Three Chariots Turn South
Puri: With the completion of ‘Dakshina Moda’ of chariots of Lord Jagannath and his siblings, the rituals for Bahuda Jatra started in the holy town Puri on Saturday. The three chariots parked on the Saradhabali in front of Jay-Bijaya Dwara of Shree Gundicha Temple, facing north since Rath Jatra, are turned towards Jagannath Temple in the south. The rituals began...
Navajyoti Demands Balasore Railways Division
Balasore: Senior Congress leader Navajyoti Patnaik urged newly appointed Railways Minister Ashwini Vaishnaw to set up a new Railway Division in Balasore District, where the latter served as District Collector. “Since Balasore is the commercial capital of Northern Odisha, Railways must consider establishment of a Railway Division in Balasore District. It will help fuel industrial growth and generate employment in...
ଋଣ ବୋଝ ଲଦିଲା କେନ୍ଦ୍ର
ଭୁବନେଶ୍ୱର : ଓଡିଶା ଉପରେ ଆହୁରି ୩୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣଭାର କେନ୍ଦ୍ରୀୟ କର୍ତ୍ତୃପକ୍ଷ ଲଦି ଦେଇଛନ୍ତି । ଜିଏସ୍ଟି କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଏହି ଋଣ ବୋଝ ପାଇଛନ୍ତି । କେନ୍ଦ୍ର ସରକାର ପୂର୍ବରୁ ଜିଏସ୍ଟି କ୍ଷତିପୂରଣ ପାଇଁ ଯେଭଳି ଅନୁଦାନ ଦେଉଥିଲେ ଗତବର୍ଷ ଠାରୁ ତାହା ବନ୍ଦକରି ଦେଇଛନ୍ତି । ଅନୁଦାନ ବଦଳରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଋଣ କରିବାର ସୁଯୋଗ ଦେଉଛନ୍ତି । କେନ୍ଦ୍ର ସରକାର ଗତକାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଜିଏସ୍ଟି କ୍ଷତିପୂରଣ...
ବନ୍ଦ ପାର୍କ ଏବେ ଡେଙ୍ଗୁ ମଶା ପ୍ରଜନନ କେନ୍ଦ୍ର
ଭୁବନେଶ୍ୱର : କରୋନା ଆତଙ୍କ କମିନଥିବାବେଳେ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ଯେଭଳି ବଢି ଚାଲିଛି ତାହା ସାଧାରଣ ଲୋକଙ୍କ ପାଇଁ ଆତଙ୍କର କାରଣ ହେଲାଣି । କରୋନା ବୃଦ୍ଧି ପାଇଁ ଅମାନିଆମାନଙ୍କୁ ଦାୟୀ କରାଯାଉଥିବାବେଳେ ସେମାନଙ୍କୁ ରୋକିବାରେ ପୁଲିସ୍ ଓ ପ୍ରଶାସନକଳ ଏକ ପ୍ରକାର ବ୍ୟର୍ଥ ହେଉଛନ୍ତି । କରୋନାର ପ୍ରଥମ ଲହରବେଳେ ଗତବର୍ଷ କଡା କାର୍ଯ୍ୟାନୁଷ୍ଠାନ ଭୟରେ ଅମାନିଆମାନେ କଟକଣା ଉଲ୍ଲଙ୍ଘନ କରିବାକୁ ସାହସ କରୁନଥିଲେ । ଏବେ କିନ୍ତୁ ପରିସ୍ଥିତି ଠିକ୍ ଓଲଟା । ଡେଙ୍ଗୁ ଏକ...
ତାଳଦଣ୍ଡା କେନାଲର ନବୀକରଣ
ଭୁବନେଶ୍ୱର : ଐତିହାସିକ ତାଳଦଣ୍ଡା କେନାଲର ନବୀକରଣ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ଶେଷ ହୋଇଛି । ଏହା ସାଙ୍ଗକୁ ଏହାର ରୂପ ବଦଳିଛି । ଅତ୍ୟାଧୁନିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସିମେଣ୍ଟ ମିଶ୍ରିତ ସିନ୍ଥେଟିକ୍ ମାଟ୍ରେସ୍ ବ୍ୟବହାର କରାଯାଇ ଏହି ଲାଇନିଂ କାର୍ଯ୍ୟ କରାଯାଇଛି । ତାଳଦଣ୍ଡା କେନାଲ ବହୁ ପୁରାତନ କେନାଲ ମଧ୍ୟରେ ଅନ୍ୟତମ । ବ୍ରିିଟିଶ ଅମଳରେ ତିଆରି କରାଯାଇଥିବା ଏହି କେନାଲ ଐତିହାସିକ କୀର୍ତି ଦୃଷ୍ଟିରୁ ଗୁରୁତ୍ୱ ବହନ କରେ । ହଜାର ବର୍ଷରୁ ଊର୍ଦ୍ଧ୍ୱ କଟକ ସହରର...
State Seeks Vax Success Story
Bhubaneswar: The State Government on Friday urged Collectors to share success stories on Covid-19 vaccination drive in their respective districts. Additional Chief Secretary, Health & Family Welfare, PK Mohapatra has asked Collectors and Municipal Commissioners to share documents related to the success stories with the Director of State Institute of Health & Family Welfare on every Wednesday. The title of...
Offices To Run Full Strength
Bhubaneswar: With the improvement in the Covid-19 situation, the State Government on Friday asked all of its Departments and subordinate offices to function with full strength of employees until further orders. In an order, the General Administration & Public Grievance Department said, “Most of the employees are now fully vaccinated and are required mandatorily to attend office regularly. In case...
କୃଷକଙ୍କୁ ସୂଚନା ଦେବ ‘କିଷାନ ସାରଥୀ’
ନୂଆଦିଲ୍ଲୀ : ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଠିକ୍ ସମୟରେ କୃଷକମାନଙ୍କୁ ଉପଯୁକ୍ତ ସୂଚନା ସେମାନଙ୍କ ମାତୃଭାଷାରେ ଦେବା ପାଇଁ ‘କିଷାନ ସାରଥୀ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ କୃଷି...
ମିଶନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ...
ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର ସୋଆ
ଭୁବନେଶ୍ୱର : ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ ଭାବେ ପରିଚିତ ଏହି ଡିମ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ । ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ...