ପିଲାଏ ପାଳିଲେ ବିଶ୍ୱ ଜଳ ଦିବସ
ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ର ସମସ୍ତ ପ୍ରକଳ୍ପ କ୍ଷେତ୍ର ରେ ପିଲା ଓ ଯୁବକ ମାନେ ଉତ୍ସାହର ସହିତ ପାଳନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ସଚତନତା ବାର୍ତ୍ତା ଦେବା, ରଚନା ଲେଖିବା, ପଶୁ ପକ୍ଷୀ ମାନଙ୍କ ନିମନ୍ତେ ଜଳ ରଖିବା, ସଚେତନତା ରାଲି, ଜଳର ଉତ୍ସ କୁ ସଫା କରିବା, ହାତ ଧୁଆ, ଧଳା କପଡା ଉପରେ ନୀଳ...
ପିଲାଙ୍କ ଭାଷା ଓ ଗଣିତ ଶିକ୍ଷଣ ସ୍ତରର ସର୍ବେକ୍ଷଣ ହେବ
ଭୁବନେଶ୍ୱର : ଆସନ୍ତା ୨୩ ମାର୍ଚ୍ଚ ୨୦୨୨ ତାରିଖଠାରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷଣର ସ୍ତର ନିର୍ଦ୍ଧାରଣ ନିମନ୍ତେ ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏବଂ ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ସର୍ବେକ୍ଷଣ କରାଯାଉଛି । ଏହି ସର୍ବେକ୍ଷଣର ମୂଲଲକ୍ଷ୍ୟ ହେଉଛି ଭାରତ ବର୍ଷରେ ଶିକ୍ଷାଦାନ ନିମନ୍ତେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷାରେ...
E-Library Inaugurated
Bhubaneswar: In a historic move, the High Court of Orissa has dedicated e-Libraries for the Bar Associations of the 30 Districts and 2 outlying stations in Koraput and Rourkela in an event organized through virtual mode here on Tuesday. Chief Justice of the High Court, Dr. Justice S. Muralidhar and Judges of the High Court of Orissa were present on...
ମାର୍ଚ୍ଚ ୨୫ ପରେ ବଢ଼ିବ ତାପମାତ୍ରା
ଭୁବନେଶ୍ୱର : ମାର୍ଚ୍ଚ ୨୫ ତାରିଖ ପରେ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ୍ ଛୁଇଁବାର ସମ୍ଭାବନା ଥିବା ବେଳେ ଉପକୂଳବର୍ତୀ ଅଂଚଳରେ ୩୮ ରୁ ୪୦ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୧ ଡିଗ୍ରୀ ମଧ୍ୟରେ ଓ ଉପକୂଳବର୍ତୀ...
Police Arrests Jagadev
Bhubaneswar: Senior lawmaker Prasanta Kumar Jagadev, who plowed his car into a crowd at Banapur in Khurda district on March 12, arrested here on Tuesday. Mr.Jagadev, who was under treatment in a hospital in Bhubaneswar after being beaten by the mob during the incident, was arrested after discharge from the hospital, police said. After producing the MLA before a local...
ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର
ଭୁବନେଶ୍ୱର : ସମ୍ ହସ୍ପିଟାଲ୍ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲ୍ମୁନାରୀ ଭାଲ୍ଭ ଷ୍ଟେନୋସିସ୍ ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଏହି ଶିଶୁଟିର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ...
ମା’ଙ୍କ ଆଶୀର୍ବାଦରେ ସବୁ ସମ୍ଭବ
ଭୁବନେଶ୍ୱର : ଏମିତି ପ୍ରାୟ କୈଣସି ଏକ ସଂଧ୍ୟା ନାହିଁ, ଯେଉଁ ଦିନ ମୋ ପ୍ରିୟ ମାଁଙ୍କ ମୂଖରୁ ବ୍ରହ୍ମ ବୈବର୍ତ୍ତେ ପୂରାଣ, ମହାଭାରତ ଆଦି ଧର୍ମଗ୍ରନ୍ଥର ବାଣୀ ନିସୃତ ହେଉ ନ ଥିଲା। ସ୍ୱାଧିନତାର ପ୍ରାକ୍ ସମୟରେ ଏକ ଚାଷୀ ପରିବାରରେ ଜନ୍ମିତ, ବିଦ୍ୟାଳୟକୁ କେବେ ଯାଇନଥିବା ଏବଂ ସ୍ୱଳ୍ପ ବୟସରେ ବିବାହିତ ହେଲାପରେ ସେ ମୋ ବାପାଙ୍କ ପାଖରେ ବସି ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ଲେଖି ପଢ଼ି ପାରୁଥିଲା। ବୈଷ୍ଣବ ଧର୍ମରେ ଦିକ୍ଷିତା ମୋର ମାଁ ସଂପୂର୍ଣ୍ଣ ଭାବରେ...
ଓଡିଶାରେ ଉଡାନ୍ ପାଇଁ ୨୫୫କୋଟି ଖର୍ଚ୍ଚ
ଭୁବନେଶ୍ୱର : ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ୍)-ଉଡାନରେ ଓଡିଶା ବିମାନବନ୍ଦର ଗୁଡିକର ପୁନରୁଦ୍ଧାର ଏବଂ ବିକାଶ ଲାଗି କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୫୫.୭୧ କୋଟି ଟଙ୍କା ବ୍ୟୟ କରିଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାର ଝାରସୁଗୁଡା, ରାଉରକେଲା, ଉତ୍କେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ଉଡାନ୍ ଯୋଜନାରେ ଚିହ୍ନଟ...
ବାଘ ସୁରକ୍ଷା ଅର୍ଥ କମୁଛି
ଭୁବନେଶ୍ୱର : ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଉଥିବା ଅର୍ଥ ପରିମାଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟର ସାତକୋଶିଆ ଅଭ୍ୟୟାରଣ୍ୟ ପାଇଁ କେନ୍ଦ୍ର ସରକାର ୨୦୧୯-୨୦ ବର୍ଷରେ ୬କୋଟି ୪୨ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ୨କୋଟି ୧୮ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ବ୍ୟାଘ୍ର ସଂରକ୍ଷଣ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର...
Center Spends 255 Cr For UDAN In Odisha
New Delhi: The Government of India has made expenditure of Rs 255.71 crore for the revival and development of the Regional Connectivity Scheme (RCS) airports in the State of Odisha under Revival/upgradation of airports/heliports/water aerodromes scheme till December 2021. Union Minister of State (MoS) for Civil Aviation, VK Singh informed this in Rajya Sabha on Monday. While giving a written reply...









