ଓଡିଶାରେ ୧୦ ସ୍ମାର୍ଟ ପୁଷ୍ଟି ଗ୍ରାମ
ଭୁବନେଶ୍ୱର : ସମଗ୍ର ଦେଶରେ ୭୫ଟି ସ୍ମାର୍ଟ ପୁଷ୍ଟି ଗ୍ରାମର ଶୁଭାରମ୍ଭ ହୋଇଥିବାବେଳେ ଏଥି ମଧ୍ୟରେ ଓଡିଶାର ୧୦ଟି ରହିଛି । ଏହି ଗ୍ରାମଗୁଡିକ ପୁରୀ, ଖୋରଧା, କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ ଥିବା ଜଣାଯାଇଛି । ଏଠାରେ ଥିବା ଆଇସିଏଆର-ସିଆଇଡବ୍ଳ୍ୟୁଏ ଠାରେ ଆୟୋଜିତ ସ୍ମାର୍ଟ ପୁଷ୍ଟି ଗ୍ରାମ କାର୍ଯ୍ୟକ୍ରମକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ୭୫ଟି ଗ୍ରାମକୁ ‘ସ୍ମାର୍ଟ ପୁଷ୍ଟି’ ଗ୍ରାମ ଭାବେ ଚିହ୍ନଟ...
Ekamra Haat Boosts Handicrafts
Bhubaneswar: The Ekamra Haat, functioning under the Handlooms, Textiles & Handicrafts Department, has provided a marketing platform to handicrafts artisans of Odisha for selling their products. So far 62 artisans have made business worth over Rs 10 lakh. Utkalika arranged 44 stalls for display and sale of products from dated November 2 to November 15 where 62 artisans from 18 districts...
ମମିତା ଘଟଣାର ନିରପେକ୍ଷ ତଦନ୍ତ ହେଉନାହିଁ
ଭୂବନେଶ୍ୱର: ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସଠିକ ଭାବେ ହେଉନାହିଁ । ଏପର୍ଯ୍ୟନ୍ତ ସେ ଘଟଣାଟି ରହସ୍ୟମୟ ହୋଇ ରହିଛି । ଘଟଣାରେ କେବଳ ଗୋବିନ୍ଦ ସାହୁ ଏବଂ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବାବେଳେ ବହୁ ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ପୋଲିସର ତଦନ୍ତ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି । କ୍ରାଇମ ସିନ୍ ରିକ୍ରିଏସନକୁ ଗଣମାଧ୍ୟମରେ ପ୍ରକାଶ କରାଯାଇ ତଦନ୍ତ ପ୍ରକ୍ରିୟାର ଗୋପନୀୟତାକୁ ରକ୍ଷା କରାଯାଇନାହିଁ । ତଦନ୍ତ ପ୍ରକ୍ରିୟାରେ ଯାହା ହେବା କଥା, ତାହା ନକରାଯାଇ ବିଭ୍ରାନ୍ତ...
ବେସାହାରା ପ୍ରାଣୀଙ୍କ ପାଇଁ ଜୀବ ମଙ୍ଗଳ ଯୋଜନା
ଭୁବନେଶ୍ୱର : ବୁଲା ଓ ବେସାହାରା ପ୍ରାଣୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ନୂତନ ଜୀବ ମଙ୍ଗଳ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାଗୁଡ଼ିକ ସ୍ଥାନୀୟ ସଂସ୍ଥା, ଜିଳ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି , ଜୀବ ମଙ୍ଗଳ କାର୍ଯ୍ୟକ୍ରମ ସହ ଜଡ଼ିତ ସେ୍ୱଚ୍ଛାସେବୀ ବେସରକାରୀ ସଂଗଠନ ଏବଂ ରାଜ୍ୟ ଜୀବ ମଙ୍ଗଳ ପରିଷଦର ସମନ୍ୱୟରେ କାର୍ଯ୍ୟକାରୀ ହେବ ବୋଲି କୃଷି ଓ କୃଷକ ସଶକ୍ତିକରଣ,...
ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ମନୋନୀତ
ଭୁବନେଶ୍ୱର : ଓଡ଼ିଆ ସିନେମା ନିର୍ଦ୍ଦେଶକ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର "ତିନ ଅଧ୍ୟାୟ' ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆ ଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି । ଏହି ଚଳଚିତ୍ରଟି ଇଣ୍ଡିଆନ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବ । ଏହି ଚଳଚିତ୍ର ମହୋତ୍ସବ ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା...
10 Villages To Turn Nutri Smart
Bhubaneswar: As many as 10 villages of Odisha have been included under the Union Government’s “Nutrition Smart Village” program launched to strengthen the Poshan Abhiyan. As part of Azadi Ka Amrit Mahotsav, to commemorate the 75th year of Independence of India, Union Agriculture Minister Narendra Singh Tomar launched the Nutrition Smart Village initiative to reach out to 75 villages across...
State Care For Industries
Bhubaneswar: In accordance with the Chief Minister Naveen Patnaik’s vision to make Odisha the manufacturing hub of the East, Principal Advisor to Chief Minister Asit Tripathy led the ‘Industry care’ meeting with the industries and MSME units operating in the Angul and Dhenkanal districts to solve several issues and concerns related to land, power and logistics. Senior officials from the...
Shelter For Stray Animals
Bhubaneswar: In order to provide adequate safeguards for stray and destitute animals, the State Government has launched a scheme to provide capital grant for establishment of new Cattle Shelter Houses/Goshalas in the State. The Fisheries & Animal Resources Development Department has launched the new schemes which will be implemented in close coordination with Urban Local Bodies (ULBs), District Society...
CM Opens Transformed School
Bhubaneswar: Chief Minister Naveen Patnaik on Thursday inaugurated 142 transformed high schools of five districts through video conferencing mode. The high schools have been transformed with modern state-of-the-art infrastructure and facilities under the 5T initiative, School Transformation Programme. In the first phase, 1075 schools in 30 districts of the state have been transformed, of which 50 schools of Hinjili constituency have...
ନକଲି ମଦ ବିରୋଧି ଅଭିଯାନକୁ ବଡ ସଫଳତା
ଭୁବନେଶ୍ୱର : ନକଲି ବିଦେଶୀ ମଦ ବିରୁଦ୍ଧରେ ଅବାକାରୀ ବିଭାଗ ଅଭିଯାନ ଆରମ୍ଭ କରିଥିବାବେଳେ ଏହାକୁ ଏକ ବଡ ସଫଳତା ମିଳିଛି । ଗତ କାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଖୋରଧା ବସଷ୍ଟାଣ୍ଡ ନିକଟରୁ ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଲେବୁଲ ଲାଗିଥିବା ନକଲି ବିଦେଶୀ ମଦ ଜବତ କରିଛି । ଅବକାରୀ ଗୁଇନ୍ଦା ସୂଚନା ଆଧାରରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ସଂଧ୍ୟା ସମୟରେ ଟାଉନ୍ ପୁଲିସ୍ ସହାୟତାରେ ଚଢାଉ କରି ବିପୁଳ ପରିମାଣରେ ମଦ ସହିତ ଗଣେଶ ସାହୁ ନାମ...








