17K Cr For Road Development
Bhubaneswar: To improve the road connectivity in the State, the Department of Works has spent Rs 17,169.78 crore for construction of roads and bridges in the past five years, officials said. Under Programme Expenditure, the Department of Works has constructed 232 bridges and improved 8341.980 KM of roads during the period from 2016-17 to 2020-21, officials said. Similarly, for the year...
Lady Mayor For Capital City
Bhubaneswar: Bhubaneswar Municipal Corporation in the State is all set to get a woman Mayor for the first time. In a gazette notification on Wednesday, the State government proposed to reserve the post of Mayor of Bhubaneswar Municipal Corporation (BMC) and Berhampur Municipal Corporation (BeMC) for women. The post of Mayor of Cuttack Municipal Corporation (CMC) will be for an unreserved...
SEC Tough On Model Code Enforcement
Bhubaneswar: State Election Commission (SEC) Aditya Prasad Padhi has taken tough stand on implementation of Model Code of Conduct. Accordingly he has directed officials in SEC to write to Collectors asking them to ensure strict enforcement of the model code of conduct for the upcoming rural and urban polls in Odisha. In a letter to the Collectors, SEC Secretary R N...
ଶ୍ରୀମନ୍ଦିର ସମ୍ପତ୍ତି ପରିଚାଳନା ଅଧ୍ୟାଦେଶ ଜାରି
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଥିବା ଜମିଜମା ପରିଚାଳନା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଫଳରେ ଶ୍ରୀମନ୍ଦିରର ଭୂସମ୍ପତ୍ତିକୁ ଲିଜ୍ ଦେବା କିମ୍ବା ବିକ୍ରି କି ବନ୍ଧକ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ହଟିଯିବ । ଏ ସଂକ୍ରାନ୍ତରେ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ତାହାକୁ ସାକାର କରିବାପାଇଁ ଅଧ୍ୟାଦେଶ ଜାରି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ର ୧୬(୨) ଧାରାରେ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ଶ୍ରୀମନ୍ଦିରର ଅସ୍ଥାବର ସମ୍ପତ୍ତିର...
କମିଶନଙ୍କ କଟକଣା ନମାନିଲେ କରୋନା ବଢିବ
ଭୁବନେଶ୍ୱର : କୋଭିଡ ସଂକ୍ରମଣର ଭୟାବହତାକୁ ଆଖିଆଗରେ ରଖି ଆସନ୍ତା ଫେବୃୟାରୀ ମାସରେ ୫ପର୍ଯ୍ୟାୟରେ ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଯେତେସବୁ କଟକଣା ଜାରି କରିଛନ୍ତି ତାହାର ଅନୁପାଳନ ଠିକଣା ଭାବେ କରାନଗଲେ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ବୈଜ୍ଞାନିକ ଓ ଚିକିତ୍ସକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷିତ କଟକଣା ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରାର୍ଥୀ ଗୋଟିଏରୁ ଅଧିକ ଗାଡି ବ୍ୟବହାର କରିପାରିବେ ନାହିଁ । ସେହିପରି ପ୍ରଚାର...
ଅବକାରୀ ଧରପଗଡରେ ୧୦ଦିନରେ ୮୮୦ ଗିରଫ
ଭୁବନେଶ୍ୱର : ନୂଆବର୍ଷରୁ ଅବକାରୀ ବିଭାଗ ଧରପଗଡ ଜୋରଦାର କରିବା ଫଳରେ ଜାନୁୟାରୀ ମାସର ପ୍ରଥମ ଦଶ ଦିନରେ ୮୮୦ଜଣ ଗିରଫ ହେବା ସହିତ ହଜାରେରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି । ଏହି ସମୟରେ ପ୍ରାୟ ୩କୋଟି ୭୮ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ବି ଜବତ ହୋଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ଏକ ରୁ ୧୦ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉକୁ ସକ୍ରିୟ କରାଯିବା ଫଳରେ ୧୦୪୫ଟି ଅବକାରୀ ମାମଲା...
ବିଏମ୍ସି ମଙ୍ଗ ଧରିବେ ମହିଳା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମଙ୍ଗ ମହିଳାଙ୍କ ହାତରେ ରହିବ । ଆଗାମୀ ପୌର ନିର୍ବାଚନରେ ବିଏମ୍ସିର ମେୟର ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯଦି ଏହା ଉପରେ କୌଣସି ଆପତ୍ତି ଅଭିଯୋଗ ନଆସେ ତେବେ ବିଏମ୍ସି ମୁଖିଆ ପଦରେ ଜଣେ ମହିଳା ବସିବା ନିଶ୍ଚିତ । ସେହିଭଳି ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଠାରେ ମଧ୍ୟ ଆପତ୍ତି ଅଭିଯୋଗ ନହେଲେ ଜଣେ ମହିଳା ମେୟର ହେବା ଏକ...
ସରକାରଙ୍କ ସଫଳତାର ହୋର୍ଡିଂ ହଟାଅ
ଭୁବନେଶ୍ୱର : ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ଲାଗି ଥିବା ସରକାରଙ୍କ ସଫଳତାର ହୋର୍ଡିଂ ଓ ପୋଷ୍ଟର ଆଦି ହଟାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ କମିଶନର ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ଉଲ୍ଲେଖ କରାଯାଇଛି ଯେ ବିଭିନ୍ନ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ସରକାରଙ୍କ ସଫଳତାର ହୋର୍ଡିଂ ଲାଗିଛି । କେତେକ ହୋର୍ଡିଂରେ ମନ୍ତ୍ରୀ ଓ ନେତାମାନଙ୍କ ଫଟୋ ସମ୍ବଳିତ ସରକାରୀ ସପଳତା...
Omicron Tally To 170
Bhubaneswar: The State has detected 67 fresh Omicron cases on Wednesday taking the total tally to 170. The Institute of Life Science (ILS), Bhubaneswar, has informed the Health and Family Welfare Department about detection of new Omicron cases after conducting genome sequencing of the samples. However, the details of new Omicron cases are yet to be revealed by the...
ଦଲାଲଙ୍କ ଜାଲରେ ନପଡିବାକୁ ସତର୍କ କଲା ରେଳବାଇ
ନୂଆଦିଲ୍ଲୀ : ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି | ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି...










