ମୋ ଡଙ୍ଗା ଯୋଜନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ବର୍ଷା ଦିନରେ ଭୁବନେଶ୍ୱର ସହରର ଦୟନୀୟ ପରିସ୍ଥିତି ପ୍ରସଙ୍ଗରେ ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଡଙ୍ଗା ଚଳାଯାଇଥିଲା । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏକ ବଡ଼ ଡଙ୍ଗାକୁ ମାଷ୍ଟର କ୍ୟାଣ୍ଟିନ ଛକରେ ରଖି ତାହା ଉପରେ ରହି ବର୍ଷାଦିନେ ଭୁବନେଶ୍ୱରର ବିଭିନ୍ନ ଅଂଚଳର ଦୁରାବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଯାତାୟତ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ “ମୋ ଡଙ୍ଗା ଯୋଜନା” କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ଶ୍ରୀ ରାଉତରାୟ କହିଲେ ଯେ ବିଜେଡି ସରକାରର...

୧୭ ସାମ୍ବାଦିକଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଞ୍ଜୁର କରିଛି । ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ, ଗଞ୍ଜାମ ଜିଲ୍ଲାର ୭ ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ ଜଣ କର୍ମଜୀବୀ ସାମ୍ବାଦିକ ଏଥିରେ ଅନ୍ତର୍ଭୁକ୍ତ । ‘ଜି-ଓଡ଼ିଶା’ର ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ...

ପରୀକ୍ଷାରେ ସଂସ୍କାର ଆଣିଛି ଉଚ୍ଚଶିକ୍ଷା ବିଭାଗ

0

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରି ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ସଂସ୍କାର ଓ ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଛି ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହଛନ୍ତି । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ...

Aquaculture On 747 % Growth

Bhubaneswar: Brackish water aquaculture in Odisha has marked a stunning growth of 747 percent in last ten years with a concomitant increase in the value of sea food exports from the State. Chief Secretary Suresh Chandra Mahapatra reviewing the progress made so far directed the departments of Revenue and Disaster Management, Fisheries and Animal Resources Development, Forest and Environment department...

State Facilitates Logistic Parks

Bhubaneswar: While Odisha Government is going ahead to facilitate establishment of Two Multi Modal Logistic Parks in the State, more are being planned in the Industrial Zones. Ministry of Road Transport and Highways (MoRTH) is promoting 35 MMLPs across the country and Odisha will be developing two of these parks in Jagatsinghpur and Sundargarh districts. Meanwhile, the Commerce & Transport Department...

କୋଭିଡ ବିପଦ ଦୂର ହୋଇନାହିଁ

0

ଭୁବନେଶ୍ୱର : କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ...

No Primitive Tribe Succumbed To Virus

0

New Delhi: As many as 314 persons from Particularly Vulnerable Tribal Groups (PVTGs) have been infected with Covid-19 so far. However, none of them died due to the virus, Union MoS Tribal Affairs Bishweswar Tudu told Parliament recently. In a written reply to a question asked by lone Congress MP from Odisha Saptagiri Sankar Ulaka, Union Minister Mr.Tudu said all 314...

ପ୍ରତିବର୍ଷ ବଢୁଛି କୃଷି ସବ୍‍ସିଡ୍‍

ଭୁବନେଶ୍ୱର : ରାଜ୍ୟର କୃଷକମାନଙ୍କୁ ସାର, ବିହନ, କଟୀନାଶକ ଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତି ଯୋଗାଣ ଏବଂ ବ୍ୟବହାର ପାଇଁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନର ପରିମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୪-୧୫ ବର୍ଷରେ ଏହା ହଜାରେ କୋଟି ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ୨୦୧୯-୨୦ ରେ ଏହା ୩୮୮୬ କୋଟି ଟଙ୍କାକୁ ଟପିଯାଇଥିଲା । ରାଜ୍ୟ ସରକାର ଉଭୟ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ଖରିଦ ବାବଦରେ...

ଭୁଲ୍‍ ଜଳ ପରିଚାଳନା ଯୋଗୁ ମଶା ବଂଶ ବୃଦ୍ଧି

0

ଭୁବନେଶ୍ୱର : ନାଳ ନର୍ଦ୍ଦମାର ପଚା ପାଣି ଓ ବର୍ଷାଜଳର ଅଣବୈଜ୍ଞାନିକ ପରିଚାଳନା ଯୋଗୁଁ ଖୋଦ ରାଜଧାନୀରେ ମଶାବଂଶ ବୃଦ୍ଧି ପାଇବା ସହ ଡେଙ୍ଗୁରୋଗ ବ୍ୟାପିବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବାପାଇଁ ନିଧି ମଉସା ରଥ ଗଡାଉଥିବାବେଳେ ମଶାବଂଶ ବୃଦ୍ଧିକୁ ରୋକିପାରୁ ନାହାଁନ୍ତି । ବିଜେବିନଗର, ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର ଏବଂ ତାହାର ଆଖପାଖ ବସ୍ତି ଅଞ୍ଚଳରେ ଅଧିକ ସଂଖ୍ୟକ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିବା କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ଚକେଇସିଆଣି, ରସୁଲଗଡ, ବରଗଡ, ପୁରୁଣା ଭୁବନେଶ୍ୱର...

ସାଂସଦଙ୍କ ସ୍ମାରକପତ୍ର ଅଜ୍ଞତାର ପରିଚୟ

ଭୁବନେଶ୍ୱର : ଓଡିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ବଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେଡି ସାଂସଦ ଡକ୍ଟର ପାତ୍ର କହିଚନ୍ତି ଯେ ପିଏମ୍‍ଜିକେଏୱାଇ ଯୋଜନାରେ ୨୦୨୧ ମଇ ଓ ଜୁନ୍‍ ମାସ ପାଇଁ ଓଡିଶାକୁ ୩.୨୪ ଲକ୍ଷ ମେଟ୍ରିକ ଟନ୍‍ ଖାଦ୍ୟଶସ୍ୟ ମଞ୍ଜୁର ହୋଇଥିବାବେଳେ ଏଥିରୁ ୯୯.୮% ଉଠାଣ ହୋଇଛି ଏବଂ ୯୬.୧% ବଣ୍ଟନ ହୋଇଛି । ୨୦୨୧ ଜୁଲାଇ...