Odisha Attracting Investments; Deb
Bhubaneswar: With an aim to promote the Digital Transformation in the country, GEC Media Group and Global CIO Manufacturing Forum organised a six city mega event. With one of its leg being Future IT Summit Asia and ESG Summit 2022 Bhubaneswar edition being hosted at Welcome hotel By ITC Hotels in Bhubaneswar on 25 June 2022. Pratap Keshari Deb, Minister...
Gopalpur Port On Health Care
Gopalpur: The Gopalpur Ports Ltd (GPL) has launched mobile health check-up camp at Haripur village under Kalipali panchayat with an aim to provide quality healthcare to people living in the port periphery. The programme has been launched under the Corporate Social Responsibility (CSR) initiative of the Gopalpur Port. Vice president of Gopalpur Ports Ltd (HR/IR) Ajay Kumar Mishra, Assistant Vice...
Trinity Recover From Fever
Puri: After 12-day long rigorous herbal treatment during Anasara rituals, Lord Jagannath and siblings along with Sudarshan recovered completely from illness here at Srimandir. The final phase of secret rituals of deities during their stay at Anasara Ghar (sick chamber) ended yesterday. They were offered dasamula (herbal medicine) for a speedy recovery from illness and weakness developed due to fever...
ସମ୍ରେ ନର୍ସମାନଙ୍କୁ ପ୍ରଶିକ୍ଷଣ
ଭୁବନେଶ୍ୱର : ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍ଡେଟ୍-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦...
ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା
ଛତ୍ରପୁର : ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ର ଲକ୍ଷ୍ୟରେ ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ପଞ୍ଚାୟତ ହରିପୁର-ବନ୍ଦର ଗ୍ରାମରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ଗୋପାଳପୁର ବନ୍ଦରର ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଶ୍ରୀ ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି (ମାନବ ସମ୍ବଳ ଏବଂ ଶିଳ୍ପ ସମ୍ପର୍କ) ଶ୍ରୀ ଚିତ୍ତରଞ୍ଜନ ବାହିନୀପତି, ସ୍ତ୍ରୀ ଓ ପ୍ରସୂତି,...
ରଥଯାତ୍ରାରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିବେଦନ
ଭୁବନେଶ୍ୱର : ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ସମସ୍ୟା ଏକ ବଡ ଆହ୍ୱାନ ତିଆରି କରେ । ତେଣୁ ଏହି ପ୍ଲାଷ୍ଟିକ୍ ସମସ୍ୟାର ନିରାକରଣ ପାଇଁ ଚଳିତ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ସହ ରି-ସାଇକେଲିଂ ପାଇଁ ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପୁରୀରେ ପ୍ଲାଷ୍ଟିକ ହ୍ରାସ କରିବା...
Silver Cladding Of Shreemandir Doors
Puri: For silver cladding of the Kalahata gate of Shree Jagannath temple here, 500 Kilogram (KG) of silver stored in the District Treasury has been shifted to Neeladri Bhakata Niwas under tight security on Saturday. The work for construction of silver cladding plates for the Kalahata Dwara will be completed within this month end. So, work inside the temple or installation...
Priority Lending Crosses 1 Lac Cr
Bhubaneswar: With Odisha Government hardening the stands on Banking Sector, banks have not only extended more credit to the people, Credit Deposit Ratio imbalance has been corrected and Odisha has performed much better than National Average so far CD Ratio is concerned. Vishal Dev, Principal Secretary Finance has appreciated the efforts of the banks and said that during Financial Year-2021-22,...
ଋଣ ପ୍ରଦାନ ଲକ୍ଷେ କୋଟି ଟପିଲା
ଭୁବନେଶ୍ୱର : ରାଜ୍ୟର ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ପ୍ରଥମଥର ପାଇଁ ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କ୍ଗୁଡିକ ଏହି କ୍ଷେତ୍ରକୁ ୧,୦୩,୦୦୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ଏହା କେବଳ ରାଜ୍ୟ ସରକାରଙ୍କ ଚାପ ଯୋଗୁଁ ସମ୍ଭବ ହୋଇପାରିଛି । ବ୍ୟାଙ୍କ୍ଗୁଡିକ କେବଳ ଲୋକଙ୍କୁ ଅଧିକ ଋଣ ଦେଇ ନାହାନ୍ତି, ଜମା ଓ ଋଣ ମଧ୍ୟରେ ଥିବା ତାରତମ୍ୟରେ ସଂଶୋଧନ କରିବା ଯୋଗୁଁ ଜାତୀୟ ହାର ତୁଳନାରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ବେଶ୍ ଭଲ...
ମାଲକାନଗିରିରେ ମାଡୁଛି ଡେଙ୍ଗୁ
ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ ‘ଡ୍ରାଏ ଡେ’ ପାଳନ ହେଉଥିବାବେଳେ ମାଲକାନଗିରି ଜିଲ୍ଲାରେ ଏହା କାୟା ମେଲାଇବାରେ ଲାଗିଛି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୨ରେ ପହଞ୍ଚିଥିବାବେଳେ ମାଲକାନଗିରି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୭୧ ହେଲାଣି । କେବଳ ଗତକାଲି ଗୋଟିଏ ଦିନରେ ଏହି ଜିଲ୍ଲାରେ ୧୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋରଧା ଜିଲ୍ଲାରେ ଏହା ପଛକୁ ୬୧ଜଣ ରହିଛନ୍ତି । ସେହିଭଳି...










