BJD Announces Mayor Nominees
Bhubaneswar: The governing Biju Janata Dal (BJD) on Saturday announced its candidates for the Mayor election in three Municipal Corporations, Bhubaneswar, Cuttack and Berhampur. BJD Supremo and Chief Minister Naveen Patnaik has announced that party spokesperson Sulochana Das will be the party candidate for the election to Mayor post of Bhubaneswar Municipal Corporation (BMC). At present, Das is serving as...
ବିଜେଡିର ମେୟର ପ୍ରାର୍ଥୀ
ଭୁବନେଶ୍ୱର : ରାଜ୍ୟର ତିନି ମହାନଗର ନିଗମ ପାଇଁ ବିଜୁ ଜନତା ଦଳ ଆଜି ତାହାର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାମରେ ମୋହର ବାଜିଥିବାବେଳେ କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ଦଳ ପ୍ରାର୍ଥୀ କରିଛି । ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ବର୍ତ୍ତମାନ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଦାୟିତ୍ୱ ତୁଲାଉଥିବାବେଳେ ସୁବାସ ସିଂହ ରାଜ୍ୟସଭା ସାଂସଦ ଅଛନ୍ତି । ତେବେ...
ବିଜୁ ବାବୁଙ୍କ ଦୀର୍ଘ ୫୧ବର୍ଷର ରାଜନୀତି
ଭୁବନେଶ୍ୱର : ବିଜୟ ଓ ବିପର୍ଯ୍ୟୟରେ କେବେବି ବିଚଳିତ ହୋଇନଥିବା ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଆବର୍ତ୍ତମାନର ୨୫ବର୍ଷରେ ବି ଓଡ଼ିଆ ଜାତି ଝୁରୁଛି । ୧୯୪୬ ମସିହାରୁ ନିର୍ବାଚନ ରାଜନୀତିରେ ସକ୍ରିୟ ରହିଥିବା ବିଜୁ ପଟ୍ଟନାୟକ ୫୧ବର୍ଷ ଧରି ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହେବା ସହ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ୧୯୧୭ ମାର୍ଚ୍ଚ ୫ ତାରିଖରେ ଜନ୍ମିତ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା ୧୯୯୭ ଏପ୍ରିଲ ୧୭ରେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ ସରକାରଙ୍କ...
ସ୍ଥାନ ତୁଳନାରେ ଓଡିଶା ଜେଲରେ କମ୍ ବନ୍ଦୀ
ଭୁବନେଶ୍ୱର : ଜାତୀୟ ସ୍ତରରେ ଜେଲ୍ଗୁଡିକର କ୍ଷମତା ତୁଳନାରେ ହାରାହାରି ୧୧୮ ପ୍ରତିଶତ ବନ୍ଦୀ ରହୁଥିବାବେଳେ ଓଡିଶାରେ ଏହା କିନ୍ତୁ କମ୍ ରହିଛି । ଓଡିଶାର ଜେଲରେ କ୍ଷମତା ତୁଳନାରେ ହାରାହାରି ୯୦ ପ୍ରତିଶତ ବନ୍ଦୀ ରହୁଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ‘ପ୍ରିଜନ ଷ୍ଟାଟିଷ୍ଟିକ୍ସ ଇଣ୍ଡିଆ’ର ସର୍ବଶେଷ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ସମଗ୍ର ଦେଶରେ ମୋଟ୍ ୧୩୦୬ଟି ଜେଲ୍ ରହିଥିବାବେଳେ ଏଥିରୁ ସର୍ବାଧିକ ୧୪୫ଟି ଉତ୍ତରପ୍ରଦେଶରେ ରହିଛି । ଓଡିଶାରେ ୯୨ଟି ଜେଲ୍ ଥିବାବେଳେ...
ସ୍ମିତା ମିଶ୍ର କଳିଙ୍ଗ ସେନାର ମେୟର ପ୍ରାର୍ଥୀ
ଭୁବନେଶ୍ୱର : ଭୁବନେଶ୍ୱର ମେୟର ପଦ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ଆଇନ୍ ଛାତ୍ରୀ ସ୍ମିତା ମିଶ୍ର ସେନାର ପ୍ରାର୍ଥୀ ଭାବେ ମେୟର ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି । ସୁଶ୍ରୀ ମିଶ୍ରଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିବା ସମୟରେ ରଥ କହିଛନ୍ତି ଯେ କଳିଙ୍ଗସେନା ସବୁବେଳେ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଥାଏ । କାରଣ...
୧୨ଟି ଜିଲ୍ଲାରେ ମିଶନ ଇନ୍ଦ୍ରଧନୁଷ ୪.୦
ଭୁବନେଶ୍ୱର : ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଆଦୌ କିମ୍ବା ଅଧାରୁ ଟିକା ନେଇନଥିବା ପ୍ରତ୍ୟେକ ୦ରୁ ୨ ବର୍ଷ ମଧ୍ୟରେ ପିଲା ଓ ଗର୍ଭବତୀ ମହିଳାମାନଙ୍କର ତାଲିକା ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଟିକାକରଣ କରିବା, ଯାହା ଦ୍ୱାରା ନିୟମିତ ଟିକାକରଣ କାର୍ଯ୍ୟକ୍ରମ ସଶକ୍ତ ହୋଇପାରିବ । ଏନ୍.ଏଫ୍.ଏଚ୍.ଏସ୍. ୫ (୨୦୨୦-୨୦୨୧ ମସିହା) ଅନୁଯାୟୀ ଓଡ଼ିଶା ରାଜ୍ୟର ସଂପୂର୍ଣ୍ଣ ଟିକାକରଣ ଆକଳନ ହେଉଛି ୯୦.୫ ପ୍ରତିଶତ ଯାହାକି ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ସମିଶ୍ରିତ...
୧୧ରେ ମାଗଣା ନିଯୁକ୍ତି ମେଳା
ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୧୧ ତାରିଖରେ ଏକ ମାଗଣା ନିଯୁକ୍ତି ମେଳା ଆୟୋଜନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି)ଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ରର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନସିଏସସିଡିଏର ଭୁବନେଶ୍ୱର ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ସମସ୍ତ ନିଯୁକ୍ତି ଆଶାୟୀମାନେ ଅଂଶଗ୍ରହଣ କରିପାରିବେ । ନିଯୁକ୍ତି ମେଳା ୧୧ ମାର୍ଚ୍ଚ, ୨୦୨୨ ସକାଳ...
ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ପାଇଁ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ମେୟର ପଦବୀ ଲାଗି ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀମତୀ ଆଚାର୍ଯ୍ୟ ଗୋଟିଏ ରାଜନୈତିକ ପରିବାରରୁ ଆସିଛନ୍ତି । ସେ ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । ମଧୁସ୍ମିତା ଛାତ୍ର ରାଜନୀତିରୁ ଆସିଥିବା ବେଳେ...
ମାର୍ଚ୍ଚ ଶେଷ ଭିଡ କମାଇବାକୁ ପରାମର୍ଶ
ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ଏକକାଳୀନ ଅର୍ଥ ଖର୍ଚ୍ଚ ପାଇଁ ଭିଡ ନକରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏହି ମର୍ମରେ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ପତ୍ର ଲେଖିଛନ୍ତି । ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗମାନଙ୍କୁ ପତ୍ର ଲେଖାଯାଇ ଅର୍ଥ ମଞ୍ଜୁର ସଂକ୍ରାନ୍ତରେ ଧାର୍ଯ୍ୟ ନୂତନ ସମୟସୀମା ସଂକ୍ରାନ୍ତରେ ଅବଗତ କରାଯିବା ସହିତ...
ରାଜଧାନୀ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଘାତକ
ଭୁବନେଶ୍ୱର : ଶରୀରର ପୁଷ୍ଟି ସାଧନ ପାଇଁ ରାଜଧାନୀରେ ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ପ୍ରଚୁର ପରିମାଣର ବିଷାକ୍ତ ପଦାର୍ଥ ରହୁଥିବାରୁ ଏହା ମଣିଷ ସ୍ୱାସ୍ଥ୍ୟ ପ୍ରତି ଘାତକ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ମହାନଗର ନିଗମ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଯୋଗାଣ ଓ ପୁଲିସ୍ ବିଭାଗ ଖାଦ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଅନେକ ଖାଉଟି ଅଭିଯୋଗ କରୁଛନ୍ତି ଯେ ରାଜଧାନୀରେ ଯେତେ ପରିମାଣର ଦୁଗ୍ଧ...










