Students Turn Waste To Wonder

0

Bhubaneswar: The National Informatics Centre (NIC) recently transformed Sai Anglo Regional Public School into a hub for environmental innovation during a "Best out of Waste" exhibition in Bhubaneswar. As part of the Swachhata Pakhwada observance, 180 students from Classes II to VIII demonstrated that the solution to our growing waste crisis lies in resourcefulness and a circular mindset. By repurposing...

ରତ୍ନଭଣ୍ଡାରରେ ଗଚ୍ଛିତ ଅଛି କେତେ ସଂପଦ?

0

ଭୁବନେଶ୍ୱର : ପାଖାପାଖି ଅର୍ଦ୍ଧଶତାବ୍ଦୀ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ମହଜୁଦ ଥିବା ମୂଲ୍ୟବାନ ଅଳଙ୍କାର ସବୁର ଗଣତି ମଣତି ହେଉନଥିବାବେଳେ ଏବେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱଭୂଷଣ ହରିଚନ୍ଦନ ନୀଳମଣି ରାଉତରାୟଙ୍କ ସରକାରରେ ଆଇନ୍‍ ମନ୍ତ୍ରୀ ଥିବାବେଳେ ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରରେ ମହଜୁଦ ଥିବା ସମସ୍ତ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ସେ ବର୍ଷ ମଇ ୧୩ ତାରିଖରୁ ଜୁଲାଇ ୨୩...

ଋଣ ବୋଝ ଟପିପାରେ ଦେଢ଼ ଲକ୍ଷ କୋଟି

0

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ବେଳକୁ ଓଡ଼ିଶାର ଋଣ ଭାର ଦେଢ଼ଲକ୍ଷ କୋଟି ଟଙ୍କାକୁ ଟପିପାରେ । ଏ ସଂକ୍ରାନ୍ତରେ ସରକାରୀ ଭାବେ କୌଣସି ସୂଚନା ମିଳୁନଥିଲେ ମଧ୍ୟ ଅର୍ଥନୀତି ବିଶ୍ଳେଷକମାନେ ଏପରି ଆକଳନ କରୁଛନ୍ତି । ସରକାରୀ ହିସାବ ମୁତାବକ ଓଡ଼ିଶାର ଋଣ ବୋଝ ୧୯୯୫-୯୬ ବର୍ଷ ଶେଷବେଳକୁ ୯୨୧୮ କୋଟି ୫୦ଲକ୍ଷ ଟଙ୍କା ଥିଲା । ୧୯୯୯-୨୦୦୦ରେ ଏହା ୧୮୧୦୦ କୋଟି ଟଙ୍କା ରହିଥିବାବେଳେ ୨୦୧୩-୧୪ ବେଳକୁ ତାହା ୩୭୫୭୦ କୋଟି ଟଙ୍କା ଟପିଥିଲା । ଚଳିତ ଆର୍ôଥକ...

Odisha On Steady Growth Path

0

Bhubaneswar: Odisha is maintaining a trajectory of steady and resilient economic expansion, with the state real GSDP projected to grow by more than 7.5 percent during the 2025-26 fiscal year. Shri Sanjeeb Kumar Mishra, Principal Secretary of Finance, noted that in the 2025-26 budget, the total expenditure to GSDP ratio reached 27 percent. A significant portion of these funds...

ପଲିଟେକନିକ୍‍ ଶିକ୍ଷାରେ ଏଆଇ

0

ଭୁବନେଶ୍ୱର :  ଭୁବନେଶ୍ୱର ସରକାରୀ ପଲିଟେକ୍ନିକରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ଦ୍ୱାରା “ପଲିଟେକ୍ନିକ୍ ଶିକ୍ଷାରେ ଏଆଇ” ଶୀର୍ଷକ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ପୁନିଆ କହିଥିଲେ ଯେ, ପରିବର୍ତ୍ତନଶୀଳ ଚାକିରି ବଜାରରେ ପ୍ରତିଯୋଗିତାମୂଳକ ରହିବା ପାଇଁ କୃତ୍ରିମ ବୁଦ୍ଧିମତା ବା 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ'କୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦକ୍ଷତାକୁ ସୁଦୃଢ କରିବା ଦିଗରେ ସରକାର ସମସ୍ତ ସହାୟତା...

Guruji Leads Sai Parikrama

0

Shirdi: The spiritual essence of Shirdi was profoundly felt today as the Annual Shirdi Parikrama commenced, led by the revered Guruji, Dr. Chandra Bhanu Satpathy. This sacred circumambulation serves as a vibrant tribute to the life and teachings of Shri Shirdi Sai Baba, bringing together a global community of believers to walk the path of faith and patience. The...

ବେଦାନ୍ତ ଦକ୍ଷତା ତାଲିମ କେନ୍ଦ୍ରର ଶତ ପ୍ରତିଶତ ନିଯୁକ୍ତି

0

ଲାଞ୍ଜିଗଡ଼ : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ପରିଚାଳିତ ଦକ୍ଷତା ତାଲିମ କେନ୍ଦ୍ରର ଖାଦ୍ୟ ଓ ପାନୀୟ (ଏଫ୍‌ଆଣ୍ଡ୍‌ବି)ର ୨୭ତମ ବ୍ୟାଚ୍‌ ୧୦୦% ନିଯୁକ୍ତି ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସମାବେଶୀ ବିକାଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିବା ଏହି ବ୍ୟାଚ୍‌ରେ ୭ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଥିଲେ । ସେହି ସମସ୍ତ ପ୍ରାର୍ଥୀଙ୍କୁ ସେବା ଓ ଆତିଥେୟତା ଉଦ୍ୟୋଗର କିଛି ଅଗ୍ରଣୀ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି । ଏହି ପ୍ରାର୍ଥୀମାନେ ଇଣ୍ଡିଗୋ,...

SOA Hosts AI Meet

0

Bhubaneswar: A day-long conference on the application of Artificial Intelligence (AI) in the education sector was jointly organized by the All India Council for Technical Education (AICTE) and the AIC-SOA Foundation at the Siksha 'O' Anusandhan Deemed to be University (SOA) campus here on Saturday. The conference focused on exploring how AI could be effectively integrated into the education policy,...

ଗୋଡ଼କୁ ରକ୍ଷା କରିବାରେ ସଫଳ ସମ୍ମମ ଡାକ୍ତର

0

ଭୁବନେଶ୍ୱର : ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତର । ଏହି ଉଲ୍ଲେଖନୀୟ ପ୍ରକ୍ରିୟାକୁ ସମ୍ମମର ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିର କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ମିନିମାଲି ଇନ୍‌ଭେସିଭ୍ ଭାସ୍କୁଲାର କେୟାର ମାଧ୍ୟମରେ ସମ୍ପନ୍ନ କରିଛନ୍ତି ।  ରୋଗୀଙ୍କ ଗୋଡ଼ର ଧମନୀରେ ଜଟିଳ ବ୍ଲକେଜ୍ ସମସ୍ୟା ରହିଥିବା ବେଳେ ଏହା ତାଙ୍କ...

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

0

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ଏବଂ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି...