ଖରା କମିଲେ ବିଜେଡି ବିରୋଧ କରିବ
ଭୁବନେଶ୍ୱର : ଖରା ପ୍ରକୋପ କମିଲେ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ଜୋରଦାର ଆନ୍ଦୋଳନ କରିବ । ଆଜି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବଢିବାପରେ ଏହି ସୂଚନା ଦେଇଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଗ୍ୟାସ ଦର ବୃଦ୍ଧି ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଏଭଳି ଦରବୃଦ୍ଧି ରାଜ୍ୟର ଖାଉଟିମାନଙ୍କୁ ବାଧିଛି । ଏହା କେନ୍ଦ୍ର ସରକାରଙ୍କର ଜନମାରଣ ନୀତି । ଏହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ।...
NHAI Gets DM Notice
Baripada: District Magistrate and Chairman of Regional Transport Authority, Mayurbhanj Vineet Bhardwaj on Saturday slapped a show-cause notice on the Project Director, National Highway Authority of India (NHAI), Balasore for remaining absent at a District Road Safety meeting recently. The DM slapped the notice on PD NHAI for remaining absent in District Road Safety Meeting and non-maintenance of NH properly. The...
State Reconstitutes DRSC
Bhubaneswar: As part of its aggressive action to minimize road mishap and fatalities, the Government on Saturday reconstituted the District Road Safety Committee (DRSC) by involving more stakeholders and expanding its role and responsibilities. Bishnupada Sethi, Principal Secretary Commerce & Transport has issued the notification this Saturday. As per a notification issued by Principal Secretary Commerce & Transport, the District Collector...
୮ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନେ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ, ଯେଉଁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮ ତାରିଖ ଶୁଦ୍ଧା ଫେରି ଆସିବାକୁ ସତର୍କ କରିଦେଇଛନ୍ତି । କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ...
SUMUM Doc Gets GARC Award
Bhubaneswar: Dr. Banambar Ray, Head of the department of Critical Care at SUM Ultimate Medicare (SUMUM), has been honoured with the Distinguished Mentor Award at the Ganga Anaesthesia Refresher Course (GARC) special ceremony held on May 5. Dr. Ray received the award, instituted for the first time, at a special program organised at Ganga Hospital at Coimbatore. This is said...
No Landfall Of Cyclone; IMD
Bhubaneswar: India Meteorological Department (IMD) has announced that the cyclonic storm brewing in the Bay of Bengal will not make landfall in either Odisha or Andhra Pradesh but will move parallel to the coast. This will recurve north-north-eastwards and move towards northwest Bay of Bengal after nearing the North Andhra-Odisha coast, IMD Director General Mrutyunjay Mohapatra said. "The well-marked low-pressure area...
Boost For World Skills Competition
Bhubaneswar: The Odisha Government will put the best resources available towards training the winners of India Skills Competition for the World Skills Competition, Chief Minister Naveen Patnaik said here on Saturday. Felicitating the 59 students who excelled at the India Skills Competition-2021 held in New Delhi in January this year, he said, “Winning is a habit; so is excellence. I...
ସମ୍ମମର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ସମ୍ମାନିତ
ଭୁବନେଶ୍ୱର : ସମ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଗତ ମେ ୫ ତାରିଖ ଦିନ ଗଙ୍ଗା ଆନେସ୍ଥେସିଆ ରିଫ୍ରେଶର କୋର୍ସ (ଗାର୍କ)ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନଜନକ ମେଂଟର ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି । କୋଏମ୍ବାଟୁର ସ୍ଥିତ ଗଙ୍ଗା ହସ୍ପିଟାଲ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡାକ୍ତର ରାୟ । ଆନେସ୍ଥେସିଆରେ ପ୍ରଥମ ଥର ପାଇଁ ଏହି ଆୱାର୍ଡ ଦିଆଯାଇଛି । ଡାକ୍ତର ରାୟଙ୍କ ସମେତ ଅନ୍ୟ ଚାରି ଜଣ ଡାକ୍ତରଙ୍କୁ ମଧ୍ୟ ଏହି...
ଶିଶୁ ସୁରକ୍ଷା ସହଯୋଗୀଙ୍କ ନିମନ୍ତେ କର୍ମଶାଳା
ଭୁବନେଶ୍ୱର : ଶିଶୁ ସୁରକ୍ଷା ସହଯୋଗୀଙ୍କଙ୍କ ନିମନ୍ତେ ସ୍ୱେଚ୍ଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ), ରାଜ୍ୟ ଶିଶୁ ସୁରକ୍ଷା ସମିତି (ଓଏସପିସି) ଓ ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ୟୁନିସେଫ୍ ର ସହାୟତାରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ଜିଲ୍ଲା ସ୍ତରୀୟ କର୍ମଶାଳା ଖୋର୍ଦ୍ଧା ଠାରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳା ରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ, ଜେଜେବିର ସଦସ୍ୟ, ଖୋର୍ଦ୍ଧା ଜିଲ୍ଲା ଡିସିପିୟୁର ସଦସ୍ୟ, ସିସିଆଇର କାଉନସିଲର, ଅଙ୍ଗନବାଡିକର୍ମୀ, ସିଆରସିସି, ବିଆରସିସି ଓ ଏନଜିଓର ସଦସ୍ୟମାନେ...
ପୌରାଞ୍ଚଳରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଓ ପଚାଂୟତିରାଜ ବିଭାଗ ଆବଶ୍ୟକୀୟ ପ୍ରସ୍ତୁତ ରହିବାକୁ ପଚାଂୟତିରାଜ,ପାନୀୟଜଳ,ଆଇନ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ଦୁଇ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଥିବା ପ୍ରକାଶ । ସମସ୍ତ ପୌରାଚଂଳରେ ଖାଲୁଆ ଅଂଚଳରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ ଟି ଜେନ୍ସେଟ୍...









