GPL On Health Care

0

Gopalpur: Gopalpur Ports Limited (GPL) under its Corporate Social Responsibility conducted a mobile health care service at K. Aryapalli village of Aryapally Panchayat today. After successfully organising two mega mobile health care service Programs at Haripur-Bandar Village, Kalipalli Higher Primary School under its “Concern for Community Health” drive, this Health Care service was conducted at Kalyan Mandap located at...

ଅନିଶ୍ଚିତତା ଘେରରେ ବିଏଡ୍‍ ନାମଲେଖା

0

ଭୁବନେଶ୍ୱର : ବିଦ୍ୟାଳୟଗୁଡିକରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଏଥିରେ ନିଯୁକ୍ତି ପାଇଁ ଆଶା ରଖି ବିଏଡ୍‍ ପାଠ୍ୟକ୍ରମରେ ନାମାଙ୍କନ ପାଇଁ ଛାତ୍ରଛାତ୍ରୀ ଓ ବେକାର ଯୁବକଯୁବତୀମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି । ତେବେ ବିଏଡ୍‍ କଲେଜଗୁଡିକରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଦର୍ଶାଇ ନ୍ୟାସନାଲ କାଉନସିଲ ଫର୍‍ ଟିଚର ଏଜୁକେସନ (ଏନସିଟିଇ) ଅନେକ ବିଏଡ୍‍ କଲେଜକୁ ନାମଲେଖା ପାଇଁ ଅନୁମତି ଦେଇନଥିବା ବେଳେ ଯେଉଁ କଲେଜରେ ଦେଢ଼ଶହ ଆସନ ରହିଥିଲା ତାହାକୁ ୫୦କୁ କମାଇ ଦେଇଛନ୍ତି । ଏବେ...

ଅଧାରୁ ଅଧିକ ଆବେଦନ ଖାରଜ

0

ଭୁବନେଶ୍ୱର : ଛୋଟ ଛୋଟ ଉଦ୍ୟୋଗ ସ୍ଥାପନ ପାଇଁ ରାଜ୍ୟରେ ଯେତିକି ଆଗ୍ରହୀ ଆବେଦନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ଆବେଦନ ଖାରଜ ହୋଇଯାଉଛି । ଚାରି ଭାଗେରୁ ଭାଗେ ଆବେଦନକାରୀଙ୍କୁ ବି ବ୍ୟାଙ୍କ୍‍ ଋଣ ମିଳିପାରୁ ନାହିଁ । ବିଗତ ୫ବର୍ଷରୁ ତଥ୍ୟରୁ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚବର୍ଷ ମଧ୍ୟରେ ସୂକ୍ଷ୍ମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମଇଜିପି ଯୋଜନାରେ ରାଜ୍ୟରେ ୭୪,୯୯୨ ଜଣ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୧୬,୩୭୬ ଜଣଙ୍କୁ...

Pandian Visits Aardi Dham

0

Bhadrakh:Secretary to Chief Minister VK Pandian, an ardent devotee of Lord Shiva paid obeisance to Shree Akhandalamani, the Presiding Deity of this Coastal Zone. Mr.Pandian visited Shree Aradi Dham, which is famous for its miracles and reviewed the implementation of redevelopment of Shree Akhandalmani Temple and Peripheral Development Project. Chief Secretary Suresh Chandra Mahapatra also talked to the officials and took...

State Protection For Doctors

0

Bhubaneswar: For the safety and security of doctors & other medical staff, the State Government has asked all district administrations to install CCTV cameras in all Government-run hospitals in the State.   Shalini Pandit, Secretary, Health and Family Welfare has written a letter to all Collectors, SPs, CDMOs and Directors of Capital Hospital & RGH, Rourkela, for this purpose on...

ପୁଞ୍ଜି ବିନିଯୋଗ ଲାଗି ସ୍ୱତନ୍ତ୍ର ସହାୟତା

0

ନୂଆଦିଲ୍ଲୀ : ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ...

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

0

କଟକ : ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି କହିଥିଲେ, ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ...

ଅନଲାଇନରେ ୪୪ଟି ଆରଟିଓ ସେବା

0

କଟକ: ପରିବହନ ସମ୍ବନ୍ଧୀୟ ସେବା ପାଇବା ପାଇଁ ନାଗରିକଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ନୂତନ ବିଜ୍ଞପ୍ତି ଜାରି କରିଛି | ଡ୍ରାଇଭିଂ ଲାଇସେନ୍ସ, କଣ୍ଡକ୍ଟର ଲାଇସେନ୍ସ, ଯାନ ପଞ୍ଜିକରଣ, ଅନୁମତି, ମାଲିକାନା ସ୍ଥାନାନ୍ତର ଇତ୍ୟାଦି ସହିତ ଜଡିତ ୫୮ଟି ନାଗରିକ-କେନ୍ଦ୍ର ସେବା ବର୍ତ୍ତମାନ ସମ୍ପୂର୍ଣ୍ଣ ଅନଲାଇନରେ ଉପଲବ୍ଧ ହୋଇପାରିବ |  ୫୮ ଟି ସେବା ମଧ୍ୟରୁ ଓଡିଶା 5T ପଦକ୍ଷେପ ଅନ୍ତର୍ଗତ ଅନଲାଇନ ଆବେଦନ ପ୍ରକ୍ରିୟା ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜୀକରଣ, ଅନୁମତି,...

Odisha Increases Forest Cover

0

Ekta Nagar: Odisha Government has adopted Multi-Pronged Strategy for elimination of Pollution, Action Plan has been carved out to Combat Climate Change with Focus of Lifestyle For Environment (LiFE) and increasing Forest Cover with special emphasis on restoration of degraded land and wildlife conservation. Speaking in the National Conference of Forest Ministers of the States Meet held at Ekta Nagar...

ଜଳାଶୟ ପୁନରୁଦ୍ଧାର ପାଇଁ ୧.୮୫ କୋଟି

0

ଭୁବନେଶ୍ଵର : ସହର ମଧ୍ୟରେ ଅବସ୍ଥିତ  ଜଳାଶୟ  ଗୁଡିକ ଆମ ଜୈବ ପରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ତେଣୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏସବୁର ଦୀର୍ଘସ୍ଥାୟୀ ପ୍ରାକୃତିକ ପୁନଃ ନିର୍ମାଣ ନିମନ୍ତେ ଉଦ୍ୟମ ତ୍ଵରାନ୍ଵିତ  କରାଯାଇଛି । ଏହି ପଦକ୍ଷେପର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ଵର ମହାନଗର ନିଗମର ୱାର୍ଡ଼ ନଂ ୩୬ ଅନ୍ତର୍ଗତ ନିକୋ ପାର୍କ ସଂଲଗ୍ନ ହ୍ରଦ ତଥା ଡ୍ରେନ୍ ନଂ ୧୦ର ପୁନରୁଦ୍ଧାର ତଥା ନବୀକରଣ ପାଇଁ ୧ କୋଟି ୮୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କର୍ମ...