ଆର୍ଥିକ କରିଡର ରାସ୍ତାରେ ଜଙ୍ଗଲ ସାଜିଛି କଣ୍ଟା

ଭୁବନେଶ୍ୱର : ଆର୍ଥିକ କରିଡର ନିର୍ମାଣରେ ଏବେ ଜଙ୍ଗଲ କଣ୍ଟା ସାଜିଛି । ଗଛକଟାରେ ବିଳମ୍ବ ହେତୁ ଓଡିଶା ମଧ୍ୟ ଦେଇ ନିର୍ମାଣ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରଡର କାର୍ଯ୍ୟ ଆଗେଇ ପାରୁନାହିଁ । ଭାରତମାଳା ଯୋଜନାରେ ନିର୍ମାଣ ହେଉଥିବା ଏହି ୪୬୪ କିଲୋମିଟର ଦୀର୍ଘ ଅର୍ଥନୈତିକ କରିଡର ସଡକଟି ରାଜ୍ୟର ଦୁଇ ଜିଲ୍ଲା ନବରଙ୍ଗପୁର ଓ କୋରାପୁଟ ଦେଇ ଯିବ । ଏହି ଦୁଇ ଜିଲ୍ଲାରେ ଏହାର ଲମ୍ବ ୨୪୦ କିଲୋମିଟର ରହିଛି । ତେବେ ରାଜ୍ୟ ଜଙ୍ଗଲ ବିଭାଗ ଏହି ସଡକ...

ଟଙ୍କିକିଆ ମୁଦ୍ରା ଜଗତ୍‍ସିଂହପୁରରେ ଅଚଳ

0

ଭୁବନେଶ୍ୱର : ଟଙ୍କିକିଆ କିମ୍ବା ଦୁଇ ଟଙ୍କିଆ ମୁଦ୍ରା ନେଇ ସାମଗ୍ରୀ ଆଣିବାକୁ ଗଲେ ଦୋକାନୀ ଫେରାଇ ଦେଉଛି । ସଫା ସଫା କହୁଛି ଏଗୁଡାକୁ ଆଉ ଚଳୁନି । କେତେକ ଦୋକାନୀ ୫ଟଙ୍କିଆ କଏନକୁ ବି ଫେରାଇ ଦେଉଛନ୍ତି । ଖୁଚୁରା ପଇସାର ଏଭଳି ସ୍ଥିତି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍‍ ରାଜଧାନୀଠାରୁ ଅନତି ଦୂରରେ ଥିବା ଜଗତ୍‍ସିଂହପୁର ଜିଲ୍ଲାରେ । ଜିଲ୍ଲାବାସୀ ଏବେ ଟଙ୍କିକିଆ କିମ୍ବା ଦୁଇ ଟଙ୍କିଆ ମୁଦ୍ରା ଦେଖିଲେ ଭୟ କରୁଛନ୍ତି । କାରଣ ଏଥରୁ ପୁଳାଏ...

ସୋଆରେ ଆନ୍ତର୍ଜାତିକ ମହିଳା ଦିବସ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ "ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ" ଉପରେ ମତ ରଖି ଶ୍ରୀମତୀ ଦାସ କହିଥିଲେ ଯେ ନାରୀ ବର୍ତମାନ ଆଉ ଅବଳା ଦୁର୍ବଳା ନୁହେଁ...

No Exam On 22-24 March

0

Bhubaneswar: Following the instruction of the State Election Commission (SEC), the Higher Education Department has directed all universities and degree colleges not to hold any examination during March 22 to 24 on account of the Urban Poll. In a letter to the Vice-Chancellors of all universities, principals of all government/ non-government degree colleges, the Higher Education department has asked not...

ସଦ୍ୟ ନିର୍ମିତ ପିଚୁ ରାସ୍ତାକୁ ଖୋଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନିର୍ମାଣ ହେଉଥିବା ପିଚୁ ରାସ୍ତାକୁ ମାସକ ମଧ୍ୟରେ ଯଦି କୌଣସି ବ୍ୟକ୍ତି ହାତରେ ଖୋଳନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟ ପ୍ରଦୀପ କୁମାର ସାମଲ ଆଜି ପ୍ରେସ୍‍ ବିଜ୍ଞପ୍ତି ଜରିଆରେ ଲୋକଙ୍କୁ ଏ ନେଇ ସତର୍କ କରାଇ ଦେଇଛନ୍ତି । ଜାରତ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଗତ କିଛିମାସ ହେଲା ସଦ୍ୟ ତିଆରି ହୋଇଥିବା ପିଚୁ ରାସ୍ତାରୁ ପିଚୁ ସ୍ତରକୁ କିଛି ଲୋକ ହାତରେ ବାହାର କରୁଛନ୍ତି ଓ...

SOA Celebrates Intl’ Women’s Day

0

Bhubaneswar: Equality among men and women was the focus of a program organized for women employees of Siksha ‘O’ Anusandhan (SOA) Deemed to be University here on the eve of the International Women’s Day on Monday. Dwelling on the subject ‘Gender equality today for a sustainable tomorrow’, the theme of the International Women’s Day this year, several speakers expressed their...

Chit Fund Director Arrested

0

Bhubaneswar; The Economic Offences Wing (EOW) of Crime Branch has arrested Tapan Kumar Samanta, a chit fund company director, for duping investors’ money of around Rs 15 crore. Earlier, the chit fund company’s chairman and managing director, Pratap Kumar Biswal was arrested in this case. Tapan was arrested from Kolkata and produced before the additional chief judicial magistrate, Baruipur, Kolkata yesterday....

୨୫ରୁ ଛଅ ଦିନିଆ ବଜେଟ୍‍ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ । ତଥାପି ୨୦୨୨-୨୩ ବର୍ଷ ପାଇଁ ଏକ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବ ନାହିଁ । ଏ ସଂକ୍ରାନ୍ତରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ୍‍ ଉପସ୍ଥାପନ କରିବେ । ମାର୍ଚ୍ଚ ୨୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ...

Amar Patnaik Demands 4C License For Rourkela Airport

0

Bhubaneswar: Senior BJD leader and Member of Parliament (Rajya Sabha), Amar Patnaik has urged the Union Government to issue 4C license to Rourkela airport. Dr Patnaik has recently written a letter to Union Civil Aviation Minister Jyotiraditya Scindia elaborating the need of 4C license for the airport located in the Steel City of Odisha.    He said Rourkela is the 3rd...

Malkangiri Airport Construction On Fast Track

0

Bhubaneswar: Bishnupada Sethi, Principal Secretary Commerce & Transport has said that the State Government has put construction of Malkangiri Airport on Fast Track and Rs.29 Crore has been sanctioned for Malkangiri Airport, which can be can be developed as a 2B category airport.  Mr.Sethi was presenting details about construction of new Airport at Malkangiri in the progress review meeting held...