ହିଂସାକାଣ୍ଡ ରୋକିବାକୁ ସଜାଗ ହେଲା ପୁଲିସ୍
ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଦିନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଶୃଙ୍ଖଳିତ ନିର୍ବାଚନ ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ୨୪୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଏଥିସହିତ ୧୭୫୩ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯିବା ସହ ଜିଲ୍ଲାସ୍ତରରେ ପୋଲିସ୍ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନକୁ ନିୟୋଜିତ କରାଯାଇଛି । ସେହିପରି ୨୦୪୩୫ଟି ବୁଥ୍ରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ୍...
ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିିର୍ବାଚନ ଅନୁଷ୍ଠିତ...
Boudh Records Highest Polling
Bhubaneswar: Boudh district has recorded highest voters’ turnout of 84.7 per cent while lowest 64.96 per cent polling recorded in Ganjam district during the first phase of voting for the election to Panchayati Raj Institutions (PRIs) held on 16 February. The State Election Commission (SEC) has released the final polling data on Thursday. As per the data, 77.2 per cent...
ଅଧିକ ଋଣ କରିବେ ସରକାର
ଭୁବନେଶ୍ୱର : ବିଭିନ୍ନ ଉନ୍ନୟନମୂଳକ କାମ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଚଳାଇ ରଖିବାପାଇଁ ଓଡିଶା ସରକାରଙ୍କୁ ଆଗାମୀ ଆର୍ଥିକ ବର୍ଷରେ ଅଧିକ ଋଣ କରିବାକୁ ପଡିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଗତ ଜୁଲାଇ ସୁଦ୍ଧା ଓଡିଶାର ଋଣ ବୋଝ ଏକ ଲକ୍ଷ କୋଟି ଟଙ୍କାକୁ ଟପିଥିଲା । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏହାର ପରିମାଣ ପ୍ରାୟ ୧ଲକ୍ଷ ୨୨ହଜାର କୋଟି ଟଙ୍କାରୁ ଅଧିକ ହେବବୋଲି ଆକଳନ କରାଯାଇଥିଲା । ବିଶେଷକରି କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା...
ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ
ଭୁବନେଶ୍ୱର : ବେପରୁଆ ଗାଡିଚାଳକ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ହେଲେଣି । ରାଜଧାନୀରେ ଯେତେ ଯାନବାହାନ ଦୁର୍ଘଟଣା ହେଉଛି ସେଥିରୁ ସଂଖ୍ୟାଧିକ ଘଟୁଛି ଏହି ବେପରୁଆ ଚାଳକଙ୍କ ପାଇଁ । ଏମାନଙ୍କ ପାଇଁ ଅନେକ ଜୀବନ ବି ଚାଲିଯାଉଛି । କେବଳ ରାଜଧାନୀର ଏକ ନମ୍ବର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଅଧିନରେ ଥିବା ଅଞ୍ଚଳରେ ବେପରୁଆ ଗାଡିଚାଳକମାନେ ଶହ ଶହ ଦୁର୍ଘଟଣା ଘଟାଉଛନ୍ତି । ୨୦୧୯ ରେ ଏଭଳି ଚାଳକଙ୍କ ଯୋଗୁଁ ଏହି ଇଲାକାରେ ୩୨୭ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୦ ରେ...
ଡାକ୍ତରଙ୍କ ଘରୁ ବାହାରିଲା କୋଟିଏ ୧୨ଲକ୍ଷ
ଭୁବନେଶ୍ୱର : ଭିଜିଲାନ୍ସ ହାବୁଡରେ ପଡିଥିବା ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରୁ ନଗଦ ଏକ କୋଟି ୧୨ଲକ୍ଷ ଟଙ୍କା ମିଳିଛି । ଏହା ହେଉଛି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଜାଲରେ ପଡିଥିବା କୌଣସି ସରକାରୀ ବାବୁଙ୍କ ଘରୁ ଜବତ ହୋଇଥିବା ସର୍ବାଧିକ ଟଙ୍କା । ଆଜି ସକାଲେ ଡାକ୍ତର ଜେନାଙ୍କୁ ୮୦୦୦ ଟଙ୍କା ଲାଞ୍ଚ ନେବା ଅବସ୍ଥାରେ ଭିଜିଲାନ୍ସ ଧରିଥିଲା । ଅପରେସନ ପାଇଁ ରୋଗୀଙ୍କ ଠାରୁ ଡାକ୍ତର ଜେନା ଲାଞ୍ଚ...
ଔଷଧ କେନ୍ଦ୍ର ଖୋଲିବାକୁ ଆୟର୍ଲ୍ୟାଣ୍ଡ ଡାକ୍ତର ଆଗ୍ରହୀ
ଭୁବନେଶ୍ୱର : କର୍କଟ ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର । ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍ଷ୍ଟିଚ୍ୟୁଟ୍ ଅଫ୍...
ସୁରକ୍ଷା ବ୍ୟବସ୍ଥା ମଜବୁତ୍ କର
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ୱାରା ଗଣ୍ଡଗୋଳ ହେଉଥିବା ଖବର ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି । ବିଶେଷ କରି ପୁରୀ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି । ପୁରୀ ଜିଲ୍ଲାର କଣାସ ବ୍ଲକ୍ରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିଶନଙ୍କ ନିଜରକୁ ଆସିଛି । ଫଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ର୍ରକି୍ରୟାରେ ବାଧା ସୃଷ୍ଟି ହେଉଛି...
70 % Polling In First Phase
Bhubaneswar: Barring some minor incidents, the first phase of voting for election of Panchayati Raj Institutions (PRIs) has completed smoothly in all 30 districts with 70 per cent polling, said State Election Commissioner Aditya Prasad Padhi here. As per the latest report received from districts, there was a 70 per cent turnout in the first phase. The polling percentage may...
Ireland Doc On SUM Care
Bhubaneswar: Eminent Ireland-based gastroenterologist Prof. Dilip Mahapatra is exploring the possibility of establishment of a Centre for Regenerative Medicine in Odisha which can go a long way in making available advanced treatment to patients in a number of diseases including cancer. Prof. Mahapatra, presently Director of the Lugh Medical Centre at Dundalk, Ireland and Vice-Chancellor of Ballsbridge University College at...









