule, the first citizen of India left for Puri in a special IAF aircraft soon after arriving here...
ସୁବର୍ଣ୍ଣପୁରରେ ମତଦାନ ହାର ସର୍ବାଧିକ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୭୮.୩ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ଜିଲ୍ଲାରେ ମତଦାନ ହାର ୮୦ ପ୍ରତିଶତ ଉପରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏହି ହାର ସର୍ବାଧିକ ୮୫.୬୭ ପ୍ରତିଶତ ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟ ଯେଉଁସବୁ ଜିଲ୍ଲାଗୁଡିକରେ ୮୦ ପ୍ରତିଶତ ଉପରେ ମତଦାନ ହୋଇଛି ସେଗୁଡିକ ହେଲା, ଝାରସୁଗୁଡାରେ ୮୫.୧୪, କଳାହାଣ୍ଡିରେ ୮୩.୮୧, ଗଜପତିରେ ୮୨.୬୯, ଢ଼େଙ୍କାନାଳରେ ୮୧.୦୮, ନବରଙ୍ଗପୁରରେ ୮୧.୭୩, ଭଦ୍ରକରେ ୮୧.୦୪ ଓ ଅନୁଗୁଳରେ ୮୦.୩୨ ପ୍ରତିଶତ ରେକର୍ଡ...
78.3% Polling In Second Phase
Bhubaneswar: The State Election Commission (SEC) has released the final polling data on second phase voting for Panchayat election on Saturday. As per the data, there was a 78.3 per cent voters’ turnout during the second phase. Subarnapur district has recorded the highest voters’ turnout of 85.67 per cent while lowest 64.86 per cent polling recorded in Ganjam district during...
“I am Fit & Fine”,Naveen
Bhubaneswar: Rubbishing the rumours about his ill health condition, Chief Minister and BJD Supremo Naveen Patnaik on Friday said he is having perfect health, very happy and there to serve the people of Odisha. After a long gap, the Chief Minister today visited Lingaraj Temple here and prayed for the good health of the people of Odisha. He also reviewed...
ଅଧ୍ୟକ୍ଷ ପଦବୀ ଉପରେ ନଜର
ଭୁବନେଶ୍ୱର : ବ୍ୟାପକ ହିଂସାକାଣ୍ଡ ଓ ସରଗରମ ପରିସ୍ଥିତି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ଏ ପରିସ୍ଥିତିରେ ଏବେ ସମସ୍ତଙ୍କ ନଜର ଭୋଟ ଗଣତି ଏବଂ ପରେ ପରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅପେକ୍ଷାକୃତ କମ୍ ସଂଖ୍ୟକ ହିଂସାକାଣ୍ଡ ଘଟିଥିଲେ ବି ଏହାକୁ ନେଇ ଗାଁ ଗହଳରେ ଉତ୍ତେଜନାମୂଳକ ପରିସ୍ଥିତି...









