State GST Cracks Whip
Cuttack: Continuing its drive against the fake invoicing rackets, the State GST Enforcement Wing on Friday nabbed two masterminds for their alleged involvement in availing and passing of bogus ITC worth Rs 115.10 crore on the strength of fake invoices to the tune of Rs 641 crore. The accused have been identified as Gurdit Dang, Managing partner of Tirupati Traders...
୯୫ ପ୍ରତିଶତ ଟିକା ମାଗିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆବଣ୍ଟିତ ଟିକାର ୯୫ ପ୍ରତିଶତ ମାଗିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶାରେ ଟୀକାକରଣ ପ୍ରସଙ୍ଗ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟୀକାକରଣରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆମର ଟିକା ଅପଚୟ ଦେଶରେ ସର୍ବନିମ୍ନ ଅଟେ । ସେ କହିଛନ୍ତି ଯେ, ତଥାପି, ରାଜ୍ୟରେ ଘରୋଇ ଡାକ୍ତରଖାନାଗୁଡ଼ିକର ଉପସ୍ଥିତି କମ୍ ଥିବାରୁ ୨୫% ଟିକା କୋଟାରୁ...
Odisha Asks 95PC Vax Quota
Bhubaneswar: Chief Minister Naveen Patnaik has sought 95 percent vaccine allocation for the State. In a meeting with Prime Minister Narendra Modi and other State Chief Ministers today, CM Mr.Patnaik raised the issue of vaccination in Odisha. The Chief Minister said that Odisha has been performing very well in vaccination and our wastage is among the lowest in the country. He...
Prison Modernization On 5T Mode
Bhubaneswar: While the State Government has approved Action Plan 2021-2022 for modernization of the Prisons as per 5T Charter, Directorate of Prisons and Correctional Services has decided to implement it in a time bound manner. Santosh Upadhyaya, DG Prisons and Correctional Services has held a meeting in the Directorate here on 16 July along with senior officials. Earlier as mandated under...
PM Stresses On 4T for Covid
Prime Minister Narendra Modi stressed on the strategy of Test, Track, Treat and Teeka (4T)(vaccination) While he interacted with Chief Ministers of Odisha, Tamil Nadu, Andhra Pradesh, Karnataka, Kerala and Maharashtra and to discuss Covid related situation, Union Home Minister, Health Minister were also present in the meeting. The Chief Ministers thanked the Prime Minister for lending all possible help and...
ପାଞ୍ଚ ହଜାର ମୁହାଁ କରୋନା ମୃତ୍ୟୁ
ଭୁବନେଶ୍ୱର : ଲଗାତାର ୬ଦିନ ଧରି ୬୦ଉପରେ ରହୁଥିବା କରୋନା ମୃତ୍ୟୁ ଏବେ ୫ହଜାର ମୁହାଁ ହୋଇଛି । ରାଜ୍ୟରେ ଆଉ ୬୪ଜଣଙ୍କ ମୃତ୍ୟୁ ସହିତ ମୋଟ୍ ମୃତ୍ୟୁସଂଖ୍ୟା ୪୯୨୫ରେ ପହଞ୍ଚିଛି । ଦୈନିକ ମୃତ୍ୟୁର ଏହି ଧାରା ଜାରି ରହିଲେ ଦିନେ ଦୁଇ ଦିନ ମଧ୍ୟରେ ଏହା ୫ହଜାରକୁ ଅତିକ୍ରମ କରିବାର ଆଶଙ୍କା ଉପୁଜିଛି । ମୃତ୍ୟୁବରଣ କରିଥିବା ୬୪ଜଣଙ୍କ ମଧ୍ୟରେ ଖୋରଧାରୁ ରହିଛନ୍ତି ୨୨ଜଣ । ଖୋରଧା ଜିଲ୍ଲାରେ ଦୈନିକ କରୋନା ମୃତ୍ୟୁ କ୍ଷେତ୍ରରେ ଏହା ସର୍ବକାଳୀନ ରେକର୍ଡ । ଏହି...
ବଜ୍ରପାତ ନେଲାଣି ୯୭୨ ଜୀବନ
ଭୁବନେଶ୍ୱର : ବଜ୍ରପାତ ଏବେ ନୂଆ ବିପତ୍ତି ଭାବେ ଉଭା ହୋଇ ଏକାଧିକ ଜୀବନ ନେଉଥିବାବେଳେ ଏଥିରୁ ଲୋକଙ୍କୁ ରକ୍ଷା କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ବଜ୍ରପାତରେ ଆମ ରାଜ୍ୟରେ ଗତ ତିନିବର୍ଷ ମଧ୍ୟରେ ୯୭୨ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ଜଣ ଗୁରୁତର ଆହତ ହୋଇଛନ୍ତି । ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ବଜ୍ରପାତରେ ୯୭୧ଜଣଙ୍କ ଜୀବନ ଯାଇଛି । ଏଥି ମଧ୍ୟରେ ୨୦୧୯-୨୦ ବର୍ଷରେ ସର୍ବାଧିକ ୩୫୭ଜଣ ବଜ୍ରପାତରେ ମରିଥିବାବେଳେ ୨୦୧୮-୧୯ରେ...
ସହଜ ହେଲା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା
ଭୁବନେଶ୍ୱର : ନୂଆ ଆଇନ୍ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଲାଗି ୮୦୦ରୁ ଅଧିକ ସହଯୋଗୀ ଓ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଓଡିଶା ଲୋକସେବା ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଆୟୋଗ ଦ୍ୱାରା ନିଯୁକ୍ତିପାଇଁ ଥିବା ବ୍ୟବସ୍ଥା ବିରୁଦ୍ଧରେ ବିଜେପି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ କେତେକ ଛାତ୍ର ସଂଗଠନ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ସ୍ୱର ଉତ୍ତୋଳନ କରି ଚୁପ୍ହୋଇ ବସିଯିବା ପରେ ଏବେ ନିଯୁକ୍ତି ପ୍ରକ୍ରିୟା ସହଜ...
Covid Aid For Construction Workers
Bhubaneswar: The poor have every right to live with dignity and no one can deprive them of their rights, Chief Minister Naveen Patnaik said on Thursday. This was stated by Patnaik at a function organized by video conferencing to disburse Covid assistance to the construction workers here. Under this package, each registered construction worker received Rs 1,500. Last year, during the...
ସହରାଞ୍ଚଳରେ ଏସ୍ଏଚ୍ଜି ସହଭାଗିତାକୁ ଗୁରୁତ୍ୱ
ଭୁବନେଶ୍ୱର : ସହରାଞ୍ଚଳ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକରେ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି) ସହଭାଗିତାକୁ ମଝବୁତ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଓ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇଥିଲେ । ପ୍ରମୁଖ ସଚିବ...