ବିଜୁଳି କ୍ଷତି ବଢିବାରେ ଲାଗିଛି
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ସରବରାହ ଓ ବଣ୍ଟନ ଜନିତ କ୍ଷତି ବଢିବାରେ ଲାଗିଛି । ବିଗତ ତିନି ବର୍ଷର କ୍ଷତି ଆଧାରରେ ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିବା ଉତ୍ତରରୁ ଏହା ଲକ୍ଷ୍ୟ କରାଯାଇଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ୨୦୧୯-୨୦ବର୍ଷରେ ଟିପିସିଓଡିଏଲ୍ର ପରିବହନ ଓ ବଣ୍ଟନ ଜନିତ ବିଦ୍ୟୁତ୍ କ୍ଷତି ୨୩.୧୫ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୫.୯୦ ପ୍ରତିଶତରେ ପହଞ୍ଚିଛି ।...
ସମ୍ମମରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି । ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍ ଭିତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ ଓଡ଼ିଶାରେ ସମ୍ମମ୍ ଚିକିତ୍ସା ପର୍ଯ୍ୟଟନର ନୂଆ ସମ୍ଭାବନା ସୃଷ୍ଟି କରିଛି । ଇରାକ ବାସିନ୍ଦା ୭୭ ବର୍ଷୀୟ ହାସୁନ୍ ଓଏଦ୍ ଓଗ୍ଲା ଅଲ୍-ସାଦାୱି ସେଂଟ୍ରାଲ୍ ସ୍କଲ୍ବେସ୍ ଓଷ୍ଟିଓମାଇଲାଇଟିସ ବ୍ୟାଧିରେ ପୀଡ଼ିତ ଥିବା ବେଳେ ତାଙ୍କ...
Cyclone May Hit Puri
Bhubaneswar: The path of cyclone Jawad projected by India Meteorological Department (IMD) shows that it is very likely to cross the Odisha coast in Puri district from a close distance. As per the latest bulletin of IMD, the cyclone is likely to make landfall by December 5 noon before recurving north, north-east and heading towards West Bengal and Bangladesh. However,...
IREDA Pacts with THDCIL
New Delhi: To provide its techno-financial expertise in developing Renewable Energy projects, Indian Renewable Energy Development Agency Ltd. (IREDA) today signed a Memorandum of Understanding (MoU) with THDC India Ltd (THDCIL). The MoU was signed by Shri Pradip Kumar Das, Chairman & Managing Director (CMD), IREDA and Shri Rajeev Kumar Vishnoi, CMD, THDCIL Under the MoU, IREDA will undertake Techno-Financial due...
Naveen Breaks Mamita Silence
Bhubaneswar: Following continuous attack by opposition over Mamita Meher murder case inside and outside Assembly, Chief Minister Naveen Patnaik on Friday broke down his silence over the issue and also slammed the opposition for politicizing it. Making a statement in Odisha Legislative Assembly, the Chief Minister said his government is fully committed to ensure justice to Mamita Meher. “The...
ନାଗରିକଙ୍କୁ ସମୟାନୁବନ୍ଧିତ ସେବା ଯୋଗାଣ ପ୍ରଶାସନର ମୂଳ କର୍ତ୍ତବ୍ୟ
ଭୁବନେଶ୍ୱର : ଉତ୍ତମ ପ୍ରଶାସନ (ଗୁଡ ଗଭର୍ନାନ୍ସ୍ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ୍) ନମୁନା ମୋଡ଼େଲ (ଇନିଟିଏଟିଭ୍) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଂଚଳିକ ସମ୍ମେଳନ ଆଜି ରାଜ୍ୟ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରଠାରେ ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ଏହି ସମ୍ମେଳନ ଆୟୋଜିତ ହୋଇଛି । ଏଥିରେ ଭାରତ ଉତ୍ତର-ପୂର୍ବ ଏବଂ ପୂର୍ବାଞ୍ଚର ୧୪ ଟି...
ପୁରୀରେ ମାଡ ହୋଇପାରେ ବାତ୍ୟା
ଭୁବନେଶ୍ୱର : ଓଡିଶା ଉପକୂଳ ମୁହାଁ ହେଉଥିବା ବାତ୍ୟା ଜାୱାଦ ଆସନ୍ତା ୫ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ମାଡ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଡକ୍ଟର ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଥିବାବେଳେ ଏହା ଘଣ୍ଟା ପ୍ରତି ପ୍ରାୟ ୩୨ କିଲୋମିଟର ବେଗରେ ଓଡିଶା ଉପକୂଳ ମୁହାଁ ହେବାରେ ଲାଗିଛି । ବର୍ତ୍ତମାନ ଏହାର ପବନର ବେଗ ଘଣ୍ଟାପ୍ରତି ୭୦...
College Devp Centers Mooted
Bhubaneswar: State Government has rolled out an institutional mechanism-District College Development Facilitation Centers ( DCDFCs) of for development of Higher Secondary and Higher Education Sector. Accordingly, Chief Secretary Suresh Chandra Mohapatra directed the Collectors of all districts to operationalize DCDFCs for addressing the issues requiring administrative support encountered by the colleges. He gave this direction over video conferencing held from Lokseva...
ଓଡିଶାର ଦୁଇ ସ୍ମାର୍ଟ ସିଟି ପାଇଁ ୬୯ ପ୍ରକଳ୍ପ
ନୂଆଦିଲ୍ଲୀ : ସ୍ମାର୍ଟ ସିଟି ଭାବରେ ବିକାଶ ପାଇଁ ମନୋନୀତ ହୋଇଥିବା ଭୁବନେଶ୍ୱର ଏବଂ ରାଉରକେଲାରେ ଦୁଇଟି ସହରରେ ୪,୯୧୮.୫୪ କୋଟି ଟଙ୍କା ମୂଲ୍ୟର ଅତି କମରେ ୬୯ ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ୬୯ ଟି ପ୍ରକଳ୍ପ ମଧ୍ୟରୁ ୩୫୮୮.୩୯ କୋଟି ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଜାରି କରାଯାଇଛି ଏବଂ ୧,୧୧୪.୨୯ କୋଟି ଟଙ୍କା ମୂଲ୍ୟର ୨୩ ଟି ପ୍ରକଳ୍ପ ଶେଷ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୁରୁବାର ଦିନ...
ପୁରୀରେ ବିମାନବନ୍ଦର ପାଇଁ ପ୍ରସ୍ତାବ ଆସିନି
ନୂଆଦିଲ୍ଲୀ : ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ର୍ନିମାଣ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦାଖଲ କରିନାହାଁନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂହ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଦୁଇ ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ଶର୍ମିଷ୍ଠା ସେଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ପୁରୀରେ ନୂତନ ବିମାନବନ୍ଦର ପ୍ରତିଷ୍ଠା ପାଇଁ ର୍ନିଦ୍ଦିଷ୍ଟ ବ୍ୟବସ୍ଥାରେ କୌଣସି ପ୍ରସ୍ତାବ ଗ୍ରହଣ...










