Naveen Wins Modi

0

Bhubaneswar :Saffron Supremo and Prime Minister Narendra Modi was high on praise for Odisha Chief Minister Naveen Patnaik and his Government. One of the most intelligent political personalities that India has ever produced, Mr. Modi lauded Naveen on the floor of the Parliament surprising many senior lawmakerscutting across the political spectrum. Incidentally, Mr. Modi’s pat on Naveen’s shoulder came...

36 Hours Ban On Stay

0

Bhubaneswar: Ahead of the first phase voting for Panchayat elections, the State Election Commissioner Aditya Prasad Padhi on Saturday made it clear that no political leaders can stay in any other poll-bound constituency after completion of the campaigning period. Mr.Padhi today discussed the preparedness made for the ensuing Panchayat polls with district collectors through videoconferencing mode. Briefing reporters after the meeting,...

ପ୍ରଚାର ସରିଲେ ନିର୍ବାଚନମଣ୍ଡଳୀରେ ରହିବେନି ନେତା

0

ଭୁବନେଶ୍ୱର : ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ପ୍ରଚାର ସୀମା ଶେଷ ହେବା ପରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ମଧ୍ୟରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ସଂପର୍କୀୟ କୌଣସି ପ୍ରକାର...

Four Coal Blocks Auctioned

0

Bhubaneswar, The Centre has successfully auctioned four coal mines in Odisha for commercial mining under third Tranche of Mines and Minerals (Development and Regulation) Act. During the e-auction completed recently, cumulatively 10 coal mines were put up for auction of which six coal mines were CMSP coal mines and remaining four were MMDR coal mines. Out of the 10, four belong...

Ballot Paper Colours For Urban Polls

0

Bhubaneswar, The State Election Commission (SEC) on Saturday fixed the colour of Ballot Papers to be used during upcoming general election to Urban Local Bodies (ULBs). “In exercise of powers vested in it under Article 243 ZA of the Constitution, the Commission directs that the colour of Ballot Papers for the Corporators/Councilor will be Pink and Mayor/Chairperson will be Yellow,”...

ପିଲାଙ୍କ ସଂକ୍ରମଣ ୩୦୦ ଉପରେ

0
Corona Testing

ଭୁବନେଶ୍ୱର : ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଦେଢ ହଜାର ଆଖପାଖରେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ହ୍ରାସ ପାଉନାହିଁ । ପ୍ରାୟ ସପ୍ତାହେ ହେଲା ଏହା ୩୦୦ ଉପରେ ରହୁଛି । ଚଳିତ ମାସ ୬ତାରିଖରେ ରାଜ୍ୟରେ ୨୮୩ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ପିଲାଙ୍କ ସଂକ୍ରମଣ ତିନି ଶହ ଉପରେ ରହୁଛି । ଚଳିତ ମାସ ୭ ତାରିଖରେ ରାଜ୍ୟରେ ୧୫୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପିଲାଙ୍କ ସଂଖ୍ୟା ଥିଲା ୩୨୯ । ସେହିଭଳି...

କୋଭିଡ ସହାୟତା ୨୭ହଜାର କୋଟିରୁ ଅଧିକ

0

ଭୁବନେଶ୍ୱର : କୋଭିଡ ସମୟରେ ଓଡିଶାକୁ କେନ୍ଦ୍ର ସରକାର ୨୭,୪୫୯ କୋଟି ଟଙ୍କାରୁ ଅଧିକ ସହାୟତା ଯୋଗାଇ ଦେଇଛନ୍ତି । ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ରୋକିବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ପ୍ୟାକେଜ ଘୋଷଣା କରିଥିଲେ । ଏଥି ମଧ୍ୟରେ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ସହିତ ଖାଦ୍ୟ ଶସ୍ୟ, ଔଷଧ ଓ ଟିକା ବାବଦରେ କେନ୍ଦ୍ର...

୨୦୧୮ରୁ ବିଧାନ ପରିଷଦ ପ୍ରସ୍ତାବ ଯାଇଛି

0

ଭୁବନେଶ୍ୱର : ଓଡିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ କେନ୍ଦ୍ର ସରକାର ପାଇନାହାନ୍ତି ବୋଲି ଆଇନ୍‍ ଓ ନ୍ୟାୟ ବିଭାଗ ମନ୍ତ୍ରୀ କିରଣ ରିଜ୍ଜୁ ରାଜ୍ୟ ସଭାରେ ସୂଚନା ଦେଇଥିବାବେଳେ ବାସ୍ତବରେ କିନ୍ତୁ ବିଧାନସଭା ସଚିବାଳୟ ଏ ସଂକ୍ରାନ୍ତରେ ୨୦୧୮ ସେପ୍ଟେମ୍ବର ୧୮ତାରିଖରେ କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରାଳୟ ସମେତ ଲୋକସଭା ଓ ରାଜ୍ୟସଭା ସଚିବାଳୟ ଏବଂ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ପୃଥକ ପୃଥକ ଚିଠି ଲେଖି ଜଣାଇଛି । ଓଡିଶା ବିଧାନସଭା ସଚିିବାଳୟର ୧୮/୦୯/୨୦୧୮ ତାରିଖର ୮୮୫୮...

ନିରପେକ୍ଷତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ମୋ ସ୍କୁଲ୍‌

0

ଭୁବନେଶ୍ୱର : ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍‌ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି କହିଛନ୍ତି ମୋ ସ୍କୁଲ୍‌ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ। ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ମୋ ସ୍କୁଲ୍‌ ଅଭିଯାନର ୯ମ ପରିଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍‌ଚୀ କହିଥିଲେ, ମୋ ସ୍କୁଲ୍‌ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ୍‌ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି । ସ୍କୁଲ୍‌ଗୁଡ଼ିକରେ ଚାଲିଥିବା ପ୍ରକଳ୍ପଗୁଡ଼ିକ କିଭଳି...

ବେଆଇନ୍‍ ନିଶା କାରବାର ରୋକ

0

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନ ସମୟରେ ବେଆଇନ୍‍ ନିଶା କାରବାରକୁ ରୋକିବାପାଇଁ ସୀମାନ୍ତରେ ନଜର ରଖିବାକୁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ବେଆଇନ୍‍ ମଦପ୍ରସ୍ତୁତକାରୀ, ବ୍ୟବସାୟୀ ଓ ବିକ୍ରୟସ୍ଥଳ ଉପରେ ନିୟମିତ ଚଢଉ ସହିତ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଶ୍ରୀ ସିଂହ ଆଜି ସମୀକ୍ଷା କରିଥିଲେ । ଭର୍ଚୁଆଲ ମୋଡ୍‍ରେ ହୋଇଥିବା ଏହି ସମୀକ୍ଷା...