DGP Airlifts Injured Jawans
Bhubaneswar: Director General of Police (DGP) Abhay changed his schedule en route and diverted his chopper to airlift two jawans sustained bullet injury during an anti-Maoist operation. This morning, DGP Abhay along with Director Intelligence, IG Operation and DIG (SIW) was on his tour to Malkangiri and Koraput districts to review anti-LWE work. As soon as the DGP reached Sunabeda...
ସମାଧାନ ହୋଇପାରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସମସ୍ୟା
ଭୁବନେଶ୍ୱର : ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଖାପାଖି ଅଧା ଶିକ୍ଷକ ପଦବୀ ଖାଲିପଡିଛି । ଶିକ୍ଷକ ଅଭାବରୁ ଶିକ୍ଷାଦାନ ଗୁରୁତର ଭାବେ ବର୍ଷ ବର୍ଷ ଧରି ବ୍ୟାହତ ହେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱ ଗ୍ରହଣ କରିବାପରେ ଏହି ସମସ୍ୟା ଶୀଘ୍ର ସମାଧାନ ହୋଇପାରିବ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲ ଆଶା ପ୍ରକାଶ କରୁଛନ୍ତି । ଓଡିଶାରେ ଏବେ ଭୁବନେଶ୍ୱର ନିକଟରେ ଆଇଆଇଟି, ନାଇଜର, ଜୀବ ବିଜ୍ଞାନ ପ୍ରତିଷ୍ଠାନ,...
ଓଏସ୍ଡିଙ୍କ ପୁନଃ ନିଯୁକ୍ତିକୁ ବିରୋଧ
ଭୁବନେଶ୍ୱର : ଅବସର ପରେ ଓଏସ୍ଡି ଭାବେ ନିଯୁକ୍ତି ପାଇଥିବା ଜଣେ ଅଧିକାରୀଙ୍କ ଦୁଇ ଦୁଇଥର ଚାକିରି ଅବଧି ବୃଦ୍ଧି ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଲୋକସେବାଭବନରେ ଦେଖାଦେଇଛି ଅସନ୍ତୋଷ । ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟ ବିରୁଦ୍ଧରେ ସଚିବାଳୟ ସେବା ସଂଘର ସଦସ୍ୟମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗୃହ ବିଭାଗର ଅତିରିକ୍ତ ସଚିବ ପାହ୍ୟାର ଜଣେ ଅଧିକାରୀ ୨୦୨୦ ମସିହାରେ ଅବସର ଗ୍ରହଣ କରିବାପରେ ରାଜ୍ୟ ସରକାର ତାଙ୍କୁ ସେହି ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି ଦେଇଥିଲେ ।...
Singh; New IGP HQ
Bhubaneswar: Odisha Government on Friday effected few changes in the IPS cadre, while appointing 1998 Batch IPS Suresh Singh Dev Datta Singh as IGP State Police Headquarters. Mr.Singh, who was serving as IGP Central Industrial Security Force (CISF) Headquarters New Delhi has successfully completed his Central Deputation and recently returned to the State.Mr.Singh has brought lot of experience in serving...
Vax For Mentally Ill
Bhubaneswar: The State Government once again on Friday issued instructions to district Collectors and Municipal Commissioners to ensure vaccination of mentally ill persons on priority basis. In a letter, Additional Chief Secretary (ACS), Health and Family Welfare, PK Mohapatra directed the District and Municipal Administrations to set up Near to Home Covid Vaccination Centre (NHCVC) for vaccination of Mental Health...
Special Assistance For NREGA Workers
Bhubaneswar Chief Minister Naveen Patnaik today provided special co-ordinated assistance to the workers engaged in the Mahatma Gandhi National Rural Guaranteed Employment Scheme in the state. The workers, who worked during the three months from April to June, were paid an additional 50 rupees per day. It is credited to the beneficiary's bank account. As a result, each worker...
କୃଷି ବିଭାଗ ଗଠନ କଲା ଯାଞ୍ଚ ସ୍କ୍ୱାଡ୍
ଭୁବନେଶ୍ୱର : ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ...
ମନରେଗା ମଜୁରି ଆଉ ୫୦ ଟଙ୍କା ବଢିଲା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ଯେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଗଲା। ଏହା ହିତାଧିକାରୀଙ୍କ ବ୍ଯାଙ୍କ ଆକାଉଣ୍ଟ ରେ ଜମା କରାଗଲା ।...
ଅଖିଳେଶ୍ୱର ହେଲେ ଜଗତ୍ସିଂହପୁର ଏସ୍ପି
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଥିବାବେଳେ ୨୦୦୯ ବ୍ୟାଚ୍ ଆଇପିଏସ୍ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସ୍ପି ଭାବେ ବଦଳି କରିଛନ୍ତି । ଶ୍ରୀ ସିଂହ ଏସଓପି କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଉଥିଲେ । ଜଗତ୍ସିଂହପୁର ଏସ୍ପି ଥିବା ୨୦୦୮ ବ୍ୟାଚ୍ ଆଇପିଏସ୍ ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍ ଆଇପିଏସ୍ ଏସ୍. ଦେବ ଦତ୍ତ ସିଂହଙ୍କୁ ପୁଲିସ୍ ମୁଖ୍ୟାଳୟରେ ଆଇଜି ପାହ୍ୟାରେ ନିଯୁକ୍ତି ଦିଆଯାଇଛି । ୨୦୧୩...
ବିଧାନସଭା ପରିସରରେ ଓଟିଡିସି କ୍ୟାଣ୍ଟିନ
ଭୁବନେଶ୍ଵର : ବିଧାନସଭା ପରିସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ତରଫରୁ ଏକ ଉନ୍ନତ ମାନର କ୍ୟାଣ୍ଟିନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ସଙ୍କ୍ରାନ୍ତରେ ଆଜି ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ନିଗମ କର୍ତ୍ତୃପକ୍ଷ ଏବଂ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୁଲଭ ମୂଲ୍ୟରେ ବିଧାନସଭା କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ନିଗମ ତରଫରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା ସଚିବାଳୟ ତରଫରୁ କ୍ୟାଣ୍ଟିନ ପାଇଁ ଆବଶ୍ୟକୀୟ ଗୃହ,...