ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ଭୁବନେଶ୍ୱର : ସମ୍ ହସ୍ପିଟାଲ୍ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍ମୁନାରୀ ଭାଲ୍ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ...
ମା’ଙ୍କ ଆଶୀର୍ବାଦରେ ସବୁ ସମ୍ଭବ
ଭୁବନେଶ୍ୱର : ଏମିତି ପ୍ରାୟ କୈଣସି ଏକ ସଂଧ୍ୟା ନାହିଁ, ଯେଉଁ ଦିନ ମୋ ପ୍ରିୟ ମାଁଙ୍କ ମୂଖରୁ ବ୍ରହ୍ମ ବୈବର୍ତ୍ତେ ପୂରାଣ, ମହାଭାରତ ଆଦି ଧର୍ମଗ୍ରନ୍ଥର ବାଣୀ ନିସୃତ ହେଉ ନ ଥିଲା। ସ୍ୱାଧିନତାର ପ୍ରାକ୍ ସମୟରେ ଏକ ଚାଷୀ ପରିବାରରେ ଜନ୍ମିତ, ବିଦ୍ୟାଳୟକୁ କେବେ ଯାଇନଥିବା ଏବଂ ସ୍ୱଳ୍ପ ବୟସରେ ବିବାହିତ ହେଲାପରେ ସେ ମୋ ବାପାଙ୍କ ପାଖରେ ବସି ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ଲେଖି ପଢ଼ି ପାରୁଥିଲା। ବୈଷ୍ଣବ ଧର୍ମରେ ଦିକ୍ଷିତା ମୋର ମାଁ ସଂପୂର୍ଣ୍ଣ ଭାବରେ...
ଓଡିଶାରେ ଉଡାନ୍ ପାଇଁ ୨୫୫କୋଟି ଖର୍ଚ୍ଚ
ଭୁବନେଶ୍ୱର : ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ୍)-ଉଡାନରେ ଓଡିଶା ବିମାନବନ୍ଦର ଗୁଡିକର ପୁନରୁଦ୍ଧାର ଏବଂ ବିକାଶ ଲାଗି କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୫୫.୭୧ କୋଟି ଟଙ୍କା ବ୍ୟୟ କରିଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାର ଝାରସୁଗୁଡା, ରାଉରକେଲା, ଉତ୍କେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ଉଡାନ୍ ଯୋଜନାରେ ଚିହ୍ନଟ...
ବାଘ ସୁରକ୍ଷା ଅର୍ଥ କମୁଛି
ଭୁବନେଶ୍ୱର : ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଉଥିବା ଅର୍ଥ ପରିମାଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟର ସାତକୋଶିଆ ଅଭ୍ୟୟାରଣ୍ୟ ପାଇଁ କେନ୍ଦ୍ର ସରକାର ୨୦୧୯-୨୦ ବର୍ଷରେ ୬କୋଟି ୪୨ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ୨କୋଟି ୧୮ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ବ୍ୟାଘ୍ର ସଂରକ୍ଷଣ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର...
Center Spends 255 Cr For UDAN In Odisha
New Delhi: The Government of India has made expenditure of Rs 255.71 crore for the revival and development of the Regional Connectivity Scheme (RCS) airports in the State of Odisha under Revival/upgradation of airports/heliports/water aerodromes scheme till December 2021. Union Minister of State (MoS) for Civil Aviation, VK Singh informed this in Rajya Sabha on Monday. While giving a written reply...
SOA Launches Drugs Awareness
Bhubaneswar: Drugs and crime are two sides of the same coin and it is imperative for the younger generation not only to keep away from narcotics but also battle the menace for the betterment of the society, Commissioner of Police, Cuttack-Bhubaneswar Commissionerate Police Soumendra Priyadarshi, said on Monday. “Narcotic substances have been ruining families and derailing society. It is for...
ଓଡ଼ିଶାରେ ୩୩%ରୁ ଅଧିକ ଅଞ୍ଚଳ ଜଙ୍ଗଲ ଅଚ୍ଛାଦିତ
ଭୁବନେଶ୍ୱର : ଭାରତବର୍ଷର ସମଗ୍ର ଭୌଗୋଳିକ ଅଞ୍ଚଳର ଜଙ୍ଗଲ ଅଚ୍ଛାଦିତ ହାର ୨୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୩ ପ୍ରତିଶତରୁ ଅଧିକ ହେବା ଆମ ପାଇଁ ଖୁସୀ ଏବଂ ଗୌରବର ବିଷୟ ବୋଲି କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଶର୍ମା କହିଛନ୍ତି ଯେ ମଧ୍ୟପ୍ରଦେଶ, ଅରୁଣାଚଳ...
ବିଧାନସଭା ବିବରଣୀର ଡିଜିଟାଇଜେସନ୍ ଆରମ୍ଭ
ଭୁବନେଶ୍ୱର : ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ବହୁ ପୁରୁଣା ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକୁ ଡିଜିଟାଇଜେସନ୍ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ । ଏଗୁଡ଼ିକ ପିଡିଏଫ୍ ଆକାରରେ ଗୋଟିଏ ପ୍ଲାଟଫର୍ମରେ ମିଳିପାରିବ, ଯାହା ଆଗାମୀ ପିଢ଼ି ପାଇଁ ସହାୟକ ହେବ । ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା...
ସମ୍ମମକୁ ସିକ୍ସ ସିଗମା ହେଲ୍ଥ କେୟାର ଏକ୍ସିଲେନ୍ସ ସମ୍ମାନ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମମ୍) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି "ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର' ଭାବେ ସମମ୍ର ଚିଫ ଏକ୍ଜିକ୍ୟୁଟିଭ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ...
All Set For Urban Poll
Bhubaneswar: The State Election Commission (SEC) has made elaborate arrangements for the General Election to Urban Local Bodies (ULBs) in the State. Aditya Prasad Padhi, State Election Commissioner reviewed arrangements with senior officers of SEC here on 21 March. The election to 109 ULBs including three Municipal Corporations, Bhubaneswar, Cuttack & Berhampur is scheduled to be held on March 24...









