ରାଜକୋଷ ଭରୁଛି ଖଣିଜ ଟିକସ
ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୨-୨୩ ବର୍ଷରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ଟିକସ ପାଇବାପାଇଁ ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍ ଜୁନ୍ ଶେଷ ସୁଦ୍ଧା ୧୧,୫୨୭ କୋଟି ଟଙ୍କା ପାଇଛନ୍ତି । ସେହିଭଳି ଅଣ ଟିକସ ଅଂଶଧନ ବାବଦରେ ୨୦୨୨-୨୩ ବର୍ଷରେ ସରକାର ୪୮,୨୦୦ କୋଟି ପାଇବାର ଲକ୍ଷ୍ୟ ରଖିଥିବାବେଳେ ଏହାର ସିଂହଭାଗ ଖଣି ଓ ଖଣିଜ କ୍ଷେତ୍ରରୁ ଆସିବ । ଅନୁଦାନ ଆକାରରେ ରାଜ୍ୟ ସରକାର କେନ୍ଦ୍ରରୁ ୩୨,୭୮୯ କୋଟି ଟଙ୍କା ପାଇବେ ବୋଲି...
Mineral Sector Revenue 11K CR
Bhubaneswar: While Odisha is showing sign of prosperity, thanks to Mineral Sector Revenue continues to rise and by 30 June, 2022, as it has collected Rs.11,527 Crore, while the State Government is eying to gather Rs.43,444 Crore during 2022-23 from this premium sector. The share of non tax revenue is Rs.48,200 Crore during 2022-23, Lion Share comes from Mineral Sector,...
State Pacts With Aster CMI
Bhubaneswar: The State Government Thursday signed an MoU with Bangalore-based Aster CMI Hospital to start paediatrics liver transplantation at SCB Medical College Hospital at Cuttack. The Bengaluru-based Aster CMI Hospital will set up a paediatric liver transplant unit at the SCB Medical College and Hospital (SCBMCH) in Cuttack, The MOU was signed in the presence of state Health and Family Welfare...
୧୫ ଜୁଲାଇରୁ ମାଗଣା ବୁଷ୍ଟର ଡ଼ୋଜ୍
ଭୁବନେଶ୍ୱର : ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ...
State Asks For Vax Intensification
Bhubaneswar: With the Covid cases starting rising in Odisha, the State Government on Thursday asked all collectors and municipal commissioners to intensify vaccination of 18-59 age group on campaign mode from Friday. Chief Secretary SC Mahapatra has given this instruction to the officers while holding a high-level review meeting on Covid-19 situation in the state through virtual mode this evening. Taking...
ହ୍ୟାକରଙ୍କ ୪୧୮୨ ଆଇପି ବ୍ଲକ
ଭୁବନେଶ୍ୱର : ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମଇ ମାସରେ ପ୍ରତିଷ୍ଠା ହୋଇଥିବା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଦ୍ୱାରା ବର୍ତ୍ତମାନ ସୁଦ୍ଧା ୪୧୮୨ଟି ସନ୍ଦେହଜନକ ଆଇପି ଠିକଣାକୁ ଚିହ୍ନଟ କରାଯିବା ସହିତ ତାହାକୁ ‘ବ୍ଲକ୍’ କରାଯାଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଚଳିତବର୍ଷ ମଇ...
ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷକୁ ଟପିଛି
ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ହାରାହାରି ମୁଣ୍ଡ ପିଛା ଆୟ ୧ ଲକ୍ଷ ଟଙ୍କାକୁ ଟପିଛି । ଗତ ୨୦ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ୯୬ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ବିଧାନସଭାରେ ସୂଚନା ଦିଆଯାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୦-୦୧ ବର୍ଷରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୧୨,୬୯୮ ଟଙ୍କା ଥିବାବେଳେ...
୨୨ଲକ୍ଷ ୪୬ହଜାର ହେକ୍ଟର ଜମି ଜଳସେଚିତ
ଭୁବନେଶ୍ୱର : ରାଜ୍ୟରେ ୬୧ଲକ୍ଷ ୮୦ ହଜାର ହେକ୍ଟରରୁ ଅଧିକ ଚାଷପଯୋଗୀ ଜମି ଥିବାବେଳେ ଇତିମଧ୍ୟରେ ୨୨ଲକ୍ଷ ୪୬ ହେକ୍ଟରରୁ ଅଧିକ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୬୧,୮୦,୨୪୬ ହେକ୍ଟର ଚାଷ ଜମି ଥିବାବେଳେ ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ...
ରକ୍ଷକ ଯୋଜନାରେ ୪୦ଲକ୍ଷ ଖର୍ଚ୍ଚ
ଭୁବନେଶ୍ୱର : ରକ୍ଷକ ଯୋଜନାରେ ୮ ମାସ ମଧ୍ୟରେ ୪୦ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହେଲାଣି । ଏହି ଅର୍ଥରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ଦିଆଯାଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରକ୍ଷକ ଯୋଜନା ୨୦୨୧ ନଭେମ୍ବର ୧୦ ତାରିଖରେ ଆରମ୍ଭ ହୋଇଥିଲା । ଦୁର୍ଘଟଣାରେ...
ଲିଭର ପ୍ରତିରୋପଣ ପାଇଁ ବୁଝାମଣା
ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଲିଭର ପ୍ରତିରୋପଣ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍ଆଇ ହସ୍ପିଟାଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଆସ୍ତର ସିଏମ୍ଆଇ ହସ୍ପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିତିଶ ସେଟ୍ଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍ଇଟି ଡା. ରମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି...









