ମାର୍ଚ୍ଚ ଶେଷ ଭିଡ କମାଇବାକୁ ପରାମର୍ଶ
ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ଏକକାଳୀନ ଅର୍ଥ ଖର୍ଚ୍ଚ ପାଇଁ ଭିଡ ନକରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏହି ମର୍ମରେ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ପତ୍ର ଲେଖିଛନ୍ତି । ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗମାନଙ୍କୁ ପତ୍ର ଲେଖାଯାଇ ଅର୍ଥ ମଞ୍ଜୁର ସଂକ୍ରାନ୍ତରେ ଧାର୍ଯ୍ୟ ନୂତନ ସମୟସୀମା ସଂକ୍ରାନ୍ତରେ ଅବଗତ କରାଯିବା ସହିତ...
ରାଜଧାନୀ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଘାତକ
ଭୁବନେଶ୍ୱର : ଶରୀରର ପୁଷ୍ଟି ସାଧନ ପାଇଁ ରାଜଧାନୀରେ ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ପ୍ରଚୁର ପରିମାଣର ବିଷାକ୍ତ ପଦାର୍ଥ ରହୁଥିବାରୁ ଏହା ମଣିଷ ସ୍ୱାସ୍ଥ୍ୟ ପ୍ରତି ଘାତକ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ମହାନଗର ନିଗମ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଯୋଗାଣ ଓ ପୁଲିସ୍ ବିଭାଗ ଖାଦ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଅନେକ ଖାଉଟି ଅଭିଯୋଗ କରୁଛନ୍ତି ଯେ ରାଜଧାନୀରେ ଯେତେ ପରିମାଣର ଦୁଗ୍ଧ...
State Advises To Prevent March End Rush
Bhubaneswar: As the Financial Year 2021-22 is coming to an end, the State Government has advised all the Departments to prevent rush of expenditure towards the fag end of March. Principal Secretary, Finance, Vishal Kumar Dev has written a letter to all Additional Chief Secretaries, Principal Secretaries, Commissioner-cum-Secretaries, Secretaries and Heads of Departments Department of Finance has earlier intimated all the...
ଆଶାୟୀ ନେଲେଣି ୩୭୧ ମନୋନୟନ ଫର୍ମ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଗତକାଲି 194 ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ 177 ଜଣ ପ୍ରାର୍ଥୀ ଏଥିପାଇଁ ମନୋନୟନ ଫର୍ମ ନେଇଛନ୍ତି । ଆଜି 4 ଜଣ ପ୍ରାର୍ଥୀ ମନୋନୟନ ପତ୍ରଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ 5 ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ 3 ଜଣ ପ୍ରାର୍ଥୀ ମନୋନୟନ ପତ୍ର ନେଇଛନ୍ତି...
ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ
ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି । ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସବୁ ସମ୍ବଳକୁ ବିନିଯୋଗ କରୁଛି । ଚାରି ଜଣ କେନ୍ଦ୍ର ମନ୍ତ୍ରୀ – ଶ୍ରୀ ହରଦୀପ ସିଂ...
Team For Student Evacuation
Bhubaneswar: The State Government on Thursday nominated four special representatives to assist in the evacuation of students from Odisha stranded in Ukraine due to the war in the region. These special representatives will coordinate with the State’s Resident Commissioner and the respective countries to ensure smooth evacuation of students/ NRO's from Ukraine, especially from border locations with neighbouring countries. These special...
ଓଡିଆଙ୍କୁ ଉଦ୍ଧାର ପାଇଁ ଚାରି ପ୍ରତିନିଧି ମନୋନିତ
ଭୁବନେଶ୍ୱର : ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଓଡିଆମାନଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାର କେତେକ ଅଧିକାରୀଙ୍କୁ ମନୋନିତ କରିଛନ୍ତି । ଏମାନେ ୟୁକ୍ରେନରେ ଥିବା ଓଡିଆଙ୍କ ସହିତ ଏହାର ପଡୋଶୀ ଦେଶରେ ଫସି ରହିଥିବା ଓଡିଆମାନଙ୍କୁ ଫେରାଇ ଆଣିବାପାଇଁ ସମନ୍ୱୟ ରକ୍ଷା କରିବେ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ମନୋନୀତ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ରହିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ । ତାଙ୍କୁ ପୋଲାଣ୍ଡ ସମେତ ସମଦାୟ ଉଦ୍ଧାର...
TATA Steel Mining; Great Workplace
Bhubaneswar: Tata Steel Mining Limited (TSML) has been certified as a great place to work organisation by Great Place to Work Institute for a year starting from this month. While promoting diversity and inclusion, the company has taken multiple steps towards fostering an employee friendly work environment by implementing many key policies and practices on career progression, rewards and recognitions,...
Census For Fishing Cat
Bhubaneswar: The Chilika Development Authority (CDA) is all set to begin phase II of the fishing cat population estimation here from the second week of March, 2022. Chilika Wildlife Division and the Fishing Cat Project, partner to Fishing Cat Conservation Alliance (FCCA), will collaborate with CDA in this estimation. “This is the first time in the world that this globally endangered...
Team For Proposal Scrutiny
Bhubaneswar: As the political atmosphere in the State hots up for urban poll, the political parties will start knocking the doors of the State Election Commission (SEC) bringing allegations on violation of Model Code of Conduct (MCC). To deal with that, the SEC has formed a Screening Committee headed by Chief Secretary SC Mahapatra to examine proposals relating to MCC. “The...










