ପ୍ରଦୂଷଣକାରୀ କାରଖାନାକୁ ବନ୍ଦ ନୋଟିସ୍‍

0

ଭୁବନେଶ୍ୱର : ପ୍ରଦୂଷଣ ସୃଷ୍ଟି କରୁଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତ ତିନିବର୍ଷରେ ୮ଟି କାରଖାନାକୁ ବନ୍ଦ ନୋଟିସ୍‍ ଦେଇଛି । ଏଥି ମଧ୍ୟରେ ଭୂଷଣ ପାୱାର ଓ ସମଲେଶ୍ୱରୀ ଇଣ୍ଡଷ୍ଟ୍ରି ଭଳି କାରଖାନା ରହିଛି । ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ପରିବେଶ ପ୍ରଦୂଷଣ ପାଇଁ ୨୦୧୯-୨୦ ମସିହାରେ ୪ଟି କାରଖାନାକୁ ବନ୍ଦ ନୋଟିସ୍‍...

ରାଜଧାନୀରେ ମଶା ସାନ୍ଧ୍ରତା ୮୦.୧

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରେ ମଶା ସାନ୍ଧ୍ରତା ୮୦.୧ ଥିବାବେଳେ ମଶା ମାରିବାପାଇଁ ନିଗମ ନିକଟରେ ଛୋଟ ବଡ ହୋଇ ୭ଟି ଟିଫା ମେସିନ ରହିଛି । ଏଥି ସହିତ ୨ଶହରୁ ଅଧିକ କର୍ମଚାରୀ ବି ମଶା ମାରିବାପାଇଁ ନିୟୋଜିତ ହୋଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶା ନିୟନ୍ତ୍ରଣ ପାଇଁ ଲାର୍ଭା ନାଶକ...

ଗୋବିନ୍ଦ ପାଇଁ ମାମଲା ଲଢୁଛନ୍ତି ବିଜେପି ନେତା

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପାଇଁ ମାମଲା ଲଢୁଛନ୍ତି ବିଜେପିର ଆଗଧାଡିର ନେତା । ଏଥିରୁ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଘାତିକ ଷଡଯନ୍ତ୍ର କରୁଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି ଯେ ମମିତା ମେହେର ହତ୍ୟ।। ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ...

ସମ୍ମମ୍‌ରେ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

0

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି । ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର...

No Opening Of Ratna Bhandar

0

Bhubaneswar: Clearing all speculations on reopening of the inner part of Ratna Bhandar of Shree Jagannath Temple, Minister Law, Pratap Jena on Tuesday informed Odisha Legislative Assembly that the no decision has been taken so far on opening the inner treasury chamber of the Sri Mandir.  As per the sub-section 1 of section 6 of Shree Jagannath Temple Act 1960,...

Odisha Organic Covers 1.37L Ha

0

Bhubaneswar: While the Union Government has been promoting organic and natural farming across the country, Odisha has joined the bandwagon of Green Farming in a big way. Latest Report on organic and natural farming reveals that in Odisha more than 1.37 Lakh Hectare of such farming, which is on rise. Union Government through dedicated schemes namely National Program of Organic Produce,...

Nanda Sir No More

0

Bhubaneswar: Padma Shri awardee and centenarian teacher from Jajpur, Nanda Kishore Prusty passed away here in a private hospital on Tuesday. He had contracted Covid-19 and was admitted to a Covid hospital in Jajpur district. As his health condition deteriorated, Mr.Prusty was shifted to Sum Hospital here. He died at the age of 104, the family sources said. The centenarian teacher...

Logjam Continues In Assembly

0

Bhubaneswar: Logjam continued to prevail in the Odisha Legislative Assembly for the sixth consecutive day as both opposition and ruling party members created a ruckus in the House forcing the Speaker to adjourn proceedings for three times on Tuesday. As soon as the House assembled for the day at 10.30 AM, opposition BJP and Congress members rushed to the well...

ବିଧାନସଭାରେ ପୋଷ୍ଟର ଯୁଦ୍ଧ

0

ଭୁବନେଶ୍ୱର : ବିଧାନସଭା ଭିତରେ ଆଜି ତିିନି ଦଳ ବିଜେଡି-ବିଜେପି-କଂଗ୍ରେସ ପୋଷ୍ଟର ପ୍ରଦର୍ଶନ ସହିତ ହଟଗୋଳ କରିଥିବାବେଳେ ଗୃହ ବାହାରେ ମଧ୍ୟ ତିନିଦଳ ଅନୁରୂପ ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେଡି ଗୃହ ବାହାରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିବାବେଳେ ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଜଗନ୍ନାଥ ଫଟୋ ରଖି ଘଣ୍ଟମାଡ ଓ ପ୍ରସାଦ ବଣ୍ଟନ କରିଥିଲେ । ସେହିଭଳି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ବାହାରେ ପୋଷ୍ଟର ପ୍ରଦର୍ଶନ କରିଥିଲେ । ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ଓ...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଉତ୍କଟ

0

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ଏବଂ ଏହାର ପରବର୍ତ୍ତୀ ନାକ୍‍ ମାନ୍ୟତା ଯେପରି ସର୍ବୋଚ୍ଚସ୍ତରରେ ରହିବ ସେଥିଘେନି କର୍ତ୍ତୃପକ୍ଷ ବଡ ବଡ ଘୋଷଣା କରୁଥିବା ବେଳେ ବାସ୍ତବରେ କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଉତ୍କଟ ଶିକ୍ଷକ ମରୁଡି ପରିସ୍ଥିତି ଲାଗି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ୨ଜଣ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ବେଳେ ଭିନ୍ନ ଭିନ୍ନ ଛାତ୍ର ସଂଗଠନର ନେତୃତ୍ୱ ନେଇଥିଲେ ମଧ୍ୟ ଏଯାବତ ରାଜ୍ୟର...