ବିଜେପି ଫର୍ମୁଲାକୁ ଓଡିଶାବାସୀଙ୍କ ପ୍ରତ୍ୟାଖାନ

0

ଭୁବନେଶ୍ୱର : ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଆଇନ ଶୃଙ୍ଖଳା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଜନିତ ଦୁର୍ଘଟଣା ହେଉ କିମ୍ବା ପୋଲ ଭୁଶୁଡ଼ିବା ହେଉ ଅନେକ ଲୋକଙ୍କ ମୃତ୍ୟୁ ତଥା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ମଧ୍ୟ ରହିଛି । ଅଧିକାଂଶ କ୍ଷେତ୍ରରେ ଲୋକମାନେ ନ୍ୟାୟିକ ତଦନ୍ତ ଦାବି କରିଥିଲେ ମଧ୍ୟ ତାହା କେବେ ହୋଇନାହିଁ ବୋଲି କହିଛନ୍ତି ବିଜେଡି...

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

0

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରନ୍ତୁ । ଲୋକତନ୍ତ୍ରରେ ଜନମତକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ । ଆମେ ଯାହା ଚାହିଁବୁ, ତାହା କରିବୁ । ଯାହାକୁ ଚାହିଁବୁ ସେମିତି ବ୍ୟବହାର କରିବୁ, ଏପରି ହେବା ଅନୁଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଶ୍ରୀ ପ୍ରଧାନ କହିଛନ୍ତି...

ଯକ୍ଷ୍ମା ନିରାକରଣରେ ଫୁସ୍‌ଫୁସ୍ ସମସ୍ୟା ବାଧକ

0

ଭୁବନେଶ୍ୱର : କୋଭିଡ ମହାମାରୀ ପରବର୍ତୀ ସମୟରେ ବିଭିନ୍ନ ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ  ଯକ୍ଷ୍ମା (ଟିବି) ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ୱ ମିଳିପାରୁ ନାହିଁ ବୋଲି ଶନିବାର ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଦିଗମ୍ବର ବେହେରା । ବିଭିନ୍ନ ପ୍ରକାର ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ସାରା ଦେଶରେ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞମାନେ ଏହି ରୋଗର ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି । ତେବେ ଚିରାଚରିତ ଶ୍ୱାସଜନିତ ସମସ୍ୟାକୁ ମଧ୍ୟ ଅଧିକ ଧ୍ୟାନ...

ଘୋଷଣା ହେଲ। ଧର୍ମପଦ ପୁରସ୍କାର

0

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨  ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା କରାଯାଇଛି । ଓଡିଶା ଲଳିତ କଳା ଏକାଡେମୀ ଦ୍ଵାରା  ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭  ମସିହାରୁ ପ୍ରଦାନ କରାଯାଇଆସୁଛି । ୯୪ ବର୍ଷୀୟ  ବିଶିଷ୍ଟ...

ବାଲି ମାଫିଆଙ୍କ ଟାର୍ଗେଟରେ ଅଫିସର

0

ଭୁବନେଶ୍ୱର : ବାଲି, ମୋରମ, ପଥର ଭଳି ଲଘୁ ଖଣିଜ ସାମଗ୍ରୀର ଚୋରା ଚାଲାଣ ରୋକିବା ଲାଗି ଉଦ୍ୟମ କରୁଥିବା ଅଧିକାରୀମାନଙ୍କ ଉପରେ ବାରମ୍ବାର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିବା ପ୍ରଶାସନ ପାଇଁ ବଡ ଆହ୍ୱାନ ପାଲଟିଛି । କେଉଁଠି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ ହେଉଛି ତ ଆଉ କେଉଁଠି ରକ୍ତାକ୍ତ ଆକ୍ରମଣ କରିବାକୁ ମାଫିଆମାନେ ପଛାଉ ନାହାନ୍ତି । ଏବେ ବାଲେଶ୍ୱରର ଉପଜିଲ୍ଲାପାଳଙ୍କ ସରକାରୀ ଗାଡିକୁ ବାଲି ମାଫିଆମାନେ ଭାଙ୍ଗିରୁଜି ଚୁର୍‍ମାର କରିବା ସହ ତାଙ୍କୁ ଓ...

ସ୍କ୍ରାପିଂ ହେବ ପୁରୁଣା ଗାଡି

0

ଭୁବନେଶ୍ୱର : ପନ୍ଦର ବର୍ଷ ପୂରି ଯାଇଥିବା ସରକାରୀ ଯାନଗୁଡିକୁ ସରକାର ସ୍କ୍ରାପ୍‍ କରିବେ । ପରିବେଶ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ପତ୍ର ଲେଖି ପଞ୍ଜିକରଣ ଠାରୁ ୧୫ ବର୍ଷ ଅବଧି ପୂରଣ କରିଥିବା ସରକାରୀ ଯାନଗୁଡିକୁ ସ୍କ୍ରାପ୍‍ ପାଇଁ ରେଜିଷ୍ଟ୍ରେଡ୍‍ ଭେଇକିଲ୍‍ ସ୍କ୍ରାପିଂ ଫାସିଲିଟି (ଆରଭିଏସଏଫ୍‍) ଜରିଆରେ...

Think Big On Infra

0

Bhubaneswar: The Odisha State Administration kept a close watch on the trend of the financial arrangements for various sectors in the budget of the FY 2023-24. Making a major shift from MGNREGA, Union Finance Minister greatly boosted capital expenditure. The budget made a hike of Rs.10 lakh crore in total infrastructure spending, a whopping rise of 33% with Railways...

Scraping Of Govt Vehicles

0

Bhubaneswar:  In a move to protect the environment, the State Government has decided to scrap its vehicles, which have completed 15 years to its initial registration. Commerce and Transport, Principal Secretary Usha Padhee has written a letter to all Additional Chief Secretaries, Principal Secretaries and Secretaries to scarp all Government vehicles of more than 15 years of old in Registered...

Munda Slams BJD

0

Bhubaneswar: Union Tribal Affairs Minister Arjun Munda on Saturday slammed back the Governing Biju Janata Dal (BJD) for politicising the issue over inclusion of 169 communities into ST list of Odisha.   He blamed the Odisha Government for non-inclusion of 169 communities into Odisha ST List. “It is not a political issue. It is a constitutional matter. It cannot be...

ରାଜସ୍ୱ ତୁଳନାରେ ଅର୍ଥ ଦେଉନି ରେଳବାଇ

0

ଭୁବନେଶ୍ୱର : ରେଳବାଇ ଗତ ନଅ ବର୍ଷ ମଧ୍ୟରେ ଓଡିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଥିବାବେଳେ ସେହି ଅନୁପାତରେ ଓଡିଶାକୁ ଅର୍ଥ ପ୍ରଦାନ କରୁନାହିଁ । ଏପରିକି ଆଦିବାସୀ ଅଞ୍ଚଳ ଲୋକେ ନୂତନ ରେଳ ସଂଯୋଗ ପାଇ ନାହାନ୍ତି କି ଗତ ୫ବର୍ଷ ମଧ୍ୟରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍‍ ମଞ୍ଜୁର ହୋଇନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗୋଟିଏ...