ପ୍ରୋତ୍ସାହନ ରାଶି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶନାମା

0

ଭୁବନେଶ୍ୱର : ଇ-ଯାନ କିଣୁଥିବା ଲୋକମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବୈଦ୍ୟୁତିକ ଯାନ କିଣୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ ଫି’ ଓ ରୋଡ୍‍ ଟ୍ୟାକ୍ସ ସଂପୂର୍ଣ୍ଣ ଛାଡ କରାଯାଇଛି । ତେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଖୁବଶୀଘ୍ର ଏକ ନିର୍ଦ୍ଦେଶନାମା...

ହୀରାକୁଦ ଜଳଧାରଣ ୨୭.୫୭% କମିଛି

0

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧର ପୂର୍ଣ୍ଣ ଜଳଧାରଣ କ୍ଷମତା ଗତ ୪୩ ବର୍ଷ ମଧ୍ୟରେ ୨୭.୫୭ ପ୍ରତିଶତ କମିଛି । ବନ୍ଧର ଉପଯୋଗୀ ଜଳଧାରଣ କ୍ଷମତା ମଧ୍ୟ ୧୭.୧୬ ପ୍ରତିଶତ ହ୍ରାସ ପାଇଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ୧୯୫୭ ମସିହାରେ ବନ୍ଧ ନିର୍ମାଣ...

ବୁଦ୍ଧିଷ୍ଟ ସର୍କିଟ ପାଇଁ ୧୦୮୫କୋଟି ମଞ୍ଜୁର

0

ଭୁବନେଶ୍ୱର : ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟକୁ ଅଧିକ ମଜଭୁତ କରିବା ପାଇଁ ୨୦୨୦-୨୧ରେ ପ୍ରାୟ ୧୦୮୫ କୋଟି ଟଙ୍କା ମଞ୍ଜୁର ହୋଇଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବୁଦ୍ଧିଷ୍ଟ ସର୍କିଟ ପାଇଁ ଲଳିତଗିରିଠାରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନୟନ ସକାଶେ ୧୯୩ କୋଟି ୪୦ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ଉଦୟଗିରିଠାରେ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ଲାଗି ୧୭୫ କୋଟି...

ଧରାପଡିଲେ ୬୨ଗାଡି ଡିଲର

0

ଭୁବନେଶ୍ୱର : ଗାଡି ବିକ୍ରି ସମୟରେ ଡିଲରମାନଙ୍କୁ ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜପତ୍ର ଯାଞ୍ଚ ଦାୟିତ୍ୱ ମିଳିବା ପରେ ୬୨ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିଛି । ଏମାନେ ବିନା ପଞ୍ଜିକରଣରେ ଗାଡିଗୁଡିକୁ ରାସ୍ତାରେ ଚାଲିବା ପାଇଁ ଛାଡି ଦେଉଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗାଡି ବିକ୍ରି କରୁଥିବା ଡିଲରମାନଙ୍କୁ ପଞ୍ଜିକରଣ ନିମନ୍ତେ...

ସଡକ ଦୁର୍ଘଟଣା ୧୫ହଜାରରୁ ଅଧିକ ମୃତ

0

ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣାରେ ଗତ ୩ବର୍ଷ ମଧ୍ୟରେ ୧୫,୩୮୬ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୦୧୯ ମସିହାରେ ସର୍ବାଧିକ ୫୩୩୩ ଜଣ ମରିଛନ୍ତି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ୫୩୧୫ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୫୩୩୩ ଥିଲା ।...

Jaga Mission Bags Global Award

0

Bhubaneswar: The Housing & Urban Development Department of Government of Odisha on Thursday won the Asia Pacific Housing Forum Innovation Awards 2021, a global recognition for its flagship initiative - The Jaga Mission. The award was given for Innovation in Public Policy in recognition of Jaga Mission's Slum Upgradation program. This award was administered by an international jury which selected...

ସମ୍ମମକୁ ଏଚ୍‌ଏସିସିପି ପ୍ରମାଣପତ୍ର

0

ଭୁବନେଶ୍ୱର : ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର ଚଳିତ ବର୍ଷ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଂଟ୍ରୋଲ୍ ପଏଂଟ (ଏଚ୍‌ଏସିସିପି)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି । ଏଚ୍‌ଏସିସିପି ହେଉଛି ଏକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଯାହାକି ରୋଗୀ, ସେମାନଙ୍କ ସମ୍ପର୍କୀୟ, ହସ୍ପିଟାଲ୍‌କୁ ଆସିଥିବା ବ୍ୟକ୍ତି ଏବଂ କର୍ମଚାରୀ ମାନଙ୍କୁ ସବୁ ସମୟରେ ସୁରକ୍ଷିତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ । ଖାଦ୍ୟ ପଦାର୍ଥ ଉତ୍ପାଦନ,...

Road Accidents Take 15K Lives

0

Bhubaneswar: As many as 15,386 precious lives have been lost to road accidents in Odisha in the last three years-2018,2019 and 2020. This was revealed by Transport Minister Padmanabha Behera in a written reply to BJD legislator Amar Prasad Satpathy in the State Assembly on Thursday. while 5,315 people were killed in road accidents in the State in 2018, 5,333 lives...

BBI Airport For Asset Monetization

0

Bhubaneswar: The Union Government has identified Bhubaneswar Airport for Asset Monetization. Bhubaneswar Airport is an International Airport in Odisha. As per National Monetization Pipeline (NMP), 25 AAI airports have been earmarked for asset monetization over the years 2022 to 2025, said Minister Of State Civil Aviation, VK Singh in a written reply to a question in Lok Sabha today. Those are Bhubaneswar,...

BJD, BJP Protest In Street

0

Bhubaneswar: Ahead of Panchayat Polls, youth activists of Governing Biju Janata Dal (BJD) and opposition BJP on Thursday held two rallies in the capital city against each other. The BJD workers took out a motorcycle rally here protesting over the rise in fuel prices, essential commodities and rising unemployment. The youth BJP tried to gherao Assembly over Mamita Meher murder...