State Hikes Minimum Wage

Bhubaneswar: With the beginning of the new financial year, the State Government has revised minimum daily wages of unskilled, semi-skilled, skilled and highly-skilled labourers in the State. According to an official notification issued by the State Labour Commissioner Dr N. Thirumala Naik, the daily wages of the labourers has been increased by hiking their Variable Dearness Allowance (VDA) by Rs...

Naveen Visits Nippon Steel

0

Bhubaneswar: Chief Minister Naveen Patnaik on Thursday visited the state-of-the-art Kimitsu Steel Works of Nippon Steel Corporation (NSC) in Japan. Shri Patnaik led by the Team Odisha, which is on a Japan tour, was briefed about the plant and given a tour of the facility. The State delegation's visit to NSC's Kimitsu Steel Works provided an opportunity for the delegation to...

SRC Asks For Disaster Plan

Bhubaneswar: As Odisha is facing natural disasters frequently, Special Relief Commissioner (SRC) Satyabrata Sahu on Wednesday asked all Collectors to prepare District-level Disaster Management Plan and submit the report to him by May 31, 2023. Ahead of the beginning of the South-West Monsoon, Shri Sahu held a meeting with all Collectors and asked to prepare the plan keeping the monsoon...

ଆନ୍ଦୋଳନ ନେଇ ବିଏମ୍‍ସି ନିରବ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଇଲାକାରେ ଥିବା କର୍ମଚାରୀମାନେ ସେମାନଙ୍କ ଦାବି ନେଇ ବାରମ୍ବାର ଆନ୍ଦୋଳନ କରୁଥିବାବେଳେ ସେମାନଙ୍କୁ ମୁତୟନ କରିଥିବା ଘରୋଇ ସଂସ୍ଥା କିମ୍ବା ବିଏମ୍‍ସି କେହି ଏହାର ସମାଧାନର ବାଟ ବାହାର କରୁନାହାନ୍ତି । ଫଳରେ ଅନେକ ୟୁନିଟ୍‍ରେ ଏବେ ଦିନ ଦିନ ଧରି ଝାଡୁ ମରାହେଉ ନାହିଁ । ନିଜର ପାଉଣା ବୃଦ୍ଧି ଲାଗି ସଫେଇ କର୍ମଚାରୀମାନେ ଗତ କିଛିଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ସେମାନଙ୍କ ଆନ୍ଦୋଳନ ସମୟରେ ରାସ୍ତାରେ ଝାଡୁ ପଡୁନାହିଁ । ଖୋଦ...

ଭତ୍ତା ତାଲିକାରେ ୭୭ହଜାର ଅବିବାହିତା

0

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟରେ ୭୭ ହଜାରରୁ ଅଧିକ ଅବିବାହିତା ମହିଳା ଭତ୍ତା ପାଉଛନ୍ତି । ଏମାନଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ରହିଥିବା ଜଣାଯାଇଛି । ରାଜ୍ୟରେ ବିଭିନ୍ନ ଯୋଜନାରେ ଭତ୍ତା ହିତାଧିକାରୀଙ୍କ ସଂକ୍ରାନ୍ତରେ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୭୭,୨୬୩ ଅବିବାହିତା ମହିଳା ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୯୨୭ଜଣ ଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୫୬୦୬ ଜଣ ରହିଛନ୍ତି । ବରଗଡ ଜିଲ୍ଲାରେ...

ଏସଆରସିଙ୍କ ବିପର୍ଯ୍ୟୟ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର : ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ ୨୦୨୩ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଖି ଆଗରେ ରଖି ସମସ୍ତେ ଚଳିତ ବର୍ଷ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ପ୍ରସ୍ତୁତ କରି ମଇ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବେ । ସେହପରି...

Odisha Attracts 26K CR Invest

0

Bhubaneswar: With a huge success to Odisha Business Meet Tokyo, 2023, the State Government has attracted investment to the tune of Rs 26,000 crore to Odisha.     The Government of Odisha in association with the Indian Embassy in Japan, the Japan External Trade Organization (JETRO), and the Federation of Indian Chamber of Commerce and Industry (FICCI), hosted the Odisha Business...

Mathivathnan In IWA Board

0

Bhubaneswar: Internationally Acclaimed Administrator on Urban Development, G Mathivathanan has been taken in the Board of Advisors of the International Water Association (IWA). Shri Mathivathnan is the longest serving Principal Secretary of the Department of Housing & Urban Development of Government of Odisha and has earned the reputation of an able administrator so far Urban Development is concerned. IWA has announced...

ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ

ଭୁବନେଶ୍ୱର : ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ଭାଥନନ ଭାରତରୁ ଜଣେ ପ୍ରତିନିଧି ଭାବରେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି । ସହରାଞ୍ଚଳ ପରିମଳ ଅଭିଯାନକୁ ମାର୍ଗଦର୍ଶନ କରିବା, ଆବଶ୍ୟକୀୟ ନିର୍ଦ୍ଦେଶ ଦେବା, କାର୍ଯ୍ୟଧାରାକୁ ସମୀକ୍ଷା କରିବା ଏବଂ ସାମଗ୍ରିକ ଭାବେ...

ଗାଁ ଗାଁ ଚାଲ ଘର ଘର ଚାଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜାତି ନାମରେ “ମୋଦି” (ତେଲି) ଓବିସି ବର୍ଗର ଗୋଟିଏ ଜାତି ନାମରେ ଗାଳି କରିଛନ୍ତି ରାହୁଳ ଗାନ୍ଧୀ । ଏହା ଦେଶର ଓବିସି ବର୍ଗଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଏଭଳି ମନ୍ତବ୍ୟ ଓବିସି ବର୍ଗ ପ୍ରତି ତାଙ୍କର ହୀନ ମାନସିକତାର ପ୍ରମାଣ ଦେଇଛି । ଏହା ବିରୁଦ୍ଧରେ ଆସନ୍ତା ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ “ଗାଁ ଗାଁ...