ପ୍ରତିବର୍ଷ ବଢୁଛି କୃଷି ସବ୍‍ସିଡ୍‍

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କୁ ସାର, ବିହନ, କଟୀନାଶକ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ଯୋଗାଣ ଏବଂ ବ୍ୟବହାର ପାଇଁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନର ପରିମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୪-୧୫ ବର୍ଷରେ ଏହା ହଜାରେ କୋଟି ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ୨୦୧୯-୨୦ ରେ ଏହା ୩୮୮୬ କୋଟି ଟଙ୍କାକୁ ଟପିଯାଇଥିଲା । ରାଜ୍ୟ ସରକାର ଉଭୟ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ଖରିଦ ବାବଦରେ...

ଭୁଲ୍‍ ଜଳ ପରିଚାଳନା ଯୋଗୁ ମଶା ବଂଶ ବୃଦ୍ଧି

0

ଭୁବନେଶ୍ୱର : ନାଳ ନର୍ଦ୍ଦମାର ପଚା ପାଣି ଓ ବର୍ଷାଜଳର ଅଣବୈଜ୍ଞାନିକ ପରିଚାଳନା ଯୋଗୁଁ ଖୋଦ ରାଜଧାନୀରେ ମଶାବଂଶ ବୃଦ୍ଧି ପାଇବା ସହ ଡେଙ୍ଗୁରୋଗ ବ୍ୟାପିବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବାପାଇଁ ନିଧି ମଉସା ରଥ ଗଡାଉଥିବାବେଳେ ମଶାବଂଶ ବୃଦ୍ଧିକୁ ରୋକିପାରୁ ନାହାଁନ୍ତି । ବିଜେବିନଗର, ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର ଏବଂ ତାହାର ଆଖପାଖ ବସ୍ତି ଅଞ୍ଚଳରେ ଅଧିକ ସଂଖ୍ୟକ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିବା କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ଚକେଇସିଆଣି, ରସୁଲଗଡ, ବରଗଡ, ପୁରୁଣା ଭୁବନେଶ୍ୱର...

ସାଂସଦଙ୍କ ସ୍ମାରକପତ୍ର ଅଜ୍ଞତାର ପରିଚୟ

ଭୁବନେଶ୍ୱର : ଓଡିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ବଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେଡି ସାଂସଦ ଡକ୍ଟର ପାତ୍ର କହିଚନ୍ତି ଯେ ପିଏମ୍‍ଜିକେଏୱାଇ ଯୋଜନାରେ ୨୦୨୧ ମଇ ଓ ଜୁନ୍‍ ମାସ ପାଇଁ ଓଡିଶାକୁ ୩.୨୪ ଲକ୍ଷ ମେଟ୍ରିକ ଟନ୍‍ ଖାଦ୍ୟଶସ୍ୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ୯୯.୮% ଉଠାଣ ହୋଇଛି ଏବଂ ୯୬.୧% ବଣ୍ଟନ ହୋଇଛି । ୨୦୨୧ ଜୁଲାଇ...

ଖାଦ୍ୟ ସୁରକ୍ଷା ଯୋଜନା ଦୁର୍ନୀତିର ତଦନ୍ତ ଦାବି

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ଉପରେ ଅବଗତ କରିବା ସହ ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା ନେଇ ଅଭିଯୋଗ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରର...

Adhar Pana For Trinity

0

Puri: A day before Niladri Bije, the Lord Jagannath along with Lord Balabhadra and Devi Subhadra were offered a special drink called ‘Adhara Pana’, a special concoction of a sweet juice on their respective gigantic chariots today at their chariots. ‘Adhara’ means ‘Lip’ and ‘Pana’ is a sweet-scented drink. After performing the daily ‘nitis’ of the deities, the Trinity were...

After BJD, BJP MPs Met Goyal

0

New Delhi: Odisha BJP MPs including Union Ministers Dharmendra Pradhan and Ashwini Vaishnaw met Union Minister Piyush Goyal demanding probe into unethical practices in implementation of Pradhan Mantri Garib Kalyan Yojana (PMGKAY) scheme in Odisha. The BJP MPs met Union Minister Mr.Goyal just two days after a delegation of BJD Parliamentary Party met the same Union Minister and demanded early...

Naveen Opens Tata Tea

0

Bhubaneswar: Chief Minister Naveen Patnaik today inaugurated a Tea Packaging Unit of Tata Consumer Products Limited at Gopalpur Industrial Park. The Plant has been commissioned in a span of 18 months with an investment of Rs.100 crore. This will provide employment opportunities to more than 900 persons in the district of Ganjam. Secretary to CM V K Pandian moderated Program. Principal...

ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ େୱବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ । କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି...

1929 Manages Over 3 Lakh Calls

Bhubaneswar: Proving its mettle as an important establishment to help citizens during the COVID-19 pandemic, the 1929 24X7 City Call Centre of the Bhubaneswar Municipal Corporation has managed more than 3 lakh calls by the day ending yesterday. The Call Centre by July 21 has managed 3, 02,706 calls including incoming and outgoing calls. While the Call Centre has received...

ଲଘୁଚାପ ପ୍ରଭାବରେ ବଡ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ଣ ସୁଦ୍ଧା ଏହା ଉତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ସିଇସି ବୁଲେଟିନରେ କୁହାଯାଇଛି । ଏହାର...