ଡେଙ୍ଗୁ ବଢାଇଛି ଘରୋଇ ସଂସ୍ଥାର ବେପାର

0

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ଶହେ ଟପିଥିବାବେଳେ ବେସରକାରୀ ଭାବେ ଏହା ବହୁଗୁଣିତ । ତେବେ ଡେଙ୍ଗୁର ଏହି କାୟାବିସ୍ତାର ଏବେ ଘରୋଇ ନିଦାନ କେନ୍ଦ୍ର ପାଇଁ ଆର୍ଶୀବାଦ ହୋଇଛି । ସରକାରୀ ଭାବେ ରାଜଧାନୀରୁ ଯେତିକି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବାସ୍ତବ ସଂଖ୍ୟା କିନ୍ତୁ ତାହାର ୪/୫ଗୁଣା ଅଧିକ । କାରଣ ଯେଉଁମାନେ କେବଳ କ୍ୟାପିଟାଲ ହସ୍ପିଟାଲ, ଏମ୍‍ସ ଓ ଆରଏମଆରସିରେ ନିଜର ରକ୍ତ ପରୀକ୍ଷା କରି ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନାଁ ସରକାରୀ...

ବେଟାରେ ମିଳିବ ବଜେଟ୍‍ ବିବରଣୀ

0

ଭୁବନେଶ୍ୱର :୨୦୨୨-୨୩ ବର୍ଷରେ ବଜେଟ୍‍ ଏକଜ୍ୟୁକେସନ ଟେକନିକ୍‍ ଅଟୋମେସନ (ବେଟା) ବ୍ୟବସ୍ଥାରେ ଧାର୍ଯ୍ୟ ସମୟରେ ବଜେଟ୍‍ ସୂଚନା ପ୍ରଦାନ କରିବାକୁ ରାଜ୍ୟ ସରକାର ୨୭ଟି ବିଭାଗକୁ କହିଛନ୍ତି । ସର୍ବାଧିକ ଅର୍ଥ ବ୍ୟୟ କରୁଥିବା ବିଭାଗ ମଧ୍ୟରେ ରହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ, ଶିଳ୍ପ, ଇସ୍ପାତ ଓ ଖଣି, ମହିଳା ଓ ଶିଶୁ ବିକାଶ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଉଚ୍ଚଶିକ୍ଷା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ...

ସାଧାରଣ ସେବାକୁ ତ୍ୱରାନ୍ୱିତ କରିବ ଆଧାର ସଂଯୋଗୀକରଣ

0

ଭୁବନେଶ୍ୱର : ଉତ୍ତମ ପ୍ରଶାସନ  ଦିଗରେ ଅନ୍ୟଏକ  ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଧାର ବ୍ୟବହାର ସଂପ୍ରସାରଣ ସମ୍ବନ୍ଧିତ  କର୍ମଶାଳା ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାର ଏବଂ ଭାରତର ଏକକ ପରିଚୟ କର୍ତ୍ତୁପକ୍ଷକଙ୍କ ମିଳିତ  ସହଯୋଗିତାରେ  ରାଜ୍ୟ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆଜି ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାକୁ ଉଦ୍‌ଘାଟନ କରି ଶ୍ରୀ ମହାପାତ୍ର  କହିଥିଲେ ଯେ  ଆଧାର ନମ୍ବର ବ୍ୟବହାରର  ସରଳୀକରଣ ନାଗରିକମାନଙ୍କ ଜୀବନ ଧାରାକୁ ସହଜ  କରିବା ସହିତ ...

ସୂର୍ଯ୍ୟକିରଣ ଦେଖାଇଲା ବାୟୁସେନାର ସୌର୍ଯ୍ୟ

0

ଭୁବନେଶ୍ୱର : ସ୍ୱ।ଧୀନତ।ର ୭୫ବର୍ଷ ପୂର୍ତ୍ତି ‘ଆଜ।ଦୀ କ। ଅମୃତ ମହେ।ତ୍ସବଦ ପ।ଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠଜରିପ।ଟଣ। ନିକଟସ୍ଥ ବ।ଲିଯ।ତ୍ର। ପଡିଆ ଠ।ରେ ବ।ୟୁସେନ।ର ସୂର୍ଯ୍ୟକିରଣ ଏରେ।ବେଟିକ୍ ଟିମ୍ ଆକ।ଶମ।ର୍ଗରେ ଦୁଃସ।ହସିକ ତଥ। ଚିତ୍ତ।କର୍ଷକ ସମରକଳ। ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ଟି ହକ୍ ଏୟ।ର ଉଡ।ଜ।ହ।ଜ କୁଆଖ।ଇ ନଦୀ ଉପରେ ବିଭିନ୍ନ ପ୍ରକ।ର ସ।ହସିକତ। ପ୍ରଦର୍ଶନର ସହ ବିମ।ନ ଉଡ।ଣ କରିଥିଲେ, ଯ।ହ।କୁ ନଦୀର ଉଭୟ ପ।ର୍ଶ୍ୱରେ ଥିବ। ଲକ୍ଷ।ଧିକ ଜନସ।ଧ।ରଣ ଉପସ୍ଥିତ ରହି ମନଭରି ଉପଭେ।ଗ...

More Rains For Odisha

0

Bhubaneswar: The India Meteorological Department (IMD) on Friday said many parts of the State from September 18.   An upper air cyclonic circulation is likely to form over Northwest & adjoining Westcentral Bay of Bengal around September 18, 2022. Under its influence, a low pressure area is likely to form over the same region during subsequent 48 hours, it said. Heavy...

ସ୍ୱାଧୀନତା ଦିବସରୁ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌

0

ଭୁବନେଶ୍ୱର : ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ବିଶ୍ୱର ସବୁଠାରୁୁ ଉତ୍କୃଷ୍ଟ ଧରଣର ଟ୍ରେନ୍ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି ଏବଂ ଆଗାମୀ ୨୦୨୩ ସ୍ୱାଧୀନତା ଦିବସରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ...

G Srinivas Gets Parliamentary Affairs

0

New Delhi: Ace Mandarin G Srinivas has been appointed as the Union Secretary Ministry of Parliamentary Affairs. Mr.Srinivas, an IAS Officer of 1990 Batch of Odisha Cadre is serving as Additional Secretary & Financial Advisor of Ministry of Consumer Affairs, Food & Public Distribution and holding charge of Ministry of Petroleum & Natural Gas. Mr.Srinivas, a B.Tech, ME and Management Program...

୧୮ରୁ ପ୍ରବଳ ବର୍ଷା

0

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଲଘୁଚାପଜନିତ ବର୍ଷା ଆରମ୍ଭ ହେବ ଏବଂ ୨୦ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଜି ଏ ନେଇ ସୂଚନା ଜାରି କରିଛି । ଏହି ସୂଚନା ଅନୁଯାୟୀ ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ୧୮ ଓ ୧୯...

Suryakiran Show In Sky

0

Bhubaneswar: The Suryakiran Aerobatic Team of Indian Air Force (IAF) on Friday performed the spectacular and daredevil aerobatic show in the Bhubaneswar sky over the Kuakhai river bed for about 30 minutes.   Thousands of people from different parts of the State particularly from the twin cities of Cuttack and Bhubaneswar were awestruck after nine pilots of red and white...

Hydrogen Train From I Day

0

Bhubaneswar: India will roll out its first hydrogen-powered train, designed, developed and manufactured indigenously, on the next Independence day, Union minister for Railways, Communication, Electronics and IT, Ashwini Vaishnaw said on Thursday. India has been able to build trains which are among the best in the world and the next big thing will be when the hydrogen-powered train is rolled...