ପଦୋନ୍ନତିରେ ସଂରକ୍ଷିତ ପ୍ରାର୍ଥୀଙ୍କୁ ଉପେକ୍ଷା

ଭୁବନେଶ୍ୱର : ସାମ୍ବିଧାନିକ ବିଧି ବ୍ୟବସସ୍ଥା ଅନୁଯାୟୀ ସଂରକ୍ଷିତ ବର୍ଗଙ୍କୁ ସ୍ୱାର୍ଥ ସୁରକ୍ଷା ରଖିବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଖୋଦ୍‍ ରାଜ୍ୟ ସଚିବାଳୟରେ ଆଇନର ତ୍ରୁଟିପୂର୍ଣ୍ଣ ତର୍ଜମା ଯୋଗୁଁ ସଂରକ୍ଷିତ ବର୍ଗର ଅନେକ କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଘେନି ଗୁରୁତର ଅଭିଯୋଗ ଆସିଛି । ତେବେ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ଏଯାବତ ମିଳିନାହିଁ । ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ମାର୍ଗ ନିର୍ଦ୍ଦେଶିକା ମୁତାବକ ଅଣସଂରକ୍ଷିତ ପଦପଦବୀ ଗୁଡିକ ଲାଗି ସଂରକ୍ଷିତ ବର୍ଗର...

ବ୍ଲକକୁ ଯାଉନାହାନ୍ତି ଆକାଉଣ୍ଟ ଅଫିସର

ଭୁବନେଶ୍ୱର : ବ୍ଲକରେ ନିଯୁକ୍ତି ପାଇଥିବା ଆକାଉଣ୍ଟ ଅଫିସରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ପ୍ରାୟ ମାସେ ହେଲା ଏ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟରେ ଯୋଗଦେବାକୁ ଅମଙ୍ଗ । ବିଭିନ୍ନ ବିକାଶମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ଏଠାରେ ଆକାଉଣ୍ଟସ ଅଫିସରଙ୍କର ଗୁରୁଦାୟିତ୍ୱ ରହିଛି । କାରଣ ଗୋଟିଏ ଗୋଟିଏ ବ୍ଲକରେ ବର୍ଷକୁ ଶହ ଶହ କୋଟି ଟଙ୍କାର କାର୍ଯ୍ୟ ହେଉଛି । ହେଲେ ଏବେ...

800CR KALIA Funds Released

Bhubaneswar: Chief Minister Naveen Patnaik Tuesday said that Odisha’s farmers played an important role in food security not only in the state but across the country. "Farmers are the mainstay of our economy. Our farmers have played an important role in food security not only in Odisha but across the country,” he said distributing Rs 800 crore Krishak Assistance for...

ଏପ୍ରିଲରେ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦନ

0

ନୂଆଦିଲ୍ଲୀ : ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ଏହା ବ୍ୟତୀତ ନିଜସ୍ୱ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍ । କୋଇଲା ମନ୍ତ୍ରଣାଳୟର...

Exports Rise Over 24.22 %

New Delhi: India has achieved monthly value of merchandise export in April 2022 amounting USD 38.19 billion, an increase of 24.22% over USD 30.75 billion in April 2021. Santosh Sarangi, Director General Foreign Trade has reviewed details with officials of DGFT. Value of non-petroleum exports in April 2022 was 30.46 USD billion, registering a positive growth of 12.32% over non-petroleum exports...

ଅକ୍ଷୟ ତୃତୀୟାରେ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା  ଝାରସୁଗୁଡା  ବ୍ୟତୀତ ରାଜ୍ୟର  ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ...

Plea On Lawmaker Arrest

0

Bhubaneswar: A delegation of State BJP led by party chief whip Mohan Majhi on Tuesday sought intervention of Governor Ganeshi Lal on arrest of party MLA Subash Chandra Panigrahi and requested him to withdraw the ‘false case’. Notably, Deogarh MLA Mr.Panigrahi was arrested on Sunday morning for allegedly assaulting Tileibani BDO Krushna Chandra Dalapati. Speaking to media persons after meeting the...

More Time For PAR

The State Government has revised the datelines for processing of online Personal Appraisal Report (PAR) by Group-A & B officers of the State through HRMS. The General Administration and Public Grievance (GA&PG) Department has recently issued a circular to all Additional Chief Secretaries, Principal Secretaries, Secretaries and Special Secretaries of all Departments. The last date for submission of the Self Appraisal...

Chariot Making Begins

0

Puri: 'Ratha Anukula’ ritual marking the beginning of construction of chariots for the annual Rath Yatra of Lord Jagannath and his siblings Lord Balabhadra and Devi Subhadra commenced here on Tuesday on the special occasion of Akshay Tritiya. This year, the Rath Jatra will commence from 1 July. As per the tradition, the designated servitors of the 12th century Shrine...

ସମ୍ ହସ୍ପିଟାଲରେ ମେଡିକାଲ ଏଜୁକେଶନ ବିଭାଗ ଉଦ୍‌ଘାଟିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋମବାର ମେଡିକାଲ୍ ଏଜୁକେଶନ ବିଭାଗ ଉଦ୍‌ଘାଟିତ ହୋଇଯାଇଛି । ଜାତୀୟ ମେଡିକାଲ୍ କମିଶନ୍ ନିୟମାବଳୀ ଅନୁଯାୟୀ ଏହି ବିଭାଗକୁ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି । ଏହି ବିଭାଗକୁ ସୋଆର ପ୍ରୋ-ଚାନ୍‌ସେଲର ତଥା ଆଇଏମ୍‌ଏସ୍ ଡିନ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟିତ କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ଏଜୁକେସନ୍...