14.53 Lakh Cases Pending In Courts

0

Bhubaneswar: As many as 14.53 lakh cases were pending for disposal in different courts in Odisha, Union Law Minister Kiren Rijiju said in a reply in Parliament. Replying a un-stared question of BJD Rajya Sabha Member Sasmit Patra, the Union Minister said 14,53,079 cases are pending in various courts of the State. Highest 1,60,012 cases are pending for disposal in...

Vax For Foreign Returnees

0

Bhubaneswar: Now, people returned from foreign countries can get a second dose of Covishield and avail vaccination certificate in Odisha. If any Indian citizen, who has taken the first dose of Covishield or AstraZeneca in a foreign country, can take the second dose in the State after a prescribed interval period and also get a certificate for the same. After receiving...

Gangster Hyder Killed In Encounter

0

Cuttack: Deadly criminal SK Hyder was killed in a police encounter at Simulia of Balasore district on Saturday. For security reasons, the gangster was being shifted to Baripada Jail in Mayurbhanj district amid tight security, consisting of an IIC, one sub-inspector, three havildars and a section of armed force. The encounter took place while an escort party of the Cuttack police...

State Sets PMU For SDG 2030

Bhubaneswar: Odisha Government has initiated a process for setting up of a dedicated Project Management Unit (PMU) for achievement of sustainable development goal (SDG) 2030 in a time bound manner. The Planning and Convergence Department, under the guidance of Development Commissioner Pradeep  Jena, has prepared a detailed Road Map to achieve the indicators mentioned under SDG.   According to sources, the...

ମୋ ସାଇକେଲ ପାଇଁ ଆପ୍‍ ହିଁ ସମସ୍ୟା

0

ଭୁବନେଶ୍ୱର : ସରକାରଙ୍କ ମୋ ସାଇକେଲ କବାଡିଖାନାକୁ ଯିବାକୁ ନେଇ ବିବାଦ ତୁଟୁନଥିବାବେଳେ ଏଥିପାଇଁ ପ୍ରସ୍ତୁତ ‘ଆପ୍‍’ ପାଇଁ ହିଁ ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲାନାହିଁ । ପ୍ରଥମରୁ ତିନିଟି କମ୍ପାନୀର ସାଇକେଲ ପାଇଁ ୩ପ୍ରକାର ଆପ୍‍ ଆବଶ୍ୟକ ହେଉଥିବାବେଳେ ବର୍ତ୍ତମାନ ଏହି ଆପ୍‍ ଏକ ପ୍ରକାର ଅଚଳ । ୨୦୧୮ ମସିହାରେ ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ତିନିଟି କମ୍ପାନୀ ଯଥା ୟୁଲୁ, ହେକ୍ସି ଓ ୟୁନୋ କମ୍ପାନୀର ସାଇକେଲ ସାମିଲ ହୋଇଥିଲା । ଲୋକଙ୍କ ସୁବିଧା ପାଇଁ...

କ୍ରୀଡା ଛାତ୍ରାବାସ ଖୋଲିବାକୁ ଦାବି

ଭୁବନେଶ୍ୱର : କରୋନା ପାଇଁ ବନ୍ଦ ରହିଥିବା ରାଜ୍ୟର କ୍ରୀଡା ଛାତ୍ରାବାସଗୁଡିକ ଶୀଘ୍ର ଖୋଲିବାଲାଗି ଏବେ କ୍ରୀଡାବିତ୍‍ ମହଲରୁ ଦାବି ହେଉଛି । ବର୍ଷାଧିକକାଳ ଧରି ଏହି ଛାତ୍ରାବାସଗୁଡିକ ବନ୍ଦ ରହିବା ଫଳରେ ଏଠାରେ ରହି ବିଭିନ୍ନ କ୍ରୀଡା ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନେ ଏବେ ନିଜ ନିଜ ଗାଁରେ ପ୍ରତିକୂଳ ପରିସ୍ଥିତିରେ ଅଭ୍ୟାସ କରୁଛନ୍ତି । କେହି କେହି ଅଭ୍ୟାସ ବି ଛାଡି ସାରିଲେଣି । କ୍ରୀଡା ଓ ଯୁବକଲ୍ୟାଣ ବିଭାଗ ଅଧିନରେ ରାଜ୍ୟରେ ଅନ୍ୟୁନ ୧୬ଟି କ୍ରୀଡା ଛାତ୍ରାବାସ ରହିଛି । ଏଗୁଡିକରେ...

State Sanctions 2.55 Cr For 17 Deceased Scribes

0

Bhubaneswar: Following the approval of Chief Minister Naveen Patnaik, the Information and Public Relations (I&PR) Department has sanctioned ex-gratia of Rs 2.55 crore to the family members of 17 working journalists who died due to Covid-19. An assistance of Rs 15 lakh has been sanctioned for each of the families of 17 working journalists of the State.  The list of journalists...

Naveen Opens Wild Lotus Fashions

0

Bhubaneswar: Chief Minister Naveen Patnaik has inaugurated readymade garment manufacturing complex of Wild Lotus Fashions Private Limited (WLFPL). WLFPL is a part of MGM Group Odisha, which has set up a readymade garment manufacturing unit at Chatabara Industrial Area, Khurda . WLFPL is a 100 % Export Complaint Unit  spread over 3 acres of land with an investment of Rs.70 Crore. Once...

ଭୁବନେଶ୍ୱର ରେଳଷ୍ଟେସନ ନିର୍ମାଣ ପାଇଁ ପଦକ୍ଷେପ

ଭୁବନେଶ୍ୱର :ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ । ରାଜ୍ୟ ରାଜଧାନୀ ଷ୍ଟେସନକୁ ଏକ ବିଶ୍ୱ ସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ । ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟାନ ସୁବିଧା ଏହି ଷ୍ଟେସନରେ ରହିବ। ଷ୍ଟେସନକୁ ଏକ ବ୍ୟବସାୟିକ ହବରେ ସୌନ୍ଦର୍ଯ୍ୟକରଣ କରାଯାଇ ସୁନ୍ଦର...

ଲୁଣାପାଣି ମାଛ ଚାଷ କ୍ଷେତ୍ରରେ ୭୪୭% ବୃଦ୍ଧି

ଭୁବନେଶ୍ୱର : ଲୁଣାପାଣି  ମାଛ ଚାଷ କ୍ଷେତ୍ରରେ  ଅଭୁତପୂର୍ବ ସଫଳତା ହାସଲ ହୋଇଛି ।  ଗତ ୧୦ ବର୍ଷ  ମଧ୍ୟରେ ଉତ୍ପାଦନ ୭୪୭ ପ୍ରତିଶତ  ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ  ରପ୍ତାନୀ ମୂଲ୍ୟ  ୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ  ବୈଠକରୁ  ଏହା ଜଣାପଡିଛି । ଏହି  ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ପ୍ରମୁଖ ଶାସନ ସଚିବ...