ଆଉ ପାଞ୍ଚ ଅଧିକାରୀ ଚାକିରିରୁ ବିଦା ହେଲେ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା - ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ।  ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ  ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।    ଏହି  ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ...

Spending Limit For Urban Poll Candidates

Bhubaneswar: After enhancing the spending limit for candidates during Panchayat elections, the State Election Commission (SEC) has increased the poll expenditure limit for Councilors, Corporators, Chairpersons and Mayors. Aditya Prasad Padhi, State Election Commissioner held discussion with senior officials of SEC and has taken this decision after taking into consideration various aspects on election spending. Accordingly he directed officials to communicate...

ବ୍ୟାଙ୍କରେ ଜମା ଅଧିକ, ଋଣ କମ୍‍

0

ଭୁବନେଶ୍ୱର : ଓଡ଼ିଶାରେ ବ୍ୟାବସାୟିକ ବ୍ୟାଙ୍କଗୁଡିକ ଯେତେ ଜମା ସଂଗ୍ରହ କରୁଛନ୍ତି ତାହାର ଅଧା ବି ରାଜ୍ୟରେ ବିନିଯୋଗ କରୁନାହାନ୍ତି । ଓଡ଼ିଶାରୁ ସଂଗୃହୀତ ଅର୍ଥ ଏହି ବ୍ୟାଙ୍କମାନେ ଅନ୍ୟତ୍ର ଖଟାଉଛନ୍ତି । ବିଶେଷକରି କୃଷିଋଣ ଦେବା ପାଇଁ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କଗୁଡିକ କୁନ୍ଥୁ କୁନ୍ଥୁ ହେଉଥିବା ବେଳେ ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ସମବାୟ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ଓଡ଼ିଶାରେ କାରବାର କରୁଥିବା ସିଡ୍ୟୁଲ୍ଡ ବ୍ୟାଙ୍କଗୁଡିକ ୨୦୨୦-୨୧ ବର୍ଷରେ ୩,୩୬,୫୬୭ କୋଟି ଟଙ୍କାର...

ଓଡିଶାକୁ ମିଳୁଛି ୪୬% ଏମ୍‍ସିଏଲ୍‍ କୋଇଲା

0

ଭୁବନେଶ୍ୱର : ମହାନଦୀ କୋଲ ଫିଲ୍ଡ (ଏମସିଏଲ୍‍)ରୁ ଯେତେ କୋଇଲା ପଠାଯାଉଛି ତାହାର ୪୬ ପ୍ରତିଶତ ଓଡିଶାର ବିଭିନ୍ନ ଶିଳ୍ପସଂସ୍ଥାକୁ ମିଳୁଛି । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାଳେଣି ଯୋଗାଣ ଚୁକ୍ତିନାମା (ଏଫ୍‍ଏସ୍‍ଏ) ଅନୁଯାୟୀ ଏମ୍‍ସିଏଲ୍‍ ସହିତ ହୋଇଥିବା ରାଜିନାମା ଆଧାରରେ ଶିଳ୍ପସଂସ୍ଥା ସହିତ ଘରୋଇ ତାପଜ ବିଦ୍ୟୁତ୍‍ କେନ୍ଦ୍ରକୁ ବି କୋଇଲା ଯୋଗାଣ ହେଉଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର...

MCL Sends 46 % Coal To Odisha Industries

0

New Delhi: Union Coal Minister Pralhad Joshi Monday said that about 46 Percent of the total coal dispatched by Mahanadi Coalfields Limited (MCL) was supplied to industries in Odisha. Giving a written reply to a question asked by BJD MP Amar Patnaik in Parliament, Joshi said supply of coal to local industries including Captive Power Plants (CPPs) having Fuel Supply...

ପ୍ରଥମ ଦିନରେ ଆସିଲେ ୧୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛି । ୩୭,୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଲିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪,୪୫,୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଥିଲେ । ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ...

14 Lakh Students Attended Classes Day One

0

Bhubaneswar: All schools across 30 Districts of Odisha have been reopened for physical classes for students from Standard -VIII to XII today, thanks to the decision of the State Government to open schools. Principal Secretary School & Mass Education, Bishnupada Sethi, who took up the efforts for opening of schools in an organized manner in Post Covid Pandemic for benefit...

Liquor Ban On Polling & Counting Days

0

Cuttack: In the interest of free and fair Panchayat election, the State Excise Commissioner Ashish Kumar Singh has banned sale, transport and distribution of liquor in the respective Blocks during polling and counting of votes. Following the instruction of the SEC, Mr.Singh has written a letter to all Collectors to ensure closure of licensed premises for retail sale of foreign...

ପ୍ରବାସରେ ଭାଷା ସାହିତ୍ୟର ଉନ୍ନତି ପାଇଁ ଉଦ୍ୟମ

0

ଭୁବନେଶ୍ୱର : ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି । ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମକୁ ପୃଥିବୀର ବହୁଦେଶର ପ୍ରବାସୀ ଓଡ଼ିଆମାନଙ୍କ ସହ ସମ୍ପର୍କର ସାରସ୍ୱତ ସେତୁ ତିଆରି କରିପାରିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ଇତିହାସରେ ଏପରି ଅଭିନବ ଉଦ୍ୟମ ସମସ୍ତକୁ ଉଦ୍‌ବୁଦ୍ଧ କରିଛି । ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦୀକି ଅମୃତମହୋତ୍ସବ ରେ ପୃଥିବୀର ୬୦ଟି ଦେଶକୁ ଜଡ଼ିତ କରାଯାଇ ପାରିଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ, ବାଙ୍ଗାଲୋର ସାହିତ୍ୟ...

୯ରୁ ଝଡ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ପଶ୍ଚିମା ଝଡର ପ୍ରଭାବରେ ଫେବୃଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ଝଡ, ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ରାଜ୍ୟର ଉପକୂଳବର୍ତୀ ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ସୋମବାର...