Honor For Vet Sc Doyens
Bhubaneswar: Doyens of veterinary science were felicitated on the Teachers’ Day at a function organised by the upcoming Institute of Veterinary Sciences and Animal Husbandry, proposed faculty of veterinary sciences of SOA, here on Monday. The veteran professors of the discipline were delighted at the SOA decision to set up the institute saying Odisha needed to have a second such...
ପ୍ରତିଷ୍ଠିତ ପଶୁ ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ ପକ୍ଷରୁ ଗୁରୁ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ନେଇ ଗୋଟିଏ ସରକାରୀ ଅନୁଷ୍ଠାନ ରହିଥିବା ବେଳେ ସୋଆ ପକ୍ଷରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ ଭଳି ଅନୁଷ୍ଠାନ ଆରମ୍ଭ କରିବା ନେଇ ବିଶିଷ୍ଟ ପ୍ରଫେସରମାନେ ଆନନ୍ଦ...
Rousing Welcome For Naveen
Bhubaneswar: A rousing welcome has been given to Chief Minister Naveen Patnaik at his arrival here on Tuesday from New Delhi. Over 50,000 BJD workers and supporters gathered here at Biju Patnaik International Airport have given a grand reception to their supreme leader for receiving lifetime achievement award from New Delhi-based Capital Foundation. Big cutouts, posters, and banners were put up...
ବନ୍ୟା ପ୍ରଭାବିତଙ୍କୁ ସୌର ଲଣ୍ଠନ
ଭୁବନେଶ୍ୱର : ଯୋଗଦା ସତ୍ସଙ୍ଗ ସୋସାଇଟି ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ୍ ଓ ନିମାପଡା ବ୍ଲକ୍ର ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ବନ୍ୟା ସହାୟତାଭାବେ ସୌର ଲଣ୍ଠନ (ସୋଲାର ଲାଇଟ୍) ବଣ୍ଟନ କରାଯାଇଛି । ୧୯୧୭ ମସିହାରେ ପ୍ରତିଷ୍ଠିତ ଏବଂ ଶ୍ରୀ ଶ୍ରୀ ପରମହଂସ ଯୋଗଦାନନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ଏହି ସୋସାଇଟିର ସଦସ୍ୟ ଓ ଭକ୍ତ ବୃନ୍ଦମାନେ ପୁରୀ ଜିଲ୍ଲାର ୭ ଟି ବନ୍ୟା ପ୍ରଭାବିତ ଗ୍ରାମରେ ଏହା ବଣ୍ଟନ କରିଥିଲେ । ଗାପ ବ୍ଲକ୍ର ଭିତରଡାଳିଗାଁ, ଆଳେଇ, ରାହାଙ୍ଗ୍ଗୋରଡା, ଓଲଣ୍ଡି,...
ଶ୍ରମିକ କଲ୍ୟାଣ ଯୋଜନାରୁ ଲାଭ ମିଳିଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ୮ ବର୍ଷ ମଧ୍ୟରେ ଶ୍ରମିକ ବର୍ଗଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିଏ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏସବୁ ପ୍ରୟାସର ସୁଫଳ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ । ଏକ ବିଶ୍ଲେଷଣ ମାଧ୍ୟମରେ ଶ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ଅନେକ ପ୍ରୟାସ ଶ୍ରମିକଙ୍କୁ...
ସରକାରୀ ବିଭାଗରେ ଏଣିକି ଇଭି
ଭୁବନେଶ୍ୱର : ଜୀବାଷ୍ମ ଇନ୍ଧନର ସଂରକ୍ଷଣ ପାଇଁ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ବିଦ୍ୟୁତ୍ ଚାଳିତ ଗାଡି ବ୍ୟବହାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରକାରୀ ବିଭାଗ ଓ ଅନ୍ୟ ସରକାରୀ ସଂସ୍ଥାରେ ବିଦ୍ୟୁତ୍ ଚାଳିତ ଗାଡି ପାଇଁ ଭଡା ସ୍ଥିର ଲାଗି ପଦକ୍ଷେପ ନିଆଯାଉଛି । ବଜାରକୁ ଆସିଥିବା ବିଭିନ୍ନ ବର୍ଗର ବିଦ୍ୟୁତ୍ ଚାଳିତ ଯାନ ବିଶେଷକରି ଟାଟା ନେକ୍ସନ, ଟାଟା ଟିଗୋର, ଟାଟା ଏକ୍ସପ୍ରେସ-ଟି, ହୁଣ୍ଡାଇ କୋନା, ଏମଜି ଜେଡ୍ଏସ୍ର ବିଦ୍ୟୁତ୍...
ଅଧୀକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ମୁଖ୍ୟ ଦାୟିତ୍ୱ
ଭୁବନେଶ୍ୱର : ପ୍ରଥମ ଥର ପାଇଁ କ୍ଷୁଦ୍ର ଜଳସେଚନ ଡିଜିଜନର ମୁଖ୍ୟ ଭାବେ ନିର୍ବାହୀ ଯନ୍ତ୍ରୀଙ୍କ ବଦଳରେ ଅଧୀକ୍ଷଣ ଯନ୍ତ୍ରୀ ରହିବେ । ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ମର୍ମରେ କ୍ଷୁଦ୍ର ଜଳସେଚନ କ୍ୟାଡରରେ ପୁର୍ନଗଠନ କରାଯାଇଛି ଏବଂ ତଦନୁଯାୟୀ ଏଣିକି ଅଧୀକ୍ଷଣ ଯନ୍ତ୍ରୀମାନେ ସମସ୍ତ ୩୦ଟି କ୍ଷୁଦ୍ର ଜଳସେଚନ ଡିଭିଜନର ମୁଖିଆ ଦାୟିତ୍ୱ ତୁଲାଇବେ । ବିଭିନ୍ନ ଇଞ୍ଜିନିୟରିଂ ବିଭାଗର କାର୍ଯ୍ୟଭାର ବୃଦ୍ଧିପାଇବା, ପଦୋନ୍ନତି, କାର୍ଯ୍ୟଦକ୍ଷତା ଆଦିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ଇଞ୍ଜିନିୟରିଂ ସେବା (ଓଇଏସ୍) ଅଧିନରେ ଥିବା...
State To Hire EVs
Bhubaneswar: Moving a step forward to protect the environment from fossil fuels, the State Government has initiated a process to hire electric vehicles (EV)s for its use in different departments and agencies for official work. According to official sources, the Department of Finance has taken steps for fixation of hiring charges of electric vehicles to be engaged/hired for official use...
ଘୋଷଣା ହେଲା ପିଏମ-ଶ୍ରୀ ଯୋଜନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍ସ୍ ଫର୍ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ । ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ । ଶ୍ରୀ ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା...
SEs To Head Divisions
Bhubaneswar: For the first time Superintendent Engineers will be heading Minor Irrigation Divisions instead of Executive Engineers. Department of Water Resources has restructured Minor Irrigation Cadre and according to the restructured system, now onwards Superintendent Engineers will head all 30 Field Minor Irrigation Divisions. Keeping in view of the increasing workload, the stagnation in promotion and the resultant erosion in productivity...







