Puri Rail Station@World Class Transit Hub

Bhubaneswar: On the very day new Union Minister for Railways Ashwini Vaishnaw assumed charge, Rail Land Development Authority (RLDA) said that the railway station at pilgrim city Puri will be redeveloped as a World Class Transit Hub. The RLDA, a statutory authority under the Ministry of Railways for the development of railway land, has invited bids for the redevelopment of...

ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ଲେକଚର

ଭୁବନେଶ୍ୱର : କୋଭିଡ୍‌-୧୯ ସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଇ-ଲେକ୍‌ଚର ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଇ-ଲେକ୍‌ଚର ମାଧ୍ୟମରେ ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ଏବଂ ଏହା ଶିକ୍ଷାଦାନ ପଦ୍ଧତିକୁ ଅଧିକ ସୁଦୃଢ଼ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ସାହୁ ଇ-ଲେକ୍‌ଚରକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ...

ବର୍ଷ-ତମାମ ଇକୋ-କଟେଜ ସୁବିଧା

ଭୁବନେଶ୍ୱର : ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ସୁବିଧା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା ଏବଂ ନିତୀଗତ ନିଷ୍ପତ୍ତି ହୋଇଛି । ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବର୍ଷ-ତମାମ ଇକୋ-କଟେଜ ନିର୍ମାଣ ଓ ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟରେ ବର୍ଷ-ତମାମ...

State Plans Massive Urban Infra

0

Bhubaneswar: Odisha Government has planned to scale up infrastructure development in the Urban Zones of the State in a big way. Department of Housing and Urban Development has taken such a step forward to make Chief Minister’s vision of “Healthy Odisha-Happy Odisha” into a reality. In this regard H&UD Department has asked all the Collectors, Municipal Commissioners, PD-DUDAs, EOs and Engineers...

Portal For UG e-Learning

Bhubaneswar: The State Government has launched a web portal for online teaching of undergraduate (UG) courses of State public universities under the Rashtriya Uchchatar Shiksha Abhiyan (RUSA). Higher Education Minister Arun Sahoo launched the portal: vtputkal.odisha.gov.in here on Thursday. The portal was developed by DDCE, Utkal University. “For the time being, e-lecture on core papers of Physics, Chemistry, Zoology, Biology, Political Science, Odia,...

Union Minister Ashwini Vaishnaw Takes Charge

New Delhi: Ashwini Vaishnaw, Union Minister for Railways, Communication, Electronics & Information Technology, assumed office in Rail Bhavan followed by Electronics Niketan & Sanchar Bhavan here on 8 July, 2021 Mr.Vaishnaw born in 1970 is a Member of Rajya Sabha from Odisha.  As an IAS Officer of 1994 Batch he served the people of Sundergarh, Balasore, Cuttack and Goa.  He...

Centurion Varsity Bags Excellence Award

Bhubaneswar; Centurion University of Technology and Management (CUTM)  one of the leading universities of Odisha have been appreciated for its exceptional and continuous efforts during COVID-19 Pandemic. Appreciation showered on CUTM at the Ceremony of Education Excellence Award 2021, which was organised by Zee Odisha Media recently. Different educational institutes those who have contributed successfully in the upliftment of education during...

ଜିଲ୍ଲାସ୍ତରରେ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କର

ଭୁବନେଶ୍ୱର : ଆଜି ଭର୍ଚୁଆଲ ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ କରୋନା ମହାମାରୀର ଭୟାବହତା ସତ୍ତେ୍ୱ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀମାନେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, ବହିରାଗତ ଶ୍ରମଜୀବୀମାନଙ୍କର ଯିବାଆସିବା, କରୋନା ଟୀକାକରଣ ଆଦି ସମସ୍ତ କ୍ଷେତ୍ରରେ ଓତଃପ୍ରୋତ ଭାବେ ଜଡ଼ିତ ରହି ଗଣମାଧ୍ୟମକୁ...

Odisha Plans Eco-Cottages

0

Bhubaneswar: Taking cue from a successful initiative of Tent City Narmada in Gujarat, Odisha Government has now started the process for setting up year-round eco-cottages at selected destinations. Feasibility of developing such facilities at Hirakud, Baliput (Satkoshia), Paradeep, Dringibadi, Pati Sonapur and Koraput was discussed at length in a meeting chaired by Chief Secretary S C Mahapatra..  It was decided to...

ଦୈନିକ ୫୦ଉପରେ ମୃତ୍ୟୁ ଟ୍ରେଣ୍ଡ୍‍ ଜାରି

0

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁର ଟ୍ରେଣ୍ଡ୍‍ ୫୦ ଉପରେ ଜାରି ରହିଛି । ଗତ ଚାରିଦିନ ଧରି ଏହି ଧାରା ବଜାୟ ରହିବା ଫଳରେ ରାଜ୍ୟରେ ୨୨୯ଜଣଙ୍କ ଜୀବନ ଯିବା ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୪୪୧୫ ରେ ପହଞ୍ଚିଛି । ଗତ ୫ ତାରିଖରେ ପ୍ରଥମଥର ପାଇଁ ରାଜ୍ୟରେ ୫୨ଜଣ ମୃତ୍ୟୁ ତାଲିକା ଜାରି ହୋଇଥିବାବେଳେ ୬ତାରିଖରେ ୫୧, ସାତ ତାରିଖରେ ୫୯ ଓ ଆଜି ୫୭ ଜଣଙ୍କ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଗତକାଲି ଗୋଟିଏ...