6230 GPs Get Net Connect
New Delhi: As many as 6230 Gram Panchayats (GPs) of Odisha have been made Service Ready under BharatNet Project, Union Minister of State (MoS) for Communication, Devusinh Chauhan told Parliament recently. In a written statement, Mr.Chauhan said BharatNet project is implemented in a phased manner to provide broadband connectivity to all the Gram Panchayats (GPs) in the country, including Odisha. He...
Das Gets State Honor
Bhubaneswar: State paid rich tribute to Junior Warrant Officer (JWO) of Indian Air Force, Rana Pratap Das, who died in the tragic helicopter crash in Tamil Nadu on December 8. The mortal remains of Das, who lost his life along with Chief Difence Staff (CDS) General Bipin Rawat, his wife and 11 others in the helicopter clash, was reached at...
ଜଗନ୍ନାଥଙ୍କ ଶରଣରେ ବିଜେପି ବିଧାୟକ
ଭୁବନେଶ୍ୱର : ବିଧାନସଭା ଅଧାରୁ ବନ୍ଦ ନେଇ ବିଜେପି ବିଧାୟକଦଳ ଆଜି ଜଗନ୍ନାଥଙ୍କ ଶରଣ ପଶିଛନ୍ତି । ଏହି ପ୍ରସଙ୍ଗରେ ଆଜି ରାଜ୍ୟପାଳଙ୍କୁ ଭେଟିବାପରେ ସିଧା ସଳଖ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଲମ୍ବ ଲମ୍ବ ହୋଇ ଗୁହାରିଆ ପଡିଥିବା ଦେଖିବାକୁ ମିଳିଥିଲା । ବିଜେପିର ଏଭଳି ପ୍ରତିବାଦ ସଂକ୍ରାନ୍ତରେ ବିଜେପି ବିଧାୟକଦଳ ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ବିଧାନସଭା ଗୃହର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଅତି କମରେ ୬୦ ଟି କାର୍ଯ୍ୟ ଦିବସ ଚାଲିବା ଉଚିତ୍...
ପରିବେଶ ସୁରକ୍ଷା ନେଇ ପିଲାମାନଙ୍କୁ ସଚେତନ କରାଇବା ଜରୁରୀ
ଭୁବନେଶ୍ୱର : ମାନବ ଜାତିର ସୁରକ୍ଷା ନିମନ୍ତେ ପରିବେଶ ସଚେତନତା ନେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି.ଅମିତ ସ୍ଥାଲେକର ଶନିବାର ମତବ୍ୟକ୍ତ କରିଛନ୍ତି । ବର୍ତମାନ ସମୟରେ ଆଧୁନିକତା କିମ୍ବା ବିକାଶ ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବାର୍ଷିକ ବକ୍ତୃତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଛନ୍ତି ଜଷ୍ଟିସ ସ୍ଥାଲେକର । ଯଦି ପରିବେଶ ସୁରକ୍ଷିତ ହୋଇ ପାରିବ ନାହିଁ, ତେବେ ସବୁ ବିକାଶର...
Rice Support For 4 Months More
Bhubaneswar: The Odisha Government has extended distribution of additional 5 kg of rice per head free of cost to beneficiaries of the State Food Security Scheme for four more months in view of the COVID-19 Pandemic, CMO sources said. Chief Minister Naveen Patnaik has issued a direction in this regard to the officials. As per the directive, each beneficiary of...
Nepal Diplomat Lauds SOA
Bhubaneswar: Ramprasad Subedi, Nepal’s Top Diplomat lauds SOA for its curriculum, high rank among the universities and outreach activities. The Ambassador IC of the Nepalese Embassy at New Delhi, Mr. Ramprasad Subedi visited the Siksha ‘O’ Anusandhan (SOA) Deemed to be University and called on its Founder President Prof. (Dr.) Manojranjan Nayak here on Saturday. During the discussion, Mr. Subedi praised...
ଆଉ ଚାରି ମାସ ମାଗଣା ଚାଉଳ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ମାସ ପାଇଁ ମାଗଣାରେ ଅତିରିକ୍ତ ୫ କିଲୋ ଗ୍ରାମ ଚାଉଳ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ୨,୮୮,୫୨୮ ପରିବାରର ୯, ୧୫,...
ଚାଉଳ ଦୁର୍ନୀତି ଧରିଲେ ସିଏଜି
ଭୁବନେଶ୍ୱର : ଓଡିଶାର ପାଞ୍ଚଟି ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ୩୩୯୮ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଆତ୍ମସାତ କରାଯାଇଥିବା ଘଟଣା ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଏହି ରିପୋର୍ଟ ଆଜି ବିଧିବଦ୍ଧ ଭାବେ ରାଜ୍ୟ ବିଧାସଭାରେ ଉପସ୍ଥାପନ କରାଯାଇଛି । ଅନୁଗୁଳ, ଆଠମଲ୍ଲିକ, ଛେଣ୍ଡିପଦା, କଣିହାଁ ଓ ପାଲଲହଡାରେ ଥିବା ଆଇସିଡିଏସ୍ ପ୍ରକଳ୍ପଗୁଡିକରେ ଏଭଳି ଅନିୟମିତତା ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହି ୫ଟି ପ୍ରକଳ୍ପ ପାଇଁ ୨୦,୨୩୩.୯୮ କୁଇଣ୍ଟାଲ ଚାଉଳ ବିତରଣ କରାଯାଇଛି ବୋଲି ଜିଲ୍ଲା...
ହୀରାକୁଦ ନଦୀବନ୍ଧ ପାଇଁ ୫୫୫୪ ଥଇଥାନ
ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ମୋଟ ୫୫୫୪ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି । ଏମାନେ ସମସ୍ତେ ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର । ବିଜେପି ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଣିଂ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ହୀରାକୁଦ ନଦୀବନ୍ଧ ପାଇଁ ବିସ୍ଥାପିତ ହୋଇଥିବା ପରିବାର ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ୨୨୪୩ ପରିବାରଙ୍କୁ ଥଇଥାନ କରାଯାଇଛି ।...
କରୋନା ମୁକାବିଲା ପାଇଁ ୧୨ ଶିଳ୍ପର ସହାୟତା
ଭୁବନେଶ୍ୱର : ରାଜ୍ୟରେ କରୋନା ମୁକାବିଲା ତଥା ଚିକିତ୍ସାର ସହାୟତା ପାଇଁ ଚଳିତ ଆର୍ଥିକବର୍ଷରେ ଶିଳ୍ପ ସଂସ୍ଥାମାନେ ୧୬୮ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ଏହିସବୁ ଅର୍ଥ ଶିଳ୍ପାନୁଷ୍ଠାନଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ପାଣ୍ଠିରୁ ପ୍ରଦାନ କରାଯାଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନା ମୁକାବିଲାରେ ଖର୍ଚ୍ଚ ହୋଇଥିବା ଏହି ଅର୍ଥ ମଧ୍ୟରୁ ସର୍ବାଧିକ ୧୪୬...










