Rampia I II Auctioned
Bhubaneswar: The Government of India successfully auctioned eight coal mines including the Rampia and Dip Side of Rampia coal blocks of Odisha. According to official sources, Jhar Mineral Resources Private Limited has emerged as the highest bidder and grabbed the coal mine located in Sundergarh district. The two coal blocks have a reserve of 1179.41 MT of coal and the exploration capacity...
ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି
ନୂଆଦିଲ୍ଲୀ : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍ ସାଇଡ୍ କୋଇଲା ଖଣି । ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ...
ସୋଆରେ ଭାରତୀୟ ଜ୍ଞାନ ପରମ୍ପରା କର୍ମଶାଳା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଭାରତୀୟ ଜ୍ଞାନ ପରମ୍ପରାର ସଂଯୋଜକ ପ୍ରଫେସର ଜି. ଏସ୍ ମୂର୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିପିଟି ପ୍ରେଜେନ୍ଟେସନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଫେସର ମୂର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି କର୍ମଶାଳାରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର...
Naveen To Woo Investors
Bhubaneswar: After holding invers’ meet at Dubai and Delhi, Chief Minister Naveen Patnaik is on a three-day visit to Mumbai from Tuesday. He will attend an investors’ meet in the financial capital city tomorrow ahead of the Make-in-Odisha Conclave, 2022. Major industrialists from various sectors have been invited to this meeting, where the Chief Minister will have brief discussions with...
State Tightens Builder Norms
Bhubaneswar: In a good news for the home buyers, the State Government has tightened the norms for builders and promoters, who are selling plots and flats in the regulatory authority areas. As per power conferred under the Real Estate (Regulation and Development) Act, 2016, the State Government has amended the Odisha Real Estate (Regulation and Development) Rules, 2017. As per...
ଠକ ବିଲଡରଙ୍କୁ ଜେଲ୍ଦଣ୍ଡ ଦାବି
ଭୁବନେଶ୍ୱର : କେବଳ ଅର୍ଥ ଦଣ୍ଡ ନୁହେଁ, ବାସପୋଯୋଗୀ ଜମି ଓ ବାସଗୃହ ଯୋଗାଣ କ୍ଷେତ୍ରରେ ଯେଉଁ ବେସରକାରୀ ସଂସ୍ଥାମାନେ ଲୋକଙ୍କୁ ଠକୁଛନ୍ତି ସେମାନଙ୍କ ପ୍ରତି ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଜୋରିମାନା ସହ କାରାଦଣ୍ଡ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଘର ଖଣ୍ଡିଏ ପାଇଁ ରିଅଲ ଇଷ୍ଟେଟ କିମ୍ବା ବିଲଡରମାନଙ୍କ ଉପରେ ବହୁ ଲୋକ ନିର୍ଭର କରନ୍ତି । ଏମାନଙ୍କ ମଧ୍ୟରୁ କେତେକ ସଚ୍ଚୋଟତାର ସହ କାମକରି ପ୍ରତିଶ୍ରୁତି ମୁତାବକ ଓ ଆଇନାନୁମୋଦିତ ପନ୍ଥାରେ ଘର ଓ ବାସପୋଯୋଗୀ...
Revenue Rises By 15.55%
Bhubaneswar: State’s own revenue collection from both tax and non-tax revenue has been increased by 15.55 percent till August of the current fiscal year 2022-23. Both the own tax and non-tax revenue have registered a good growth and almost equally contributed to the total collection during April to August of 2022-23. According to official data, the total revenue collection was Rs...
ଅବକାରୀ ଚଢଉରେ ୧୯ହଜାର ଗିରଫ
ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗର ଜୋରଦାର ଧରପଗଡ ଫଳରେ ଚଳିତ ଆର୍ଥିକ ବର୍ଷର ୫ମାସ ମଧ୍ୟରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୧୯ହଜାରରୁ ଅଧିକ ଲୋକ ଗିରଫ ହେଲେଣି । ଗତବର୍ଷ ତୁଳନାରେ ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟାରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି । ଶ୍ରୀ ସିଂହ ଭର୍ଚୁଆଲ ମୋଡରେ କରିଥିବା ଏହି ସମୀକ୍ଷାରେ ଅବକାରୀ ବିଭାଗର ବରିଷ୍ଠ...
ଯୁଦ୍ଧ ଜାହାଜ ତାରାଗିରି ର ଜଳାବତରଣ
ନୂଆଦିଲ୍ଲୀ : ଏମ୍ଡିଏଲ୍ ଦ୍ୱାରା ନିର୍ମିତ ପି୧୭ଏର ପଂଚମ ଷ୍ଟେଲ୍ ଫ୍ରିଗେଟ୍ / ଯୁଦ୍ଧ ଜାହାଜକୁ ଆଜି ଏନ୍ଡବ୍ଲ୍ୟୁଡବ୍ଲ୍ୟୁଏ (ପଶ୍ଚିମ କ୍ଷେତ୍ର)ର ଅଧ୍ୟକ୍ଷା ଚାରୁ ସିଂହ ଶୁଭାରମ୍ଭ କରିଛନ୍ତି, ଯାହାକୁ ସେ ‘ତାରାଗିରି’ ଭାବେ ନାମିତ କରି ଥିଲେ । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୧ ସେପ୍ଟେମ୍ବର, ୨୦୨୨କୁ ଭାରତରେ ଜାତୀୟ ଶୋକ ଦିବସ ଘୋଷିତ କରାଯାଇଥିଲା, ଯାହାର ଅନୁପାଳନ କରି, ଏହି କାର୍ଯ୍ୟକ୍ରମକୁ ପ୍ରଯୁକ୍ତିଗତ ଭାବେ ଆରମ୍ଭ କରା ଯିବାରେ ସୀମିତ ରଖା ଯାଇଥିଲା । କାରଣ ଯୁଦ୍ଧ...
Revenue Camp Courts From 15 Sept.
Bhubaneswar: Chief Minister Naveen Patnaik has directed the Department of Revenue & Disaster Management to resume Camp Courts across the State, which was earlier open before COVID-19 Pandemic. Accordingly the State Government has instructed the District Collector to ask the Revenue Officials serving in the field Level to hold Camp Courts within their Jurisdiction every month from 15 September onwards. Satyabrata...









