ଇଲେକ୍ଟ୍ରୋନିକ୍ ବ୍ୟାଙ୍କ ଗ୍ୟାରେଣ୍ଟି କର୍ମଶାଳା
ଭୁବନେଶ୍ୱର : ଇଲେକ୍ଟ୍ରୋନିକ୍ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା (EBG) କାର୍ଯ୍ୟକାରୀ କରିବାରେ ଜଡ଼ିତ ଥିବା ପ୍ରକି୍ରୟା ବିଷୟରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ସମୟରେ ରାଜ୍ୟ ସରକାର ସମସ୍ତ ସରକାରୀ କ୍ରୟ ପାଇଁ ଊଇଐ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି...
ନଅ ମାସରେ ୪୪ହଜାର ଅବକାରୀ ମାମଲା
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଡିସେମ୍ବର ମାସ ଶେଷ ଅର୍ଥାତ୍ ନଅ ମାସ ମଧ୍ୟରେ ରାଜ୍ୟରେ ୪୪ ହଜାରରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି । ଗତବର୍ଷର ଏହି ସମୟ ତୁଳନାରେ ମାମଲା ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ସମୀକ୍ଷାରୁ ଏହା ଜଣାଯାଇଛି । ଭର୍ଚୁଆଲରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଅବକାରୀ କମିଶନର ଶ୍ରୀ ରାମଚନ୍ଦ୍ର ପାଲଟା, ଯୁଗ୍ମ ଅବକାରୀ କମିଶନର...
ଜଟାୟୁକୁ ଜରି ଅଡୁଆ
ଭୁବନେଶ୍ୱର : ରାଜଧାନୀରୁ ଅଳିଆ ସଫା ପାଇଁ ଆସିଥିବା ଯନ୍ତ୍ର ଜଟାୟୁ ପାଇଁ ଏବେ ଜରି ଅଡୁଆ । ଜଟାୟୁରେ ରାସ୍ତାଘାଟରୁ ଶୁଖିଲା ପତ୍ର ଉଠାଇବା ସମୟରେ ଜରି ଓ ଲୁହା ତାର ଆଦି ଏହି ଯନ୍ତ୍ରର ପାଇପ୍ରେ ଲାଖି ଯାଉଥିବାରୁ ତାହାକୁ ଚଳାଇବା ସହଜ ହେଉନାହିଁ । ସହରରୁ ଶୁଖିଲା ପତ୍ର ଭଳି ଅଳିଆ ଆବର୍ଜନାର ଯାନ୍ତ୍ରିକ ସଫେଇ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପ୍ରଥମ ଥର ପାଇଁ ଜଟାୟୁ ନାମ ଯନ୍ତ୍ର ଖରିଦ କରିଛନ୍ତି । ଦୁଇ ଜଣ ବ୍ୟକ୍ତିଙ୍କ...
ବଢୁଛି ତମ୍ବାର ଚାହିଦା
ଭୁବନେଶ୍ୱର : ବିଦ୍ୟୁତ୍ ଚାଳିତ ଯାନ (ଇଭି)ର ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ବିରଳ ଖଣିଜ ଦ୍ରବ୍ୟ ବିଶେଷକରି ତମ୍ବାର ଚାହିଦା ବଢିବାରେ ଲାଗିଛି । ଏଥିଯୋଗୁଁ ସମଗ୍ର ଦେଶରେ ଏବେ ତମ୍ବା ଜାତୀୟ ଖଣିଜ ପଦାର୍ଥର ଖନନ ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଜାତୀୟ ଖଣିଜ ସୂଚୀ (ଏନଏମଆଇ) ଅନୁଯାୟୀ ୨୦୧୫ ରେ ସମଗ୍ର ଦେଶରେ ୧୫୧୧ ନିୟୁତ ଟନ ତମ୍ବା ଜାତୀୟ ଖଣିଜ ପଦାର୍ଥ ମହଜୁଦ ରହିଥିଲା ଯେଉଁଥିରେ ତମ୍ବାର ପରିମାଣ ପ୍ରାୟ ୧୨,୧୫୮ ହଜାର...
କୋର୍ଟ ଆଦେଶ ଆଣି ଗ୍ରେଡ୍ ପେ ନିଅ
ଭୁବନେଶ୍ୱର : ସରକାରୀ କର୍ମଚାରୀମାନଙ୍କୁ ବର୍ଦ୍ଧିତ ଗ୍ରେଡ୍ ପେ ଦେବାଲାଗି ସରକାର ବ୍ୟବସ୍ଥା ରଖିଥିବା ଏବଂ ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ, ହାଇକୋର୍ଟ ଓ ସ୍ୟାଟ୍ ବାରମ୍ବାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଆସିଥିବା ସତ୍ତ୍ୱେ ମାମଲା ରୁଜୁ କରି କୋର୍ଟରୁ ରାୟ ନଆଣିଲେ କର୍ମଚାରୀଙ୍କୁ ବର୍ଦ୍ଧିତ ଗ୍ରେଡ୍ ପେ’ ମିଳୁନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଯେଉଁ ସରକାରୀ କର୍ମଚାରୀମାନେ ଯଥାକ୍ରମେ ୧୦,୨୦ ଓ ୩୦ ବର୍ଷ ଚାକିରି କରିଛନ୍ତି ସେମାନଙ୍କୁ ବର୍ଦ୍ଧିତ ହାରରେ ଗ୍ରେଡ୍ ପେ ଦେବାଲାଗି ରାଜ୍ୟ ସରକାର ୨୦୧୩ ମସିହାରେ ସଂକଳ୍ପ ଜାରି...
CM In Olly Land
Bhubaneswar: To take the Hockey World Cup fervour to across the state, fans are in for a treat at the Olly Land. Designed beautifully, the fan parks light up the night with spectacular lighting installations for picturesque photographs, eateries for people to enjoy cuisines from across Odisha, and tons of activities for all to participate in! The zones are...
ପ୍ରୀତମ ନାୟକଙ୍କୁ ଶିକ୍ଷାଭାରତୀ ସମ୍ମାନ
ଭୁବନେଶ୍ୱର : ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ...
More Manpower For Co-op
Bhubaneswar: Chief Minister Naveen Patnaik Thursday said that the cooperative sector plays a pivotal role in the socio-economic development of farmers by providing necessary impetus to their agricultural operations through credit inputs and marking support. The induction of new Managers and System professionals will enable the cooperative banks to have quality manpower at the front office and infuse professionalism in...
5T Boost For Agri
Bhubaneswar: Odisha Government has laid special emphasis on development of the agriculture sector through various interventions supported by a comprehensive, inclusive State Agriculture Policy as it is the single largest employment providing sector in the state, Chief Minister Naveen Patnaik said on Thursday. “The sector holds the key to socio-economic development in the state,” he said at the induction program...
ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ଅନୁଦାନ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଦାନ ରାଶି ବୃଦ୍ଧି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଅନୁଦାନ ବୃଦ୍ଧି ବାବଦରେ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଆବାସିକ ସୁବିଧା ନେଇ ରହୁଥିବା ଛାତ୍ରଛାତ୍ରୀମାନଙ୍କ ଅନୁଦାନ ରାଶି ମାସିକ ୨୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସେମାନେ ମାସିକ ୧୭୬୦ ଟଙ୍କା ପାଉଛନ୍ତି । ଅନୁରୂପ ଭାବରେ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କର...










